Breaking News Big Breaking: ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର Chinmayee Beura May 6, 2024 ଭୁବନେଶ୍ୱର: କାଳବୈଶାଖୀ ପବନ ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ଭୁବନେଶ୍ୱରରେ ଓହ୍ଲାଇ ନପାରିବା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଖଡ଼ିଆଳରୁ ସଭାସାରି ଫେରିଲା ବେଳେ ଏହି ହେଲିକପ୍ଟରଟି…
Breaking News ପୁଞ୍ଚ ଆତଙ୍କବାଦୀ ଆକ୍ରମଣ: ସାମିଲ ଥିବା ୨ ପାକିସ୍ତାନୀ ଆତଙ୍କବାଦୀଙ୍କର ଜାରି ହେଲା ସ୍କେଚ୍, ଏହି କଥା ଘୋଷଣା କଲେ ସେନା Chinmayee Beura May 6, 2024 ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଭାରତୀୟ ବାୟୁ ସେନାର କନଭେନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିବା ଦୁଇ ଆତଙ୍କବାଦୀଙ୍କର ବର୍ତ୍ତମାନ ସ୍କେଚ୍ ଜାରି କରାଯାଇଛି । ଏମାନଙ୍କର ଯିଏ ଠିକଣା…
Featured ଲୋକସଭା ନିର୍ବାଚନ ପରେ ୨୫ ପ୍ରତିଶତ ବଢିଯିବ ମୋବାଇଲ ଶୁଳ୍କ, ଜାଣନ୍ତୁ ଡିଟେଲ୍ସ Chinmayee Beura May 6, 2024 ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଫଳାଫଳ ଜୁନ ୪ରେ ପ୍ରକାଶ ପାଇବା ପରେ ମୋବାଇଲ ଶୁଳ୍କ ବଢିବା ନେଇ ଅନୁମାନ କରାଯାଇଛି । ନଭେମ୍ବର ୨୦୨୧ ପରେ ଟେଲିକମ କମ୍ପାନୀମାନ ମୋବାଇଲ ଶୁଳ୍କ ବଢାଇନାହାନ୍ତି । ହେଲେ ଚଳିତ ବର୍ଷର…
Featured ଲାଞ୍ଜିଗଡ଼ ବର୍ଦ୍ଧିତ ଶକ୍ତି ଦକ୍ଷତା ପାଇଁ ଉନ୍ନତ ଶକ୍ତି ପରିଚାଳନା ବ୍ୟବସ୍ଥାକୁ ନିୟୋଜିତ କଲା ବେଦାନ୍ତ Chinmayee Beura May 6, 2024 କଳାହାଣ୍ଡି: ଲାଞ୍ଜିଗଡ଼ ଭାରତର ଅଗ୍ରଣୀ ମେଟାର୍ଲଜିକାଲ ଗ୍ରେଡ ଆଲୁମିନା ଉତ୍ପାଦକ ଏହାର ୟୁନିଟରେ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଉନ୍ନତ ଶକ୍ତି ପରିଚାଳନା ବ୍ୟବସ୍ଥା ଗ୍ରହଣ କରିଛି । ଏହା ୧୨୦ଟି ଜଟିଳ ବୈଦ୍ୟୁତିକ…
Featured ୟୁରିକ ଏସିଡକୁ କଣ୍ଟ୍ରୋଲ କରିବ ଏହି ୫ଟି ଦେଶୀ ଜିନିଷ, ଖର୍ଚ୍ଚ ହେବ ମାତ୍ର ୧୦ ଟଙ୍କା Chinmayee Beura May 5, 2024 ଓଡ଼ିଶା ଭାସ୍କର: ଶରୀରରେ ଯଦି ୟୁରିକ ଏସିଡ ବଢିଯାଏ ତେବେ ୟୁମ୍ୟୁନିଟି ସିଷ୍ଟମ ସଠିକ ଭାବେ କାମ କରିନଥାଏ । ଏହି କାରଣରୁ ଅନେକ ପ୍ରକାରର ସମସ୍ୟା ଆରମ୍ଭ ହୋଇଯାଏ । ୟୁରିକ ଏସିଡ କ୍ରିଷ୍ଟଲ୍ସରେ ପରିବର୍ତ୍ତନ ଆଙ୍ଗୁଠି…
Featured (Video) ମଞ୍ଚରେ ଗୀତ ଗାଉଥିବା ବେଳେ ସୁନିଧି ଚୌହାନଙ୍କ ଉପରକୁ ଫିଙ୍ଗିଲେ ବୋତଲ, ଏପରି ଜବାବ ଦେଲେ ସିଙ୍ଗର Chinmayee Beura May 5, 2024 ନୂଆଦିଲ୍ଲୀ: ଲୋକପ୍ରିୟ ସିଙ୍ଗରଙ୍କ ମଧ୍ୟରୁ ସୁନିଧି ଚୌହାନଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଯାହାକୁ ଶୁଣି ଆପଣ ବି ରାଗିଯିବେ । ଡେହରାଡୁନର ଏକ କଲେଜରେ ସେ ଗୀତ ଗାଉଥିବା ବେଳେ ଭିଡ ମଧ୍ୟରୁ କିଏ ଜଣେ ବୋତଲ…
Breaking News ଆସନ୍ତା ୮ରେ ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ୧୨ରେ ଆସିବେ ଗୃହମନ୍ତ୍ରୀ ଅମିତ ଶାହ Chinmayee Beura May 5, 2024 ଭୁବନେଶ୍ୱର: ଆସନ୍ତା ମେ’ ୮ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ଦିନ ରାଜନାଥ ସିଂ ରାୟଗଡ଼ା ଗସ୍ତ କରିବେ । ସେହିପରି ୧୨ ତାରିଖରେ ପୁଣି ଓଡ଼ିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହ ।…
Breaking News ‘ମୁଁ ଦରମା ନେଉଛି ହେଲେ ଗାନ୍ଧୀ ପରିବାରର ଚାକିରି କରୁନି’, ଆମେଥିର କଂଗ୍ରେସ ପ୍ରାର୍ଥୀ କେଏଲ ଶର୍ମା କହିଲେ ଏପରି କଥା Chinmayee Beura May 5, 2024 ନୂଆଦିଲ୍ଲୀ: କଂଗ୍ରେସ କିଶୋରୀ ଲାଲ ଶର୍ମାଙ୍କୁ ଉତ୍ତର ପ୍ରଦେଶ ଆମେଥି ଲୋକସଭା ଆସନ ପାଇଁ ଟିକେଟ ଦେଇଛି । ଏହି ଆସନରୁ ତାଙ୍କର ଲଢେଇ ବିଜେପିର ସ୍ମୃତି ଇରାନୀଙ୍କ ସହ ହେବ । କେଏଲ ଶର୍ମାଙ୍କର ଗାନ୍ଧୀ ପରିବାର ସହ…
Breaking News ଭୁବନେଶ୍ୱରରେ ଏନସିଇଆରଟିର ନକଲି ବହି ଜବତ, ୪ ଜଣ ଅଟକ, ଲକ୍ଷାଧିକ ଟଙ୍କା ଜବତ Chinmayee Beura May 5, 2024 ଭୁବନେଶ୍ୱର: ରାଜଧାନୀରେ ଜବତ କରାଯାଇଛି ନକଲି ଏନସିଇଆରଟି ପୁସ୍ତକ । ଏହାକୁ ଜବତ କରିଛି କମିଶନରେଟ ପୋଲିସ । ପାଖାପାଖି ୧୦ ଲକ୍ଷ ଟଙ୍କାର ନକଲି ବହି ସହିତ ଏହି ବହି ଭଣ୍ଡାର ଗୁଡିକୁ ଧରିବାରେ ସଫଳ ହୋଇଛି କମିଶନରେଟ…
Breaking News ବିଦ୍ୟୁତ୍ ଆଘାତରେ ଚାଲିଗଲା ବାପାପୁଅଙ୍କ ଜୀବନ, ମାଆ ଗୁରୁତର Chinmayee Beura May 5, 2024 ଯାଜପୁର: ଯାଜପୁରରୁ ଏକ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି । ଏଠାରେ ବିଦ୍ୟୁତ ଆଘାତରେ ବାପାପୁଅଙ୍କଙ୍କ ମୃତ୍ୟୁ ଘଟିଥିବା ବେଳେ ମାଆ ଗୁରୁତର ଅଛନ୍ତି । ଯାଜପୁର ରୋଡ ଥାନା ବେଙ୍ଗପାଟିଆ ଗାଁରେ ଏହି ଅଭାବନୀୟ ଘଟଣା…