fbpx

ତଦନ୍ତ ପରେ ସ୍ପଷ୍ଟ ହେଲା ରାଜ୍ୟରେ ଅଂଶୁଘାତଜନିତ ମୃତ୍ୟୁସଂଖ୍ୟା; ଏବେଯାଏଁ ପ୍ରାଣ ହରାଇଛନ୍ତି ୩୬ଜଣ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ରାଜ୍ୟରେ ଅଂଶୁଘାତଜନିକ ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ୧୫୧ ଜଣଙ୍କର ଅଂଶୁଘାତ ମୃତ୍ୟୁ ନେଇ ଅଭିଯୋଗ ଆସିଛି । ତଦନ୍ତ ପରେ ସ୍ପଷ୍ଟ ହେଲା ୩୬ ଜଣଙ୍କ ମୃତ୍ୟୁ ଅଂଶୁଘାତଜନିତ ହୋଇଛି । ୩୧ ଜଣଙ୍କ ମୃତ୍ୟୁର କାରଣ ଅଲଗା ହୋଇଥିବା ବେଳେ ଆଉ ୮୪ ଜଣଙ୍କ ମୃତ୍ୟୁର ଚାଲିଛି ତଦନ୍ତ । ଆଗକୁ ଏହି ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆସଙ୍କା କରାଯଯାୁଛି ।

 

Get real time updates directly on you device, subscribe now.