fbpx

ବସ ଓଲଟି ୧୨ରୁ ଅଧିକ ଯାତ୍ରୀ ଆହତ

ଗଜପତି, ୧୯/୬(ଓଡିଶା ଭାସ୍କର):  ଗଜପତି ମୋହନା ଖ୍ରୀଷ୍ଟପୁର ଗାଁ ନିକଟରେ ଏକ ଅଭାବନିୟ ଘଟଣା ଘଟିଛି। ସେଠାରେ ଏକ  ବସ ଓଲଟି ୧୨ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତକଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଉଲ୍ଲେଖ ଯୋଗ୍ୟ ଯେ ରାୟଗଡ଼ାରୁ ଯାତ୍ରୀଙ୍କୁ ନେଇ କଟକ ଯିବା ବେଳେ ଏହି ଦୁର୍ଘଟଣା ଘଟିଛି।

Get real time updates directly on you device, subscribe now.