ଉନ୍ମୋଚିତ ହେଲା ‘ଆମରି ଶିଶୁ’ ଓ୍ୱେବ୍ ପୋର୍ଟାଲ୍, ଶିଶୁଙ୍କ ତଥ୍ୟ ଅପଲୋଡ୍ କରିବେ ଅଙ୍ଗନଓ୍ୱାର୍ଡି କର୍ମୀ

। ଶିଶୁଙ୍କ ଯତ୍ନ ଓ ବିକାଶ ଦିଗରେ କାମ କରିବ ଏହି ପୋର୍ଟାଲ୍।

ଭୁବନେଶ୍ୱର: ଆମରି ଶିଶୁ ଓ୍ୱେବ୍ ପୋର୍ଟାଲ୍ ଉନ୍ମୋଚିତ। ଉନ୍ମୋଚିତ ହେଲା ‘ଆମରି ଶିଶୁ’ ଓ୍ୱେବ୍ ପୋର୍ଟାଲ୍। ଉନ୍ମୋଚନ କଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଏଣିକି ପୋର୍ଟାଲରେ ଶିଶୁଙ୍କ ତଥ୍ୟ ଅପଲୋଡ୍ କରିବେ ଅଙ୍ଗନଓ୍ୱାର୍ଡି କର୍ମୀ। ଶିଶୁଙ୍କ ଯତ୍ନ ଓ ବିକାଶ ଦିଗରେ କାମ କରିବ ଏହି ପୋର୍ଟାଲ୍। ଶିଶୁ ଯତ୍ନ ଓ ସୁରକ୍ଷା ପାଇଁ ପୋର୍ଟାଲ୍ ସହଜ ହେବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା।

କାରଣ ଏବେବି ରାଜ୍ୟରେ ଅପପୃଷ୍ଟି ରହିଛି, ଯାହାକୁ ରୋକିବା ଦିଗରେ ଏବେ କାମ ଚାଲିଛି।  ୩ ମାସରେ ଗୋଟିଏ ବ୍ଲକ ଅପପୃଷ୍ଟି ମୁକ୍ତ ପାଇଁ ଲକ୍ଷ୍ୟ ରଖାଯାଇଛି