Breaking News ଏଣିକି ବ୍ଲକ୍ ଚକ୍କର କାଟିବାକୁ ପଡ଼ିବନି, ପ୍ରତି ପଞ୍ଚାୟତରେ ତହସିଲ୍ Jyotirmayee Jun 17, 2025 ଭୁବନେଶ୍ୱର: ପ୍ରତି ପଞ୍ଚାୟତରେ ତହସିଲ ଖୋଲିବ । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମାସରେ ୨ ଥର ପଞ୍ଜାୟତକୁ ଯିବେ ରାଜସ୍ୱ ଅଧିକାରୀ । ତହସିଲଦାର, ଅତିରିକ୍ତ ତ÷ସିଲଦାର ପଞ୍ଚାୟତକୁ ଯିବେ…
Breaking News ଭୁବନେଶ୍ୱର ୟୁନିଟ-୨ରେ ନିର୍ମାଣ ହେବ ୧,୫୦୦ ସରକାରୀ କ୍ୱାର୍ଟର୍ସ Jyotirmayee Jun 17, 2025 ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ୟୁନିଟ୍-୨ରେ ନିର୍ମାଣ ହେବ ୧୫ ଶହ କ୍ୱାର୍ଟର୍ସ । ଏ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଶ୍ୱୀରାଜ ହରିଚନ୍ଦାନ । ୟୁନିଟ-୨ରେଥିବା ସରକାରୀ କ୍ୱାର୍ଟର୍ସ ବିପଦ ଶଙ୍କୁଳ ଅବସ୍ଥାରେ…
Breaking News ଆରମ୍ଭ ହେଲା ‘stop-Diarrhea’ ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ Jyotirmayee Jun 17, 2025 ଢେଙ୍କାନାଳ: ଢେଙ୍କାନାଳରେ ଆରମ୍ଭ ହେଲା ଷ୍ଟପ୍ ଡାଇରିଆ ଅଭିଯାନ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ଅଭିଯାନର କରିଛନ୍ତି ଶୁଭାରମ୍ଭ । ଜିଲ୍ଲାରେ ୧୦ ଦିନ ହେବ ଡାଇରିଆରେ ଲୋକ ଆକ୍ରାନ୍ତ ହେବାରେ…
Breaking News ଇ-କୋଲାଇ ବ୍ୟାକ୍ଟେରିଆ ଯୋଗୁ ବ୍ୟାପୁଛି ଝାଡ଼ା-ବାନ୍ତି Jyotirmayee Jun 17, 2025 ଭୁବନେଶ୍ୱର: ରାଜ୍ୟରେ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛନ୍ତି । ରାଜ୍ୟରେ ବ୍ୟାପୁଥିବା ହଇଜା ପଛରେ ଇ-କୋଲାଇ ବ୍ୟାକ୍ଟେରିଆ ଥିବା କୁହାଯାଉଛି । ସାମ୍ନାକୁ ଆସିଲା ହଇଜା ପଛର ସତ । ହଇଜା ପଛରେ ଇ-କୋଲାଇ…
Breaking News ଚଣ୍ଡିଖୋଲ ହୋଟେଲରେ ତନାଘନା, ଯାଜପୁରରେ ପୁଣି ପହଞ୍ଚିଲା କେନ୍ଦ୍ରୀୟ ଟିମ୍ Jyotirmayee Jun 17, 2025 ଯାଜପୁର: ଚଣ୍ଡିଖୋଲର ଏକାଧିକ ହୋଟେଲରେ ଚଢ଼ାଉ କରିଛି ଟିମ୍ । ତହସିଲଦାରଙ୍କ ନେତୃତ୍ୱରେ ହୋଟେଲରେ ଚଢ଼ାଉ ହୋଇଥିବା ସୂଚନା । ପରିସ୍କାର ପରିଚ୍ଛନତା ସହ ଖାଦ୍ୟରମାନ ନେଇ ଚାଲିଛି ଯାଞ୍ଚ । ଡାଇରିଆ ସଂକ୍ରମଣ ବଢ଼ିବା…
Breaking News ଘୋଳପୁରରେ ସର୍ବାଧିକ ହଇଜା ଆକ୍ରାନ୍ତ, କଟକରେ ଏକାଧିକ ହୋଟେଲ୍ ସିଲ୍ Jyotirmayee Jun 17, 2025 କଟକ: କଟକରେ ହଇଜା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି । ରୋଗୀଙ୍କ ସଂଖ୍ୟା ବୃଦ୍ଧି ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦେଲେ ସୂଚନା । କଟକ ଜିଲ୍ଲାରେ ମୋଟ ୬୪ ହଇଜା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଙ୍କୀ…
Breaking News ଯାଜପୁର ପରେ ଭୁବନେଶ୍ୱରରେ ଡାଇରିଆ ଆତଙ୍କ Jyotirmayee Jun 17, 2025 ଭୁବନେଶ୍ୱର: ଡାଇରିଆ ନେଇ କ୍ୟାପିଟାଲ ହସ୍ପିଟାଲ ନିିର୍ଦ୍ଦେଶକ ଦେଲେ ପ୍ରତିକ୍ରିୟା । କ୍ୟାପିଟାଲ ହସ୍ପିଟାଲରେ କିଛି ଡାଇରିଆ ରୋଗୀ ଚିକିତ୍ସିତ ହେଉଥିବା ଦେଲେ ସୂଚନା । ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳର କିଛି…
ରାଜ୍ୟ ବିଧାୟକଙ୍କ ସ୍ତ୍ରୀ ହେଲେ ବିହାର ଶ୍ରୀମତି, ୧୪ ଜଣ ପ୍ରତିଯୋଗୀଙ୍କୁ ଦେଲେ କଡ଼ା ଟକ୍କର Jyotirmayee Jun 17, 2025 ପାଟନା: ରାଜଧାନୀ ପାଟନାରେ ଅନୁଷ୍ଠିତ ମିସେସ୍ ବିହାର 2025ର ଗ୍ରାଣ୍ଡ ଫିନାଲେରେ ଐଶ୍ୱର୍ଯ୍ୟା ରାଜ ବିଜୟୀ ହୋଇଛନ୍ତି । ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଅଂଶଗ୍ରହଣ କରିଥିବା ସମସ୍ତ 14 ଜଣ ପ୍ରତିଯୋଗୀଙ୍କୁ ପଛରେ…
Top Stories (Video) ପାଇଲଟ୍ ସୁମିତଙ୍କ ଶେଷ ଦର୍ଶନ: ୮୦ ବର୍ଷୀୟ ବାପା ହେଲେ ବିଭୋର, ଆଖିରୁ ଝରିପଡ଼ୁଛି ଧାର ଧାର ଲୁହ Jyotirmayee Jun 17, 2025 ମୁମ୍ବାଇ: ମଙ୍ଗଳବାର ମୁମ୍ବାଇରେ ପହଞ୍ଚିଛି ମୃତ ପାଇଏଟ୍ ସୁମିତ ସଭାରୱାଲଙ୍କ ମରଶରୀର । କାସ୍କେଟରେ ସୁମିତଙ୍କ ଅବଶେଷ ଆଜି ସକାଳେ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛି । ସୁମିତଙ୍କ ଶେଷ ଦର୍ଶନ ପାଇଁ…
Featured ସାବଧାନ୍! Wash Roomରେ ଫୋନ୍ ବ୍ୟବହାର କଲେ ଦେଖାଯିବ କୋଷ୍ଠକାଠିନ୍ୟ ସମସ୍ୟା ସାଙ୍ଗକୁ ବଢ଼ିବ ପେଟ ରୋଗ Jyotirmayee Jun 17, 2025 ମୁରାଦାବାଦ: ଯଦି ଆପଣଙ୍କର ମଧ୍ୟ ୱାଶରୁମରେ ଫୋନ୍ ବ୍ୟବହାର କରିବାର ଅଭ୍ୟାସ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ। ଆପଣଙ୍କୁ ସମୟ ମଧ୍ୟରେ ଏହି ଅଭ୍ୟାସ ଛାଡିବାକୁ ପଡିବ। ଏହି ଅଭ୍ୟାସ ଆପଣଙ୍କୁ କୋଷ୍ଠକାଠିନ୍ୟ ସହିତ…