fbpx

ବଢିବ ଆଶା ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ଦରମା, ଫାଇଭ-ଟି ଅଧ୍ୟକ୍ଷଙ୍କ ବଡ ସୂଚନା

ଭୁବନେଶ୍ୱର: ଆଗାମୀ ଦିନରେ ଆଶା ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢିବା ଖବର ସାମ୍ନାକୁ ଆସିଛି । ଏନେଇ ନବରଙ୍ଗପୁର ଫାଇଭ-ଟି ଅଧ୍ୟକ୍ଷଙ୍କ ବଡ ଘୋଷଣା କରିଛନ୍ତି । କମ୍ୟୁନିଟି ସେଣ୍ଟର କର୍ମଚାରୀଙ୍କ ମଧ୍ୟ ଦରମା ବଢିବ ବୋଲି କୁହାଯାଉଛି । ଏମବିକେ ଏବଂ ସିଆରପିଙ୍କ ଦରମା ବୃଦ୍ଧି ପାଇଁ ଯୋଜନା ଚାଲିଛି । ଏହାବ୍ୟତୀତ ସରକାର ପାଚିକାଙ୍କ ଦରମା ମଧ୍ୟ ବୃଦ୍ଧି କରିବେ ।

ଖୁବଶିଘ୍ର ଦରମା ବୃଦ୍ଧି ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ । ୫-ଟି ଅଧ୍ୟକ୍ଷ କହିଛନ୍ତି ଯେ, ମଧୁବାବୁ ପେନସନ ମଧ୍ୟ ବୃଦ୍ଧି କରାଯିବ ।

Get real time updates directly on you device, subscribe now.