fbpx

ଗର୍ଭପାତ ସମୟର ଫଟୋ ଶେୟାର କଲେ ତପସ୍ୱିନୀ ଆଉ କହିଲେ ଏମିତି: ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡାକ୍ତର ସୁମିତ ସାହୁ ଏବଂ ତପସ୍ୱିନୀ ଦାସ ମାମଲାରେ ଜାରି ରହିଛି କାଦୁଅ ଫିଙ୍ଗା । ତପସ୍ୱିନୀଙ୍କ ଚରିତ୍ର ସଂହାର ପାଇଁ ଗତକାଲି ସୁମିତ ଏକ ଭିଡିଓ ଶେୟାର କରିଥିବା ବେଳେ ଏହାର ଜବାବ ରଖିଛନ୍ତି ତପସ୍ୱିନୀ । ସୋମବାର ତପସ୍ୱିନୀ ନିଜର ଆବୋର୍ସନ ସମୟର ଫଟୋ ଶେୟାର କରିଛନ୍ତି । ଶ୍ୱଶୁର ମୁଣ୍ଡବିନ୍ଧା ଔଷଧର ବାହାନା କରି ତାଙ୍କୁ ଗର୍ଭପାତ ବଟିକା ଦେଇଥିବା ନେଇ ତପସ୍ୱିନୀ କହିଥିବା ବେଳେ ଆଜି ପ୍ରମାଣ ସ୍ୱରୂପ ଫଟୋ ଶେୟାର କରିଛନ୍ତି ।

ସୋମବାର ତପସ୍ୱିନୀ ଶେୟାର କରିଥିବା ଫଟୋରେ ତପସ୍ୱିନୀ ଖଟରେ ଶୋଇଥିବା ବେଳେ ସାଲାଇନ ଧରି ନିକଟରେ ବସି ରହିଛନ୍ତି ସୁମିତ । ଏହି ଫଟୋ ଶେୟାର କରିବା ସହିତ ସୋସିଆଲ ମ୍ୟାରେଜ ପୂର୍ବରୁ ଛୁଆ ଠିକ ନୁହେଁ ବୋଲି କୁହାଯାଇଥିବା ନେଇ ତପସ୍ୱିନୀ କହିଛନ୍ତି । ଦେଖନ୍ତୁ ଭିଡିଓ….

Get real time updates directly on you device, subscribe now.