CHARIDHAM

LICର ପଲିସି ନେବା ସମୟରେ କରନ୍ତୁନି ଏହି ଭୁଲ୍‌, ନଚେତ ମିଳିବନି ଗୋଟିଏ ବି ଟଙ୍କା!

ନୂଆଦିଲ୍ଲୀ: ଇନସ୍ୟୁରାନ୍ସ ପଲିସି ନେବା ସମୟରେ ଯଦି ଏଜେଣ୍ଟ ଆପଣଙ୍କୁ କେଉଁ କଥା ଲୁଚାଇଛନ୍ତି, ତେବେ ଆପଣଙ୍କ ପରିବାର ପାଇଁ ଏହା ବିପଦ ହୋଇପାରେ। ଏମିତି ଏକ ମାମଲା ହରିୟାଣାରୁ ସାମ୍ନାକୁ ଆସିଛି। ଏହି ମାମଲାରେ…

ଗୁଣି ବନ୍ଦ କରିଦେଲା DJ! ତନ୍ତ୍ରମନ୍ତ୍ର ସନ୍ଦେହରେ ଦମ୍ପତ୍ତିଙ୍କୁ ପିଟିଲେ ଗାଁ ଲୋକେ, ସ୍ୱାମୀ ମୃତ

ନୂଆଦିଲ୍ଲୀ: ଭାରତରେ ଏବେ ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଗୁଣିଗାରେଡିରେ ବିଶ୍ୱାସ କରନ୍ତି। ଗ୍ରାମାଞ୍ଚଳରେ ଅନ୍ଧବିଶ୍ୱାସର ଘଟଣା ପ୍ରାୟତଃ ଦେଖିବାକୁ ମିଳିଥାଏ। ବିହାରର ନୱାଡାରେ ଏମିତି ଏକ ଭୟଙ୍କର ଘଟଣା…

NEET ଏବଂ JEE ପିଲାଙ୍କୁ ମିଳିବ ମାଗଣାରେ କୋଚିଂ, ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ଛତିଶଗଡ଼ ସରକାର NEET ଏବଂ JEEର ପ୍ରସ୍ତୁତି କରୁଥିବା ପିଲାମାନଙ୍କୁ ଉପହାର ଦେଇଛନ୍ତି। ଏହି ପିଲାମାନଙ୍କୁ ମାଗଣାରେ କୋଚିଂ ଯୋଗାଇ ଦିଆଯିବ। ୬୦୦ ଛାତ୍ର-ଛାତ୍ରୀଙ୍କୁ ମାଗଣାରେ କୋଚିଂ ଦିଆଯିବ ବୋଲି ଚୟନ…

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ମହମ୍ମଦ ଶାମିଙ୍କ ବଡ଼ ବୟାନ, କହିଲେ ଏହି କଥା

ନୂଆଦିଲ୍ଲୀ: ଏସିଆ କପ୍ 2025 ସେପ୍ଟେମ୍ବର 9 ରୁ ଆରମ୍ଭ ହୋଇ ସେପ୍ଟେମ୍ବର 28 ପର୍ଯ୍ୟନ୍ତ ଚାଲିବ। ଭାରତ ଏବଂ ପାକିସ୍ତାନକୁ ଗୋଟିଏ ଗ୍ରୁପରେ ସାମିଲ କରାଯିବାକୁ ନେଇ ଅନେକ ଲୋକେ ରାଗିଯାଇଛନ୍ତି। ଉଭୟଙ୍କ ମଧ୍ୟରେ ଏକ…

ହୁସିଆର! ଭୁବନେଶ୍ୱରରେ ମାତିଲେଣି କାର୍ କାଚ ଭଙ୍ଗା ଲୁଟେରା, ଜିନିଷ ରଖି ଯାଉଥିଲେ ସାବଧାନ

ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ପ୍ରତିଦିନ ଚୋରି ମାମଲା ସାମ୍ନାକୁ ଆସୁଛି। କିନ୍ତୁ ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ମାତିଲେଣି କାର୍ କାଚ ଭଙ୍ଗା ଲୁଟେରା। ଖାରବେଳନଗରରେ କାଚ ଭାଙ୍ଗି ଲୁଟିନେଇଛନ୍ତି ଲୁଟେରା।…

BIG BREAKING: ଆସନ୍ତାକାଲି ଓଡ଼ିଶା ଆସିବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଲୋକସଭା ବାଚସ୍ପତି ଓମ୍ ବିର୍ଲା। ରାଜ୍ୟସଭା ଉପାଧ୍ୟକ୍ଷ ମଧ୍ୟ ଓଡ଼ିଶା ଆସୁଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ। ଅନୁସୂଚିତ…

‘ଭୋଟ ପରେ ରାସନ ଏବଂ ଆଧାର ବି ଛଡାଇନେବେ..’, ବିଜେପିକୁ ରାହୁଲଙ୍କ ଟାର୍ଗେଟ୍‌

ନୂଆଦିଲ୍ଲୀ: ମହାଗଠବନ୍ଧନ ବିହାରରେ SIR ବିରୋଧରେ ଏକ ଭୋଟର ଅଧିକାର ଯାତ୍ରା ଆୟୋଜନ କରୁଛି। ରାଲିର 12ତମ ଦିନରେ, ରାହୁଲ ଗାନ୍ଧୀ ଏବଂ ତେଜସ୍ୱୀ ଯାଦବ ସୀତାମାଢ଼ିର ଜାନକୀ ମାତା ମନ୍ଦିର ପରିଦର୍ଶନ କରି ଯାତ୍ରା ଆରମ୍ଭ…

ନୂଆଁଖାଇ ତିହାର: ମାଆ ସମଲେଇଙ୍କ ପାଖରେ ଲାଗିଲା ନବାନ୍ନ, ପିଠା-ମିଠାରେ ମହକୁଛି ପଶ୍ଚିମ ଓଡ଼ିଶା

ସମ୍ବଲପୁର: ଆମ ଓଡ଼ିଶାରେ ୧୨ ମାସରେ ୧୩ ଓଷା। ସେଥି ମଧ୍ୟରୁ ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପର୍ବ। ସାରା ପଶ୍ଚିମ ଓଡ଼ିଶା ଆଜି ମିଠା-ପିଠାରେ ମହକୁଛି। ଏହାରି ମଧ୍ୟରେ ବର୍ତ୍ତମାନ ମାଆ ସମଲେଇଙ୍କ ପାଖରେ…

ଗଣେଶ ଚତୁର୍ଥୀରେ ଯଦି ଭୁଲରେ ବି ଦେଖିଦେଇଛନ୍ତି ଜହ୍ନ, ତେବେ ତୁରନ୍ତ କରନ୍ତୁ ଏହି ଉପାୟ

ଓଡ଼ିଶା ଭାସ୍କର: ଗତକାଲି ଗଣେଶ ପୂଜା ଖୁବ ଧୁମଧାମରେ ପାଳନ କରାଯାଇଛି। ଏହି ଦିନଟି ଗଣେଶ ଜନ୍ମୋତ୍ସବ ଭାବରେ ଜଣାଶୁଣା। ପ୍ରତିବର୍ଷ ଭାଦ୍ରବ ମାସର ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଗଣେଶ ଚତୁର୍ଥୀ ପାଳନ କରାଯାଏ। ଗଣେଶ…

୩ ପାକିସ୍ତାନୀ ଆତଙ୍କବାଦୀ ଭାରତରେ ପଶିଗଲେ, ପୋଲିସର ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ: ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀ ବିହାରରେ ପ୍ରବେଶ କରୁଥିବା ଖବର ମିଳିଛି। ଏ ସମ୍ପର୍କରେ ଗୁରୁବାର ବିହାର ପୋଲିସ ମୁଖ୍ୟାଳୟ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ଆତଙ୍କବାଦୀଙ୍କ ପ୍ରବେଶ ଖବର ପାଇ…