“ମୁଁ ମହାଦେବଙ୍କ ଭକ୍ତ… ସବୁ ଜହର ଢୋକି ଦେବି…” ପୁଣି ମା’ଙ୍କୁ ଗାଳି ଦେବା ପ୍ରସଙ୍ଗରେ କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ
ଗ୍ୱାହାଟୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ଙ୍କୁ କଂଗ୍ରେସ ଗାଳି କରିବା ବିବାଦକୁ ନେଇ ପୁଣିଥରେ ମୁହଁ ଖୋଲିଛନ୍ତି ନରେନ୍ଦ୍ର ମୋଦି । ଗ୍ୱାହାଟୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ଏ ପ୍ରସଙ୍ଗ ଉପରେ ପୁଣି ଚର୍ଚ୍ଚା…