fbpx

(Video) ବିମାନ ଭିତରେ ଦେହ ବେପାର କରୁଥିଲେ Air Hostess.. ଗୋଟିଏ ଥରକୁ ଅଢେଇ ଲକ୍ଷ ଟଙ୍କା ଚାର୍ଜ

ନୂଆଦିଲ୍ଲୀ: ଏୟାରଲାଇନରେ କାମକରୁଥିବା ଏୟାର ହୋଷ୍ଚେସ ମୋନ ଦେଖିବାକୁ ବେଶ ସୁନ୍ଦରୀ । ଆଉ ସେମାନେ ଏୟାର ହୋଷ୍ଚେସର ପୋଷାକ ପିନ୍ଧିଲା ପରେ ସତେ ଯେପରି ଲାଗୁଥିଲେ ପୁରା ବଲିଉଡ ହିରୋଇନ । ଆପଣ ଏହି ଏୟାର ହୋଷ୍ଟେସ ମାନଙ୍କୁ ଦେଖିଲେ ଠିକ ସେ ଚିହ୍ନିପାରିବେନି । ଏୟାର ହୋଷ୍ଟେସ ପୋଷାକ ପିନ୍ଧି ସେ କରୁଥିଲେ ଦେହ ବ୍ୟବସାୟ । ଆଉ ଗୋଟିଏ ରାତିକୁ ଡିମାଣ୍ଡ କରୁଥିଲେ ପୁରା ଅଢ୍ଇ ଲକ୍ଷ ଟଙ୍କା । ଆଉ ବୁକିଂ ପାଇଁ ନେଉଥିଲେ ୨୪ ହଜାର ଟଙ୍କା । ଥରେ ନଜର ପକାନ୍ତୁ ଏ ଫଟୋ ଉପରେ ଏ ହେଉଛନ୍ତି ସେହି ଦଲାଲ ଏୟାର ହୋଷ୍ଟେସ । ବୟସ ୨୬ ବର୍ଷ । ନାମ ଥିଲା ମାଇ ହାନ । ଦେହ ବ୍ୟବସାୟର କଳା ସାମ୍ରାଜ୍ୟ ବିସ୍ତାର କରିଥିଲା ଏହି ଏୟାର ହୋଷ୍ଟେସ । ଆଉ ରାତିକୁ ଚାର୍ଜ କରୁଥିଲେ ୨.୫୦ ଲ୭ ଟଙ୍କା ।

ଭିଏତନାମ ଏୟାର ଲାଇନରେ କାର୍ଯ୍ୟ କରୁଥିଲେ ମୁଖ୍ୟ ଅଭିଯୁକ୍ତ ମାଇ ହାନ । ବଡ ବଡିଆଙ୍କୁ ଜାଲରେ ଫସାଇ ପୁଳା ପୁଳା ଟଙ୍କା ରୋଜଗାର କରୁଥିଲା ଏହି ଏୟାର ହୋଷ୍ଟେସ । କିଛି ମାସ ପୂର୍ବରୁ ସେ ଚାକିି ଦେହ ବ୍ୟବସାୟରେ ଲିପ୍ତ ରହିଲେ ଓ ଏହାକୁ ନିଜର ପେସା ବନାଇ ଦେଲେ । ପରେ ବଡ ବଡ ହୋଟେଲକୁ ଯାଇ ଲୋକ ମାନଙ୍କ ସହ କୁଥିଲେ ଶାରିରୀକ ସମ୍ପର୍କ । ଆଉ ଶାରିରୀକ ସଂପର୍କ ପାଇଁ ବଡ ବଡ ଲୋକ ମାନଙ୍କ ଠାରୁ ତାଙ୍କୁ ମିଳୁଥିଲା ଲକ୍ଷ ଲକ୍ଷ ଟଙ୍କା ।

କିନ୍ତୁ ଏହି ଦେହ ବ୍ୟବସାୟ ଏବେ ତାଙ୍କ ପାଇଁ କାଳ ହୋଇଛି । ଏବେ ଏହି ସୁନ୍ଦରୀ ଏୟାର ହୋଷ୍ଟେସଙ୍କୁ ମିଳିଯାଇଛି ଏହି କାମର ଉପଯୁକ୍ତ ସଜା । ଏହି ଗ୍ରୁପରେ ତାଙ୍କ ସହଯୋଗୀଙ୍କୁ ମାଧ ମିଳାଇ ଥିଲେ । ଏୟାର ହୋଷ୍ଟେସ ଓ ମଡେଲ ମାନଙ୍କୁ ଅଧିକ ଟଙ୍କା ରୋଜଗାର କରିବାର ଆଶା ଦେଖାଇ ସେମାନଙ୍କୁ ଦେହ ବ୍ୟାପାରର କଳାସାମ୍ରାଜ୍ୟକୁ ନେଇ ଆସିଥିଲେ । ଏନେକ ଗ୍ରାହକଙ୍କୁ ସେ ୩୫ ଲକ୍ଷ ଟଙ୍କା ଠକି ନେଇଥିଲା । ଦେହ ବ୍ୟବସାୟରୁ ପ୍ରଚୁର ଅର୍ଥ ଉପାର୍ଜନ କରି ସେ ବିଳାସପୂର୍ଣ୍ଣ ଜିୀବନ ବିତାଉଥିଲେ ଓ ସୋସିଆଲ ମିଡିଆରେ ମଧ ଆକ୍ଟିଭ ରହୁଥିଲେ ମାହି । ହେଲେ ପୋଲିସ ଏହି ସେକ୍ସ ରାକେଟର ପର୍ଦ୍ଦାଫାସ କରି ଏବେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ।

Get real time updates directly on you device, subscribe now.