‘ସୁଭଦ୍ରା’ ପାଇଁ ପରିବର୍ତ୍ତନ ହେଲା ବ୍ୟାଙ୍କ ସମୟ, ବ୍ୟାଙ୍କ କତ୍ତୃପକ୍ଷଙ୍କ ବଡ଼ ନିଷ୍ପତ୍ତି
ଭୁବନେଶ୍ୱର: ସୁଭଦ୍ରା ଯୋଜନା ପାଇଁ ଆବେଦନର ଶେଷ ତାରିଖ ୨୦୨୫ ମାର୍ଚ୍ଚ ୭ ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। ତେବେ ଏପର୍ଯ୍ୟନ୍ତ ୧ କୋଟି ୪୬ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ପଞ୍ଜିକରଣ…