IMDର ଚେତାବନୀ: ଏଥର ବନ୍ୟା ସୁନିଶ୍ଚିତ! ପ୍ରବଳ ବର୍ଷାରେ ବେହାଲ ହେବ ଉତ୍ତର- ପଶ୍ଚିମ ଓଡ଼ିଶା
ନୂଆଦିଲ୍ଲୀ: ଅବପାତ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆଇଏମଡି କରିଛି ପୂର୍ବାନୁମାନ । ରାଜ୍ୟବାସୀଙ୍କୁ ସତର୍କ କଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ବନ୍ୟାଜନିତ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା…