fbpx

ଏଣିକି ରାଜ୍ୟର ସବୁ ଧାନମଣ୍ଡିରେ ଲାଗିବ ସିସିଟିଭି; ଖାଦ୍ୟ ଯୋଗାଣ ମନ୍ତ୍ରୀ

Advertisement

ଭୁବନେଶ୍ୱର: (ଓଡ଼ିଶା ଭାସ୍କର)  ଏଣିକି ଧାନମଣ୍ଡିରେ ଲାଗିବ ସିସିଟିଭି । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବଡ଼ ବୟାନ । “ରାଜ୍ୟର ସବୁ ଧାନମଣ୍ଡିରେ ଲାଗିବ ସିସିଟିଭି । ଧାନମଣ୍ଡିରୁ ମିଲକୁ ଯାଉଥିବା ଗାଡ଼ିରେ ଲାଗିବ ଜିପିଏସ୍ । ବୈଷୟିକ କୌଶଳ ବ୍ୟବହାର କରାଯାଇ ରୋକାଯିବ ଦୁର୍ନିୀତି । ବିଭାଗୀୟ ଅଧିକାରୀଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ଦୁଇ ମାସ ଭିତରେ ଆରମ୍ଭ ହେବ ନୂଆ ବ୍ୟବସ୍ଥା ।”

Get real time updates directly on you device, subscribe now.