ଏଣିକି ଜଙ୍ଗଲ ନିଆଁ ଜଗିବ AI କ୍ୟାମେରା

ଭୁବନେଶ୍ୱର: ଏଣିକି ଜଙ୍ଗଲ ନିଆଁ ଜଗିବ ଏଆଇ କ୍ୟାମେରା । ଏଥିପାଇଁ ଶିମିଳିପାଳରେ ଲାଗିଛି ୫ଟି ଏଆଇ କ୍ୟାମେରା । ଏହିସବୁ କ୍ୟାମେରା ପାଇଲଟ ପ୍ରୋଜେକ୍ଟ ଭାବରେ ଲଗାଯାଇଛି । ରାଉରକେଲା ବନାଞ୍ଚଳରେ ୪ଟି ଏଆଇ କ୍ୟାମେରା ଲାଗିଥିବା ବେଳେ ଏହା ପ୍ରାଣୀ ଗତିବିଧି ଓ ଜଙ୍ଗଲ ନିଆଁ ଚିହ୍ନଟ କରିବ ।