“ରାଜି ନ ହେଲେ ପରିଣାମ ହେବ ବହୁତ ଭୟଙ୍କର” ହମାସକୁ ନାଲିଆଖି ଦେଖାଇଲେ ଟ୍ରମ୍ପ
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହମାସକୁ ଶେଷ ଚେତାବନୀ ଦେଇଛନ୍ତି। ସେ ରବିବାର (ସେପ୍ଟେମ୍ବର 7) ଦିନ ଚେତାବନୀ ଦେଇ କହିଛନ୍ତି ଯେ ହମାସ ଗାଜାରେ ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ଚୁକ୍ତିରେ ରାଜି…