fbpx
BJD SKY
BJD SKY

ବିଧାନସଭା ଆରମ୍ଭରୁ ବିରୋଧୀଙ୍କ କକ୍ଷତ୍ୟାଗ

BJD

ଭୁବନେଶ୍ୱର,୧୮ ।୨(ଓଡିଶା ଭାସ୍କର): ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ରାଜ୍ୟପାଳ ଗଣେଶୀ ଲାଲଙ୍କ ଅଭିଭାଷଣ ଆରମ୍ଭରୁ କଂଗ୍ରେସ ହଙ୍ଗାମା କରିଛି । କୋଟିଆ ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟ ହଟ୍ଟଗୋଳ ଆରମ୍ଭ କରିଛନ୍ତି । ଗୃହରେ ତେଲ ଦର ଓ ବିପର୍ଯ୍ୟୟ ଆଇନ ଶୃଙ୍ଖଳ ପ୍ରସଙ୍ଗ ମଧ୍ୟ ଉଠିଛି । ହଟ୍ଟଗୋଳ ଓ ନାରାବାଜି ପରେ କଂଗ୍ରେସ ସଦସ୍ୟ କକ୍ଷତ୍ୟାଗ କରିଛନ୍ତି । ଅଭିଭାଷଣ ସମୟରେ ବିରୋଧୀ ବିଜେପି ସଦସ୍ୟମାନେ ମଧ୍ୟ କକ୍ଷତ୍ୟାଗ କରିଛନ୍ତି ।

Get real time updates directly on you device, subscribe now.