Big Breaking: କୁମ୍ଭମେଳାରେ ଭୟାବହ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କରିବା ପାଇଁ ପହଞ୍ଚିଲା ଦମକଳ

ପ୍ରୟାଗରାଜ: ଉତ୍ତରପ୍ରଦେଶ ପ୍ରୟାଗରାଜ କୁମ୍ଭମେଳାରେ ଅଗ୍ନିକାଣ୍ଡ । ଶାସ୍ତ୍ରୀ ବ୍ରିଜ୍ ନିକଟ କ୍ୟାମ୍ପରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ନିଆଁକୁ ଆୟତ୍ତ କରିବା ପାଇଁ…

ଗୁରୁଙ୍କୁ ଗାଳି କରି ଅଖାଡାରୁ ବାହାର ହେଲେ IITବାବା, କୁମ୍ଭମେଳାରେ ବେସାହାରା ବୁଲୁଛନ୍ତି ଅଭୟ

 ପ୍ରୟାଗରାଜ: ମହାକୁମ୍ଭ ମେଳାରେ ଭାଇରାଲ ଆଇଆଇଟି ବାବାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଆଇଆଇଟି ବାବା ଅଭୟ ସିଂଙ୍କୁ ଆଖଡାରୁ ବିଦା କରାଯାଇଛି । ଶନିବାର ସେ ରହୁଥିବା ଜୁନା ଆଖଡାରୁ ତାଙ୍କୁ ବହିଷ୍କୃତ କରାଯାଇଛି…

ମନୁଙ୍କ ଘରେ ଅକାଳ ଚଡ଼କ, ଭୟଙ୍କର ସଡ଼କ ଦୁର୍ଘଟଣାରେ ଆଖିବୁଜିଲେ ଆଈ , ମାମୁଁ

ନୂଆଦିଲ୍ଲୀ: ଅଲମ୍ପିକ ମେଡାଲ ବିଜେୟିନୀ ମନୁ ଭାକରଙ୍କ ଆଖିରେ ଲୁହ । ରବିବାର ସକାଳେ ଚରଖି ଦାଦରିରେ ଏକ ଭୟଙ୍କର ସଡ଼ ଦୁର୍ଘଟଣାରେ ମନୁଙ୍କ ମାମୁଁ ଏବଂ ଆଈଙ୍କ ବିୟୋଗ ଘଟିଛି । ଗୋଟିଏ ବ୍ରିଜା କାର୍ ମନୁଙ୍କ…

‘ଗଞ୍ଜେଇ’ ଶିବଙ୍କ ପ୍ରସାଦ ନା ଆଉ କିଛି…! ମସ୍ତିଷ୍କକୁ ସକ୍ରିୟ କରିବାରେ ରହିଛି ବଡ଼ ଭୂମିକା

ଓଡ଼ିଶା ଭାସ୍କର: ପ୍ରୟାଗରାଜରେ ଆଯୋଜିତ କୁମ୍ଭମେଳାରେ କୋଟି କୋଟି ଭକ୍ତ ଶାହି ସ୍ନାନରେ ଭାଗ ନେଉଛନ୍ତି । ପ୍ରୟାଗରାଜରେ ଏବେ ବାବାମାନଙ୍କ ଆସର ଜମିଛି । ଦେଶର କୋଣ ଅନୁକୋଣରୁ ଅନେକ ବାବା , ମାତାଜୀ ସବୁ କୁମ୍ଭମେଳାରେ…

Breaking: ୨୨ରେ ବେଟୀ ବଚାଓ, ବେଟୀ ପଢ଼ାଓ ଉତ୍ସବ, କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ବେଟୀ ବଚାଓ ବେଟୀ ପଢ଼ାଓ ଉତ୍ସବ ହେବ ପାଳନ । ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ସ୍ୱତନ୍ତ୍ର ଭାବେ ପାଳିତ ହେବ କାର୍ଯ୍ୟକ୍ରମ । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଆୟୋଜିନ କରିବ…

Breaking: ଭୁବନେଶ୍ୱର ନିକଟରେ ଗଢ଼ାହେବ ନୂଆ ସହର, ଦେଶର ଗ୍ରୋଥ୍ ଇଞ୍ଜିନ ହେବ ଓଡ଼ିଶା

ଭୁବନେଶ୍ୱର: ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଲକ୍ଷ୍ୟ କହିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶା ସମ୍ଭାବନାର ରାଜ୍ୟ, ଦେଶର ଗ୍ରୋଥ୍ ଇଞ୍ଜିନ ଭାବେ କାମ କରିବ । ଭିତ୍ତିଭୂମି ସୁଦୃଢ଼ ଓ ରାଜ୍ୟକୁ ନିବେଶ ଆଣିବାକୁ ସରକାର କାମ…

ଏବେ ମୋତେ ଫ୍ୟାମିଲି କଥା Discuss କରିବାକୁ ପଡ଼ିବ, ଅଜିତଙ୍କୁ ଏମିତି କିଛି କହିଲେ ରୋହିତ, (Video) ହେଉଛି ଭାଇରାଲ

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଯେଉଁଥିରେ ଜଶପ୍ରୀତ ବୁମରା ଏବଂ କୁଲଦୀପ ଯାଦବଙ୍କୁ ଦଳରେ ସ୍ଥାନ ମିଳିଛି । ଆସନ୍ତା ଫେବୃଆରୀ ୧୯ରେ ଚମ୍ପିୟନ୍ସ ଟ୍ରଫି ଅନୁଷ୍ଠିତ…

ହାଏରେ ପ୍ରେମ… ଗାଡ଼ି ଭିତରେ ସ୍ତ୍ରୀର ରାସଲୀଳା ଦେଖି ବୋନେଟରେ ଝୁଲିଲା ହତଭାଗା ସ୍ୱାମୀ; Video ଭାଇରାଲ

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ପରକୀୟା ପ୍ରୀତିକୁ କେନ୍ଦ୍ର କରି ଘରେ ଘରେ ମାଡ଼ଗୋଳ । ସ୍ୱାମୀ, ସ୍ତ୍ରୀଙ୍କ ସମ୍ପର୍କରେ ତିକ୍ତତା ଭରିବାରେ ଲାଗିଛି । ଏମିତି କିଛି ଘଟଣା ଉତ୍ତରପ୍ରଦେଶ ମୁରାଦାବାଦରେ ଦେଖିବାକୁ…

Breaking: ଫେବୃଆରୀରୁ ନୂଆ ନିୟମ: ଗାଡ଼ି ବୀମା ନ ଥିଲେ ଗଣିବ ଜରିମାନା, ଭୋଗିବ ୩ ମାସର ଜେଲ ଦଣ୍ଡ

ଭୁବନେଶ୍ୱର: ମୋଟର ଯାନରେ ବୀମା ନ ଥିଲେ ସ୍ୱୟଂକ୍ର୍ରିୟା ପ୍ରଣାଳୀରେ ଧରାପଡ଼ିବ । ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ । ରାଜ୍ୟରେ ଥିବା ୨୨ ଟୋଲଗେଟ୍ରେ ଏହା କାର୍ଯ୍ୟକାରୀ ହେବ । ଫେବୃୟାରୀ ପହିଲାରୁ…

Breaking: ଆରମ୍ଭ ହେବ ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପ, ୩୮ କୋଟି ବ୍ୟୟରେ ହେବ ୩ କି.ମି. କାମ

କଟକ: ଖୁବଶୀଘ୍ର ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପ କାମ ଆରମ୍ଭ ହେବ । ଏ ନେଇ ସୂଚନା ଦେଲେ ସିଡିଏ ଉପାଧ୍ୟକ୍ଷ ଅନାମ ଚରଣ ପାତ୍ର । ରିଭର ଫ୍ରଣ୍ଟ ପ୍ରକଳ୍ପ ଡିପିଆର୍କୁ ରାଜ୍ୟ ସରକାରଙ୍କ ଅନୁମୋଦନ । ପ୍ରଥମ…