ଜବତ ହେଲା ୧୨୦୦ ବୋତଲ କଫ ସିରପ୍‌, ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ବୋଲେରୋକୁ ଧରିଲା ପୋଲିସ

ବଲାଙ୍ଗିର: ୧୨୦୦ ବୋତଲ କଫ ସିରପ୍ ବଲାଙ୍ଗିରର ସୁଧପଡ଼ା ନିକଟରୁ ଜବତ କରାଯିବା ଘଟଣା ସାମ୍ନାକୁ ଆସିଛି । ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ବୋଲେରୋକୁ ଧରିଲା ପୋଲିସ । ବୋଲେରୋକୁ ଏସ୍କର୍ଟ କରି ନେଉଥିବା ବାଇକକୁ ମଧ୍ୟ…

କିଏ ହେବ I.N.D.I.A ମେଣ୍ଟର PM ପ୍ରାର୍ଥୀ? ଖଡ଼ଗେ କହିଲେ- ‘ଏହି ପ୍ରଶ୍ନ କୌନ ବନେଗା କରୋଡ଼ପତି ପରି’

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପଚରାଗଲା ଯଦି ଆପଣଙ୍କ ସରକାର ଗଠନ ହେବ ତେବେ I.N.D.I.A ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବ? ଏଥିରେ କଂଗ୍ରେସର ଅଧ୍ୟକ୍ଷ ଉତ୍ତର ଦେଇ କହିଛନ୍ତି…

କୃଷ୍ଣଚୂଡା ଫୁଲରେ ଲୁଚିରହିଛି ଅନେକ ଔଷଧୀୟ ଗୁଣ, କେଶ ଝଡିବା, ଚନ୍ଦାପଣ ଓ ଆଣ୍ଠୁଗଣ୍ଠି ରୋଗ ପାଇଁ ରାମବାଣ

ଓଡ଼ିଶା ଭାସ୍କର: ଖରାଦିନେ ରାସ୍ତା କଡ଼ରେ କୃଷ୍ଣଚୂଡା ଫୁଲ ଦେଖିବାକୁ ମିଳିଥାଏ । ଏହାର ଲମ୍ବା ବିଶାଳ ଗଛ ଲୋକଙ୍କୁ ଖରାରୁ ଛାଇ ଦେବା ସହ ସୌନ୍ଦର୍ଯ୍ୟକୁ ବଢାଇଥାଏ । ଏହି ଫୁଲକୁ ଦେଖିବା ମାତ୍ରେ ସମସ୍ତଙ୍କ ମନ ଖୁସି…

ପ୍ରକାଶ ପାଇଲା +୨ ପରୀକ୍ଷା ଫଳ; ପୁଅଙ୍କୁ ଟପିଲେ ଝିଅ

ଭୁବନେଶ୍ୱର: +୨ ପରୀକ୍ଷା ଫଳ ବର୍ତ୍ତମାନ ପ୍ରକାଶ ପାଇଛି । ଏକ ସାଙ୍ଗରେ କଳା, ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ବାହାରିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ ପାଇଛି । ତେବେ କଳାରେ ପାସ୍…

ରେକର୍ଡ କଲା ଜାମ୍ମୁ-କାଶ୍ମୀର ମତଦାନ, ୩୫ ବର୍ଷ ଭିତରେ ସର୍ବାଧିକ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଜାମ୍ମୁ କାଶ୍ମୀରର ଅନନ୍ତନାଗ-ରାଜୌରୀ ଲୋକସଭା ଆସନରେ ରେକର୍ଡ ଭାଙ୍ଗିବା ସହ ଗତ ୩୫ ବର୍ଷର ଭୋଟ୍ ରେକର୍ଡ ଭାଙ୍ଗିଛି । ଏଠାରେ ପ୍ରାୟ ୫୧.୩୫ ପ୍ରତିଶତ ମତଦାନ…

ଥମିବାର ନାମ ନେଉନି ଅନୀଲ ଅମ୍ବାନୀଙ୍କ ସମସ୍ୟା, Reliance Power ର କ୍ଷତିହେଲା ୪୦୦ କୋଟି

ନୂଆଦିଲ୍ଲୀ: ଗତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟ ମାସିକ ପାଇଁ ଅନୀଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ପାୱାର ଏହାର ଫଳାଫଳ ପ୍ରକାଶ କରିଛି। ମାର୍ଚ୍ଚ ତ୍ରୟମାସରେ ରିଲାଏନ୍ସ ପାୱାର ଲିମିଟେଡର ୩୯୭.୬୬ କୋଟି ଟଙ୍କା କ୍ଷତି…

Hero FinCorp ଉପରେ ୩.୧ ଲକ୍ଷ ଟଙ୍କାର ଜରିମାନା ଲଗାଇଲା ଆରବିଆଇ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ହିରୋ ଗ୍ରୁପର ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ହିରୋ ଫିନକ୍ରପ ଉପରେ ଲକ୍ଷ ଲକ୍ଷ ଟଙ୍କା ଜରିମାନା ଲଗାଇଛି । ଆରବିଆଇ ଏହି ଏନବିଏଫସି ଉପରେ ସମୁଦାୟ ୩.୧୦ ଲକ୍ଷ ଟଙ୍କାର…

ଗେମିଙ୍ଗ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ, ୭ ଜଣଙ୍କ ମୃତ୍ୟୁ, ବଢିପାରେ ସଂଖ୍ୟା

ନୂଆଦିଲ୍ଲୀ: ଗୁଜରାଟର ରାଜକୋଟର ଗେମିଙ୍ଗ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ଶନିବାର ଦିନ ରାଜକୋଟର ପୋଲିସ କମିଶନର କହିଛନ୍ତି ଯେ, ଆମେ ଏହାର ତଦନ୍ତ ଚଲାଇଛୁ ଯେ,…

ମତଦାନର ଗୋଟି ଗୋଟି ହିସାବ ଦେଲେ ନିର୍ବାଚନ ଆୟୋଗ! କହିଲେ ଡାଟାରେ ପରିବର୍ତ୍ତନ ଅସମ୍ଭବ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ଶନିବାର ଦିନ ଦେଶର ୫୭ ସିଟରେ ଭୋଟିଂ ସରିଛି । ଏହାରି ମଧ୍ୟରେ ନିର୍ବାଚନ ଅୟୋଗ ଗତ ପାଞ୍ଚଟି ଫେଜରେ ହୋଇଥିବା ନିର୍ବାଚନର ଫାଇନାଲ ଡାଟା ଜାରି କରିଛି । ଏଥିରେ…

(Video) ନିର୍ବାଚନ ମଧ୍ୟରେ ବିଜେପି ପ୍ରାର୍ଥୀଙ୍କୁ ପଥରମାଡ, ବଞ୍ଚିବା ପାଇଁ ଜୋରରେ ଦୌଡିଲେ

କୋଲକାତା: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟର ମତଦାନ ସମୟରେ ପଶ୍ଚିମବଙ୍ଗର ଝାଡ଼ଗ୍ରାମରେ ବିଜେପି ପ୍ରାର୍ଥୀ ପ୍ରଣତ ଟୁଡୁଙ୍କ ଟିମ ଉପରେ ଆକ୍ରମଣ କରାଯାଇଛି । ଯେଉଁଥିରେ ତାଙ୍କ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି ।…