ଆସନ୍ତା ୧୦ରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଭାଇରାଲ୍ ହେଉଛି ଏକ ଚିଠି, ଜାଣନ୍ତୁ ଉଚ୍ଚଶିକ୍ଷା ବିଭାଗର ସ୍ପଷ୍ଟୀକରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ ସଂକ୍ରମଣ କାରଣରୁ ବର୍ତ୍ତମାନ ରାଜ୍ୟରେ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରହିଛି । ତେବେ ଆସନ୍ତା ଫେବୃଆରୀ ମାସ ୧୦ ତାରିଖରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଏକ ଫେକ୍…

ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ମୃତ୍ୟୁ, ଆଜି ୧୯ ଜଣ ଆଖି ବୁଜିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ଗତ କିଛି ଦିନ ଧରି…

ସତରେ କ’ଣ ଆଜି ବି ସୁମିତ ଓ ତପସ୍ୱିନୀଙ୍କ ମଧ୍ୟରେ ପୂର୍ବ ଭଲପାଇବା ଅଛି, ତାହା ସମୟ କହିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ଚର୍ଚ୍ଚିତ ବିବାଦ ଆଜି ବି ବଳବତ୍ତର ରହିଛି । ମାସ ମାସ ଧରି ଏହି ଘଟଣାରେ ଅନେକ ନୂଆ ନୂଆ ଫର୍ଦ୍ଦ ଯୋଡ଼ି ହେବାରେ ଲାଗିଛି । ଏହା ମଧ୍ୟରେ…

ଆଜି ରାଜ୍ୟରେ ୫ ହଜାର ତଳେ କୋଭିଡ୍ ପଜିଟିଭ୍ ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…

ଏହି ସ୍ଥାନରେ ମହିଳାମାନେ ପାଞ୍ଚ ଦିନ ପାଇଁ କୌଣସି ପୋଷାକ ପିନ୍ଧନ୍ତି ନାହିଁ, ଯିଏ ନ ମାନିବ…

ଆମ ଦେଶର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପରମ୍ପରା ରହିଛି, ଯାହା ବିଷୟରେ ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ତେବେ ଭାରତବର୍ଷର ଏପରି ଅଞ୍ଚଳ ରହିଛି, ଯେଉଁଠି ବିବାହିତ ମହିଳାମାନଙ୍କୁ ୫ ଦିନ…

୧୯ ବର୍ଷରୁ କମ୍ ବିଶ୍ୱକପ୍: ବାଂଲାଦେଶକୁ ୫ ୱିକେଟରେ ପରାସ୍ତ କଲା ଭାରତ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ଭାରତ ନିଜର ଯାଦୁ ଦେଖାଇଛି । ନୂଆ ଯୁବ ତାରକା ରବି କୁମାର ବାଂଲାଦେଶ ବିପକ୍ଷ କ୍ୱାର୍ଟର ଫାଇନାଲରେ ଚମକିଛନ୍ତି । ସେ ୩ଟି ୱିକେଟ ନେବା ସହ ପ୍ଲେୟାର ଅଫ୍ ଦି ମ୍ୟାଚ…

ଦୁଇ ସରକାରୀ ଅଧିକାରୀଙ୍କୁ ମାଡ଼ ଘଟଣା: ପ୍ରମାଣ ମିଳିଲେ ମନ୍ତ୍ରୀଙ୍କୁ କରାଯିବ ଜେରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଛି । ମନ୍ତ୍ରୀଙ୍କ ବିରୋଧରେ ଠୋସ୍ ପ୍ରମାଣ ମିଳିଲେ ତାଙ୍କୁ ଜେରାର ସମ୍ମୁଖୀନ ହେବାକୁ…

ଯୁବତୀଙ୍କୁ ଇଞ୍ଜିନିୟରଙ୍କ ଦୁର୍ବ୍ୟବହାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାରିପଦାରେ ଜଣେ ଯୁବତୀଙ୍କୁ ଜଣେ ଇଞ୍ଜିନିୟର ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଅଭିଯୋଗ ଆସିଛି । ବାରିପଦା ଜୁବିଲି ପାର୍କରେ ଯୁବତୀଙ୍କୁ ମ୍ୟୁନିସିପାଲିଟି ଇଞ୍ଜିନିୟର ଏପରି ହରକତ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିକୁ ଝଟକା: ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏକ ଦୁଃଖଦ ଖବର ଆସିଛି । ବିଜୁ ଜନତା ଦଳ (ବିଜେଡି)ର ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପରଲୋକ ଘଟିଛି । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ବଳପୂର୍ବକ ଶାରୀରିକ ସମ୍ପର୍କକୁ ସବୁବେଳେ ଦୁଷ୍କର୍ମ କୁହାଯାଇ ପାରିବନି, ପତ୍ନୀଙ୍କ ସହମତି ଥିଲା କି ନାଇଁ କେମିତି ଜାଣିବା: କେନ୍ଦ୍ର

ନୂଆଦିଲ୍ଲୀ: ଆଜିକାଲି ସମାଜରେ ପତି-ପତ୍ନୀଙ୍କ ସମ୍ପର୍କକୁ ନେଇ ଅନେକ ସମୟରେ ଭିନ୍ନ ଭିନ୍ନ ରାୟ ଆସିଥାଏ । ପତ୍ନୀଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କକୁ ସବୁବେଳେ ଦୁଷ୍କର୍ମର ଆଖ୍ୟା ଦିଆଯାଇ ପାରିବନି । ଏଭଳି…