fbpx

କରୋନା କାଳରେ କିନ୍ନରଙ୍କ ପାଇଁ କେନ୍ଦ୍ରୀୟ ସହାୟତା ଘୋଷଣା, ଜାଣନ୍ତୁ କେତେ?

ନୂଆଦିଲ୍ଲୀ: କରୋନାକୁ ନେଇ ଲୋକମାନେ ହନ୍ତସନ୍ତ ହେଲେଣି । କରୋନାର ଆର୍ଥିକ ସଙ୍କଟ ମଧ୍ୟରେ କିନ୍ନରଙ୍କ ପାଇଁ କେନ୍ଦ୍ରୀୟ ସହାୟତା ରାଶି ଘୋଷଣା କରାଯାଇଛି । ଦେଶର ୭ ହଜାର କିନ୍ନରଙ୍କୁ ଦେଢ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଦିଆଯିବ । ଏନେଇ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏନେଇ ମେ’ ୩୧ ସୁଦ୍ଧା ନିର୍ଦ୍ଧାରିତ ଫର୍ମରେ ହିତାଧିକାରୀମାନେ ଆବେଦନ କରିପାରିବେ । ଏହା ବ୍ୟତିତ ହେଲପ୍ ନମ୍ବର-୮୮୮୨୧୩୩୮୯୭ରୁ ଆପଣଙ୍କୁ ବିସ୍ତୃତ ସୂଚନା ମିଳିଯିବ ।

Get real time updates directly on you device, subscribe now.