Breaking: ନବ ଦାସଙ୍କ ଭାଇ ଘରେ IT ରେଡ୍, ୨୦ଟି ସ୍ଥାନରେ ଚାଲିଛି ବିଭାଗର ଖୋଳତାଡ୍

ସମ୍ବଲପୁର: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଭାଇଘରେ ଆୟକର ବିଭାଗର ଚଢ଼ାଉ । ନବଙ୍କ ଭାଇ ସୁପର କ୍ଲାସ୍ ଠିକାଦାର ବ୍ରଜକିଶୋର ଦାସଙ୍କ ଘରେ ଆଇଟି ଆଜି ସକାଳୁ ରେଡ୍ କରିଥିବା ସୂଚନା । ଉଭୟ ଭୁବନେଶ୍ୱର ଏବଂ…

Breaking: ଡାଲମିଆ ସିମେଣ୍ଟ କାରଖାନାରେ ଧସେଇ ପଶିଲେ ଲୋକେ, କୋଇଲା ତଳେ ଚାପି ହୋଇଛନ୍ତି ୩ ଜଣ

ଭୁବନେଶ୍ୱର: ଡାଲମିଆ ସିମେଣ୍ଟ କାରଖାନାରେ ବଡ଼ ଦୁର୍ଘଟଣା । ଦୁର୍ଘଟଣାକୁ ନେଇ କାରଖାନା ବାହାରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । କମ୍ପାନୀ ଭିତରେ ଷ୍ଟକ୍ ରଖାଯାଇଥିବା କୋଇଲା ହପର୍ ଭୁଶୁଡ଼ି ପଡ଼ିଥିବା ସୂଚନା ।…

Breaking: ଖୁସି ଖବର: କନିଷ୍ଠ ଶିକ୍ଷକଙ୍କ ଦରମା ୪,୯୦୦ ଟଙ୍କା ବଢ଼ିଲା, ଏଣିକି ପାଇବେ ୧୬ ହଜାର ଟଙ୍କା ମାସକୁ

ଭୁବନେଶ୍ୱର: ସ୍କିମାଟିକ କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ବଢ଼ିଲା । ଦରମା ବଢ଼ିବା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଣିକି ମାସିକ ଦରମା ବାବଦକୁ ମିଳିବ ୧୬,୦୦୦ ଟଙ୍କା । ଉପକୃତ ହେବେ ୧୩,୭୪୦…

୨ଟା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଥର୍ମନ୍ ଶନ୍ମୁଗରତ୍ନମ, ଓଡ଼ିଶା ସରକାରଙ୍କ ସହିତ ହେବ ୮ ଚୁକ୍ତି ସ୍ୱାକ୍ଷର

ଭୁବନେଶ୍ୱର: ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ ଆସୁଛନ୍ତି ଓଡ଼ିଶା । ଏ ଖବର ପ୍ରକାଶ ପାଇବା ପରେ ରାଜ୍ୟରେ ପୁଞ୍ଜିନିବେଶ ଆଶା ବଢ଼ିଯାଇଛି । ସେମିକଣ୍ଡକ୍ଟର ଏବଂ କ୍ରିଟିକାଲ ମିନେରାଲକୁ ନେଇ ରାଜ୍ୟ ସରକାରଙ୍କ…

ରାତିଅଧରେ IICଙ୍କୁ ହେଲା ପ୍ରେମ ଜ୍ୱର… ମହିଳା କନଷ୍ଟେବଲଙ୍କ ଘରକୁ ଯାଇ କଲେ Propose, ଅଭିଯୋଗ ପରେ ତଦନ୍ତ ଜାରି

ପୁରୀ: ମହିଳା କନେଷ୍ଟେବଲଙ୍କୁ ରାତି ଅଧରେ ଆଇଆଇସି ପ୍ରେମ ନିବେଦନ କରିବା ଘଟଣା ସାମ୍ନାକୁ ଆସିଛି । ମହିଳା କନଷ୍ଟେବଲ ଏବଂ ଆଇଆଇସି ଉଭୟ ପୁରୀ ରାମଚଣ୍ଡୀ ଥାନାରେ ଚାକିରି କରନ୍ତି । ଏ ନେଇ ସମ୍ପୃକ୍ତା ମହିଳା…

ଚକା ଚକା ଭଉଁରି ଖେଳିଲା Google Maps, ଶ୍ରଦ୍ଧାଳୁଙ୍କୁ ଅବାଟରେ ନେଇ Electric ଖୁଣ୍ଟରେ ପିଟିଲା

ପ୍ରୟାଗରାଜ: ଆରମ୍ଭ ହୋଇଯାଇଛି ବିଶ୍ୱପ୍ରସିଦ୍ଧ କୁମ୍ଭମେଳା । କୋଟି କୋଟି ଶ୍ରଦ୍ଧାଳୁ ଶାହି ସ୍ନାନ ପାଇଁ ମହାକୁମ୍ଭ ଯାଉଥିବାବେଳେ ବିହାରର ଗୟାରୁ ଜଗଦମ୍ବିକା ପାଲଙ୍କ ପରିବାର ମହାକୁମ୍ଭକୁ ଯାଉଥିଲେ । ପ୍ରୟାଗରାଜ…

Breaking: ପ୍ରଶ୍ନପତ୍ର ବାକ୍ସରେ ଲାଗିବ ‘DigiLocker’: ପ୍ରଥମ କରି OSSTETରେ ହେବ ବ୍ୟବହାର

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (BSE) ଆରମ୍ଭ କଲା ଡିଜି ଲକର ବ୍ୟବସ୍ଥା । ଏ ନେଇ ସୂଚନାଦେଲେ ବିଏସଇ ଉପସଭାପତି ନିହାର ରଞ୍ଜନ ମହାନ୍ତି । ବୋର୍ଡରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଇବାକୁ ବ୍ୟବହାର ହେବ ଏହି…

ହାରିଲା କ୍ୟାନ୍ସର: ଯାଜପୁରରେ ଖୁବଶୀଘ୍ର କ୍ୟାନ୍ସର ସେଣ୍ଟର, ସ୍ତ୍ରୀ ସୁସ୍ଥ ହେଲେ ବୋଲି ଦାନ କଲେ ୨ କୋଟି

କୋରେଇ: କ୍ୟାନ୍ସରକୁ ମାତ୍ ଦେଇ ସୁସ୍ଥ ହେବା ପରେ ବୃଦ୍ଧ ଦମ୍ପତି ନେଇଛନ୍ତି ବଡ଼ ନିଷ୍ପତ୍ତି । ଯାଜପୁରର ବ୍ୟବସାୟୀ ରବୀନ୍ଦ୍ର କୁମାର ନନ୍ଦ (୭୦) ଦାନ କରିଛନ୍ତି ୨ କୋଟିର ସମ୍ପତ୍ତି । ଯେଉଁଥିରେ ନିର୍ମାଣ ହେବ…

Big Breaking: ବର୍ଦ୍ଧିତ ଭତ୍ତା: କେନ୍ଦୁଝରରେ ୩୫୦୦ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ୪ଲକ୍ଷ ହିତାଧିକାରୀ ହେବେ ଲାଭବାନ

କେନ୍ଦୁଝର: କେନ୍ଦୁଝରରେ ବର୍ଦ୍ଧିତ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜିଠାରୁ ଲୋକଙ୍କୁ ୩୫୦୦ ଟଙ୍କା ମାସିକ ଭତ୍ତା ମିଳିବ । ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ବର୍ଦ୍ଧିତ ଭତ୍ତା ।…

Breaking: ଲିଙ୍ଗରାଜ ବିବାଦର ହେଲାନି ସମାଧାନ, ବୈଠକରେ ଯୋଗ ଦେଲେନି ବ୍ରାହ୍ମଣ ନିଯୋଗ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ସେବାୟତ ବିବାଦରେ ପଡ଼ିଲାନି ପୂର୍ଣ୍ଣଚ୍ଛେଦ । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଘରେ ବସିଥିବା ବୈଠକ ଶେଷ ହୋଇଛି । ହେଲେ କୌଣସି ନିଷ୍କର୍ସରେ ପହଞ୍ଚିପାରି ନାହାନ୍ତି ।…