fbpx
BSKY
BJD YOUTH SKY
BJD MS SKY

ଦେଶରେ ଆଜି ୪୦୦୨ ଜଣଙ୍କ ମୃତ୍ୟୁ, ୮୪ ହଜାର ପଜିଟିଭ୍

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୦୦୨ ଜଣଙ୍କ…

ଅସୁସ୍ଥ ମାଲିକଙ୍କ ସହ ଆମ୍ବୁଲାନ୍ସରେ ହସ୍ପିଟାଲ ଯିବାକୁ ଜିଦ୍ କଲା କୁକୁର, ବିଶ୍ୱସନୀୟତାର ଆଉ ଏକ ପ୍ରମାଣ

ଇସ୍ତାନବୁଲ: କୁକୁର ସବୁଠାରୁ ବଫାଦାର ପ୍ରାଣୀ ବୋଲି ପୁଣି ଥରେ ପ୍ରମାଣିତ ହୋଇଛନ୍ତି । ଜଣେ ମହିଳାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ଯାଉଥିବା ସମୟରେ ତାଙ୍କର ପ୍ରିୟ କୁକୁର ତାଙ୍କ ସହ ଯିବାକୁ ଆଗ୍ରହ ପ୍ରକାଶ କରିଥିଲା ।…

କ୍ରିକେଟ ଗ୍ରାଉଣ୍ଡରେ ଅଭଦ୍ରାମି: ଷ୍ଟମ୍ପକୁ ମାରିଲେ ଗୋଇଠା, ଅମ୍ପାୟାରଙ୍କ ସହ କଲେ ଯୁକ୍ତିତର୍କ, ଶେଷରେ କ୍ଷମା ମାଗିଲେ ଏହି ଖେଳାଳି (ଭାଇରାଲ…

ଢାକା: ବାଂଲାଦେଶ କ୍ରିକେଟର ଶକିବ ଅଲ ହସନଙ୍କ ଅଭଦ୍ରାମିର ସୀମା ଟପିଛି । ନିଜ କ୍ରୋଧ ଉପରୁ ନିୟନ୍ତ୍ରଣ ହରାଇ ସେ ଷ୍ଟମ୍ପ ଭାଙ୍ଗିବା ସହ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଛନ୍ତି । ତେବେ ଶେଷରେ ଶକିବ ନିଜର ଭୁଲ…

୯୮ ଦିନ ପର୍ଯ୍ୟନ୍ତ ଜାରି ରହିବ କରୋନାର ତୃତୀୟ ଲହର, ଏହା ଦ୍ୱିତୀୟ ଲହର ଠାରୁ ହୋଇପାରେ ଅଧିକ ଘାତକ

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଭାରବର୍ଷରେ କରୋନାର ଦ୍ୱିତୀୟ ଲହର କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେବେ ଆଗକୁ ଆସୁଥିବା ତୃତୀୟ ଲହରକୁ ନେଇ ସମସ୍ତେ ଆଶଙ୍କା ମଧ୍ୟରେ ରହିଛନ୍ତି । ସେଥିପାଇଁ ପ୍ରଶାସନ ପକ୍ଷରୁ…

ଓଡ଼ିଶାରୁ ଚିହ୍ନଟ ହେଲେ ୪୮୫୨ କରୋନା ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ହାର କ୍ରମଶଃ ନିମ୍ନମୁଖୀ ହେବାରେ ଲାଗିଛି । ପୂର୍ବରୁ ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଥିଲା । ବର୍ତ୍ତମାନ…

ଓଡ଼ିଶାରେ କରୋନା ମୃତ୍ୟୁ ରେକର୍ଡ ଛୁଇଁଲା: ଆଜି ରାଜ୍ୟରେ ୪୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜି ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ରେକର୍ଡ ସୃଷ୍ଟି କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭ଜଣଙ୍କ…

ଇତିହାସ ରଚିଲେ ଜୋକୋଭିକ୍: ନାଡାଲଙ୍କୁ ହରାଇ ପହଞ୍ଚିଲେ ଫାଇନାଲରେ

ପ୍ୟାରିସ୍: ସର୍ବିଆ ତାରକା ନୋଭାକ୍ ଜୋକୋଭିକ୍ ଫେଞ୍ଚ ଓପନ ଫାଇନାଲରେ ପହଞ୍ଚିଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କ୍ଲେ କୋର୍ଟର ବାଦଶାହ ସ୍ପେନର ରାଫେଲ ନାଡାଲଙ୍କୁ ୩-୬, ୬-୩, ୭-୬(୪), ୬-୨ରେ ହରାଇ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୮ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୭୮ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୬୦ ଲକ୍ଷ ୨୫ ହଜାର ୮୨୮କୁ…

୨୯ ବର୍ଷୀୟା ମହିଳାଙ୍କ ଗର୍ଭାଶୟରୁ ଡାକ୍ତର ବାହାର କଲେ ୧୦୬ଟି ଟ୍ୟୁମର

ନୂଆଦିଲ୍ଲୀ: ଜଣେ ମହିଳାଙ୍କ ପେଟରୁ ବାହାରିଛି ୧୦୬ଟି ଟ୍ୟୁମର । ଦିଲ୍ଲୀର ଏକ ପ୍ରାଇଭେଟ ହସ୍ପିଟାଲର ଡାକ୍ତରମାନେ ଜଣେ ୨୯ ବର୍ଷୀୟା ମହିଳାଙ୍କ ଗର୍ଭାଶୟରୁ ଅଣକର୍କଟ ଟ୍ୟୁମର ବାହାର କରିଥିବା ଜଣାପଡ଼ିଛି । ମହିଳାଙ୍କୁ…

ଚିଠି ବୋମା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ଧମକ: ଜୟରାମ କହିଲେ ‘ସାହସ ଅଛି ତ ସାମନାକୁ ଆସ୍….’

ସିମଳା: ହିମାଚଳ ପ୍ରଦେଶରେ ବର୍ତ୍ତମାନ ସମୟରେ ଏକ ଚିଠି ବୋମାକୁ ନେଇ ଚର୍ଚ୍ଚା ଜାରି ରହିଛି । ଏହି ଚିଠିକୁ ଜଣେ ଅଜ୍ଞାତ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ପାଖକୁ ପଠାଇଛନ୍ତି । ଚିଠିରେ ମୁଖ୍ୟମନ୍ତ୍ରୀ, କିଛି…