ଦେଖନ୍ତୁ (Video) Live ରେସଲିଂ ମ୍ୟାଚରେ ଫାଇଟରଙ୍କୁ କାମୁଡ଼ିଲା ସାପ, ଭୟରେ ଚିତ୍କାର କଲେ ଦର୍ଶକ
ୱାଶିଂଟନ୍: ଡବ୍ଲ୍ୟୁଡବ୍ଲ୍ୟୁଇରେ ଏମିତି ଅନେକ ଫାଇଟର ଅଛନ୍ତି ଯେଉଁମାନେ ଏବେବି ଲୋକଙ୍କ ମନରେ ଘର କରି ରହିଛନ୍ତି । ଅନେକ ସମୟରେ ରେଶଲରମାନେ ଚରମ ସୀମା ଟପି ନିଜ ବିପକ୍ଷ ଖେଳାଳିଙ୍କୁ ହରାଇବାର ଚେଷ୍ଟା କରିଛନ୍ତି ।…