fbpx

Amazon Freshରେ ଚାଲିଛି ଦମଦାର୍ ଅଫର୍: ମାତ୍ର ୧ ଟଙ୍କାରେ କିଣନ୍ତୁ ୧ କେଜି ଅଟା ଓ ଅନ୍ୟ ସାମଗ୍ରୀ

ନୂଆଦିଲ୍ଲୀ: ଇ-କମର୍ସ ସାଇଟ ଆମାଜନରେ ଗ୍ରସରୀ ସାମଗ୍ରୀ ଅତି ଶସ୍ତାରେ ବିକ୍ରି ହେଉଛି । Amazon Freshରେ ଆପଣ ଗ୍ରସରୀ ଆଇଟମ୍ ଅତି ଶସ୍ତାରେ କିଣିପାରିବେ । ଏଥିରେ କେବଳ ୧ ଟଙ୍କାରେ ଆପଣ ଅନେକ ସାମଗ୍ରୀ କିଣିପାରିବେ ।

Amazon Freshରେ ୧ ତରଭୁଜକୁ ଆପଣ ୧ ଟଙ୍କାରେ କିଣିପାରିବେ । ଏହା ବ୍ୟତୀତ ୧ କେଜି ଅଟାକୁ ଅଫରରେ ୧ ଟଙ୍କାରେ କିଣିପାରିବେ । ଅଧା କିଲେ ଆଳୁକୁ ଆପଣ ୧ ଟଙ୍କାରେ କିଣିପାରିବେ । ଆମାଜନ୍ ଫ୍ରେସରେ Pillsbury Chakki Fresh ଅଟାର ୧ କେଜି ପ୍ୟାକକୁ ଅଫରରେ ୧ ଟଙ୍କା ବିକ୍ରି କରାଯାଉଛି ।

ଅନ୍ୟ ସାମଗ୍ରୀ ଉପରେ ବି ଡିସକାଉଣ୍ଟ ଦିଆଯାଉଛି । ଅନେକ ଆଉସହୋଲ୍ଡ ଆଇଟମ୍ ଉପରେ ୫୦% ପର୍ଯ୍ୟନ୍ତ ଡିସକାଉଣ୍ଟ ଦିଆଯାଉଛି । ଆମାଜନ୍ ଫ୍ରେସରେ ଗ୍ରସରୀ ସାମଗ୍ରୀ ବ୍ୟତୀତ ଅନେକ କାଟାଗୋରୀ ଯୋଡା ଯାଇଛି । ଏଥିରେ ଆପଣ ଫ୍ୟାନ୍, ରୁମ୍ ହିଟରକୁ ବି ଅତି ଶସ୍ତାରେ କିଣିପାରିବେ ।

Get real time updates directly on you device, subscribe now.