ମୋହନ ସରକାରଙ୍କ ଉପରେ ବର୍ଷିଲେ ନବୀନ: “ସରକରାଙ୍କ ସ୍ଥାଣୁତା ଝିଅମାନଙ୍କୁ ଅସୁରକ୍ଷିତ କରିଛି”

ଭୁବନେଶ୍ୱର: ବରଗଡ଼ ଗାଏସିଲେଟରେ ନାବାଳିକା ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ନେତା ନବୀନ ପଟନାୟକ । ଘଟଣାକୁ ନେଇ ନବୀନ ବ୍ୟଥିତ ଓ ମର୍ମାହତ ହୋଇଥିବା କହିଲେ । ନାବାଳିକାଙ୍କ…

ରୋଷେଇ ଘରେ ଥିବା ଏହି ସାଧାରଣ ମସଲା ଚୁଟକିରେ କରିଦେବ ଆପଣଙ୍କୁ ପତଳା

ଓଡିଶା ଭାସ୍କର: ପେଟର ଚର୍ବି ବୃଦ୍ଧି କେବଳ ଆପଣଙ୍କ ବ୍ୟକ୍ତିତ୍ୱକୁ ନଷ୍ଟ କରେ ନାହିଁ, ବରଂ ଏହା ଅନେକ ରୋଗର ମୂଳ ହୋଇପାରେ। ଯଦି ଜିମ୍ ଯାଇ ଡାଏଟିଂ କରିବା ପରେ ମଧ୍ୟ ପେଟର ଚର୍ବି ହ୍ରାସ ପାଉନାହିଁ, ତେବେ ରୋଷେଇ ଘରେ…

ସୁନ୍ଦରୀ ଦେଖାଯିବା ପଡ଼ିବ ଭାରି! ଆଇବ୍ରୋ ଥ୍ରେଡିଂ ଯୋଗୁଁ କାମ କରିବା ବନ୍ଦ କରୁଛି ଲିଭର

ଓଡିଶା ଭାସ୍କର: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଡାକ୍ତର କହୁଛନ୍ତି ପାର୍ଲରରେ ବାରମ୍ବାର ଆପଣଙ୍କର ଆଇବ୍ରୋ ଥ୍ରେଡିଙ୍ଗ କରିଛନ୍ତି, ତେବେ ସତର୍କ ରୁହନ୍ତୁ। ଏହା କରିବା ଦ୍ଵାରା ଆପଣଙ୍କର…

ବିବାହ କରିବେ Star ଫୁଟବଲର ରୋନାଲ୍ଡୋ: ୮ ବର୍ଷ ଲିଭ-ଇନ ପରେ ଏବେ କଲେ ନିର୍ବନ୍ଧ

ନୂଆଦିଲ୍ଲୀ: ଜଣାଶୁଣା ଲୋକପ୍ରିୟ କ୍ରିଷ୍ଟିଆନୋ ରୋନାଲ୍ଡୋ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ରୋନାଲ୍ଡୋଙ୍କ ପ୍ରେମିକା ଜର୍ଜିନା ରଡ୍ରିଗ୍ସ, ଇନଷ୍ଟାଗ୍ରାମରେ ଅନେଇ ଏକ ପୋଷ୍ଟ ସେୟାର କରିଛନ୍ତି। ସେମାନଙ୍କ…

ପାକିସ୍ତାନ ସେନା ମୁଖ୍ୟଙ୍କ ମନ ରଖିଲେ ଟ୍ରମ୍ପ, BLAକୁ ଆତଙ୍କବାଦୀ ସଂଗଠନ ଘୋଷିତ

ୱାଶିଂଟନ: ଆମେରିକା ବାଲୁଚିସ୍ତାନ ଲିବରେସନ ଆର୍ମି (BLA) ଏବଂ ମାଜିଦ ବ୍ରିଗେଡକୁ ଏକ ବିଦେଶୀ ଆତଙ୍କବାଦୀ ସଂଗଠନ (FTO) ଭାବେ ଘୋଷଣା କରିଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏକ ବିବୃତ୍ତି ଜାରି କରି…

ରାଗିଗଲେ ମୁଖ୍ୟମନ୍ତ୍ରୀ: “ଆତ୍ମହତ୍ୟା ଶବ୍ଦ କାହିଁକି କହୁଛ…ସାହାଯ୍ୟ ପାଇଁ ଆସିଛ ସାହାଯ୍ୟ ପାଇବ”

ଭୁବନେଶ୍ୱର: ଆତ୍ମହତ୍ୟା କଥା ଶୁଣି ରାଗିଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିବାବେଳେ ଏ ଘଟଣା ସାମ୍ନାକୁ ଆସିଛି । ଜଗବନ୍ଧୁ ପଣ୍ଡା ନାମକ ଜଣେ ଅଭିଯୋଗକାରୀ…

ବାଃ ବାଃରେ କ୍ରିକେଟ…. ଦେଖନ୍ତୁ (ଭାଇରାଲ Video) କାଦୁଅରେ କ୍ରିକେଟ ଖେଳର ମଜା ହିଁ ନିଆରା

ଓଡିଶା ଭାସ୍କର: ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେଉଛି । ଯେଉଁ କାରଣରୁ ଅନେକ ଖବର ଏବେ ଲୋକଙ୍କ ପାଖରେ ପହଞ୍ଚିପାରୁଛି । ବର୍ଷା ଋତୁ ଆରମ୍ଭ ହୋଇଯାଇଛି । ଏଭଳି ସ୍ଥିତିରେ…

“ଆମେ ୧୦ଟା ମିଶାଇଲରେ ଭାରତକୁ ଧ୍ୱସ୍ତ କରିଦେବୁ” ଅପରେସନ ସିନ୍ଦୁରବେଳେ ଲୁଚିଥିବା ମୁନିର ବିଦେଶରେ ଯାଇ ଦେଲେ ଧମକ

ୱାଶିଂଟନ: ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଆମେରିକା ମାଟିରୁ ଭାରତକୁ ଧମକ ଦେଇଛନ୍ତି। ମୁନିର କହିଛନ୍ତି ଯେ ଯଦି ଭବିଷ୍ୟତରେ ଭାରତ ସହିତ ଯୁଦ୍ଧ ହୁଏ ଏବଂ ପାକିସ୍ତାନର ଅସ୍ତିତ୍ୱ ପ୍ରତି ବିପଦ…

ଯାଜପୁରରେ ସର୍ବାଧିକ ବନ୍ୟା କ୍ଷୟକ୍ଷତି, ରିପୋର୍ଟ ପାଇ ସରକାର ଘୋଷଣା କଲେ ସହାୟତା

ଭୁବନେଶ୍ୱର: ଆସିଲା ୫ ଜିଲ୍ଲାର ବନ୍ୟା କ୍ଷୟକ୍ଷତି ରିପୋର୍ଟ । କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, ଭଦ୍ରକର ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇଛି । ବାଲେଶ୍ୱର ପାଇଁ ୨ କୋଟି ୧ ଲକ୍ଷ ୧୪ ହଜାର ୯୬୭ ଟଙ୍କା…

ଆଜି ଲୋକସଭାରେ ଆଗତ ହେବ ନୂଆ ଆୟକର ବିଲ୍, ଜାଣନ୍ତୁ ବିଲରେ କେଉଁ ବଡ଼ ପରିବର୍ତ୍ତନ କରାଯାଇଛି

ନୂଆଦିଲ୍ଲୀ: ଆୟକର ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଆଜି ଲୋକସଭାରେ ନୂଆ ଆୟକର ବିଲ୍ ଆଗତ ହେବ । କରଦାତାଙ୍କ ହିତକୁ ଦୃଷ୍ଟିରେ ରଖି ବିଲରେ ତମାମ ପରିବର୍ତ୍ତନ କରାଯାଇଛି । ସିଲେକ୍ଟ କମିଟି ଦ୍ୱାରା ସୁପାରିସ…