ଆଜି ବୁଧବାରରେ ବି ବନ୍ଦ ରହିବ ସମସ୍ତ ବ୍ୟାଙ୍କ, ଏହି ସପ୍ତାହରେ ଲଗାତାର ୩ ଦିନ ରହିବ ଛୁଟି

ନୂଆଦିଲ୍ଲୀ: ବୁଧବାର, ଅଗଷ୍ଟ ୧୩ ତାରିଖରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ଏବଂ କୌଣସି ପ୍ରକାରର କାମ ହେବ ନାହିଁ। ବ୍ୟାଙ୍କ ବନ୍ଦ ହେଲେ ସାଧାରଣ ଗ୍ରାହକମାନେ ବ୍ୟାଙ୍କକୁ ଯିବା ପାଇଁ ଥିବା ସମସ୍ତ କାମ କରିପାରିବେ ନାହିଁ।…

Viral Video: ଗରାରେ ଫସିଗଲା କୁନିପୁଅ, ହାତୁଡ଼ିରେ ପିଟିପିଟି ଏମିତି ବାହାର କଲେ ଜେଜେ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଆଉ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳିଛି ଯେ, ଏକ କୁନି ପିଲାଟି ପିତଳ ଗରାରେ ଫସିଯାଇଛି। ଘର ଲୋକେ ତାକୁ ବାହାର କରିବା ପାଇଁ ଅନେକ ପ୍ରୟାସ…

ପିଶାଚୀ ସ୍ତ୍ରୀ; ତଣ୍ଟି ଚିପି ସ୍ୱାମୀର ନେଲା ଜୀବନ, ପାରିବାରିକ କଳହ ପରେ ହତ୍ୟା

ସୁନ୍ଦରଗଡ଼: ସକାଳୁ ସକାଳୁ ସୁନ୍ଦରଗଡ଼ ଜିଲ୍ଲାରୁ ଏକ ହତ୍ୟା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ସ୍ତ୍ରୀ ନିଜ ସ୍ୱାମୀର ତଣ୍ଟି ଚିପି ହତ୍ୟା କରିଛି। ଟାଉନ ଥାନା ହରିଓଁ କଲୋନୀରେ ଘଟିଛି ଏହି ହତ୍ୟାକାଣ୍ଡ।…

ଆମେରିକାର ଶୁଳ୍କ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବରରେ ଜାତିସଂଘ ସାଧାରଣ ପରିଷଦ (UNGA)ର ବାର୍ଷିକ ଉଚ୍ଚସ୍ତରୀୟ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି। UNGAର 80ତମ ଅଧିବେଶନ ସେପ୍ଟେମ୍ବର 9 ତାରିଖରେ ଆରମ୍ଭ…

ଆଗାମୀ ୩ ଘଣ୍ଟା ରୁହନ୍ତୁ ସତର୍କ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୩ ଘଣ୍ଟା ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣପାଗ ବିଭାଗ। ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ବୋଲି…

ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ, ଜାଣନ୍ତୁ କେଉଁ ସମୟରେ ଯିବେନି ବଡ଼ଦେଉଳ

ପୁରୀ: ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀବିଗ୍ରହଙ୍କ ରାହୁରେଖା ନୀତି ଲାଗି ୪ ଘଣ୍ଟା ବନ୍ଦ ରହିବ କାଳିଆ ସାଆନ୍ତଙ୍କ ଦର୍ଶନ। ଏଥିପାଇଁ ଅପରାହ୍ଣ ୨ଟା ୩୦ରୁ ସଂଧ୍ୟା ୬ଟା ୩୦ ଯାଏଁ…

ଗୌତମ ଆଦାନୀଙ୍କର ଗୋଟିଏ ଦିନରେ 5,03,01,91,88,700 ବଢିଗଲା ସମ୍ପତ୍ତି, ଟପ-୨୦ ଧନୀଙ୍କ ଲିଷ୍ଟରେ ଏଣ୍ଟ୍ରୀ

ନୂଆଦିଲ୍ଲୀ: ୮ ଅଗଷ୍ଟରେ ଲଗାତାର ଛଅ ସପ୍ତାହ ଧରି ଜାରି ରହିଥିବା ଷ୍ଟକ୍ ବଜାରର ହ୍ରାସ ସୋମବାର ବନ୍ଦ ହୋଇଥିଲା। ଏହି ଦିନ ସେନସେକ୍ସ ୭୪୬.୨୯ ପଏଣ୍ଟ ବୃଦ୍ଧି ସହିତ ୮୦,୬୦୪.୦୮ ପଏଣ୍ଟରେ ବନ୍ଦ ହୋଇଥିଲା। ଏହି ସମୟରେ…

ନିଜ ନଖରୁ ଜାଣନ୍ତୁ ହାର୍ଟ ଆଟାକର ବିପଦ.. ଭୁଲରେ ବି କରନ୍ତୁନି ଏହି ଲକ୍ଷଣକୁ ଅଣଦେଖା

ନୂଆଦିଲ୍ଲୀ: ଆମ ଶରୀରରେ ଥିବା ଛୋଟ ଛୋଟ ଜିନିଷଗୁଡ଼ିକ କେତେକ ସମୟରେ ବଡ଼ ଗୁପ୍ତ କଥା ପ୍ରକାଶ କରେ। ନଖ ଆମ ସ୍ୱାସ୍ଥ୍ୟ ବିଷୟରେ ବହୁତ କିଛି କହିପାରେ, ବିଶେଷକରି ହୃଦଘାତ ଭଳି ଗମ୍ଭୀର ବିପଦ ବିଷୟରେ। ଯଦି ଆପଣ…

ଏଣିକି ରାଜ୍ୟର ସମସ୍ତ ଅଫିସରେ ଲାଗିବ ଏଆଇ କ୍ୟାମେରା, ସଚିବସ୍ତରୀୟ ବୈଠକ ପରେ ନିଷ୍ପତ୍ତି

ଭୁବନେଶ୍ୱର: ସଚିବସ୍ତରୀୟ ବୈଠକରେ ୧୦ଟି ଦିଗ ଉପରେ ଫୋକସ ଦିଆଯାଇଛି। ୧୦ ଦିଗକୁ ଫୋକସ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ରାଜ୍ୟର ସବୁ ଅଫିସରେ ଲାଗିବ ଏଆଇ କ୍ୟାମେରା। ଖାରବେଳ ନଗର ଓ…

ହାଏରେ ବିଧାତା.. କାମନାରେ ଅନ୍ଧ ହେଲା ତୃତୀୟ ଶ୍ରେଣୀର ବାଳକ, ସ୍କୁଲ ଟଏଲେଟରେ ନିଜ ସହପାଠୀ ସହ କଲା ଦୁଷ୍କର୍ମ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ୟବତମାଲ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ନଅ ବର୍ଷର ବାଳକ ନିଜ ଶ୍ରେଣୀରେ ପଢ଼ୁଥିବା ଅନ୍ୟ ଜଣେ ବାଳିକାଙ୍କ ସହାୟତାରେ ସ୍କୁଲର ଶୌଚାଳୟରେ ନିଜ ସହପାଠୀଙ୍କୁ…