(VIDEO) ସୁମିତଙ୍କୁ ପୋଲିସ କୌଣସି ପ୍ରଶ୍ନ କରୁନାହିଁ କ’ଣ ପାଇଁ, ଏହା ମୋ ବିରୋଧରେ ଏକ ଷଡ଼ଯନ୍ତ୍ର: ତପସ୍ୱିନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ମାମଲା ଥମିବା ପରିବର୍ତ୍ତେ ଏବେ ବଢ଼ି ବଢ଼ି ଚାଲିଛି । ଉଭୟଙ୍କୁ ମିଶାଇବାକୁ କୋର୍ଟ, ପୋଲିସ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ କରାଯାଇଥିଲେ…

କଟକରେ BSKY ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତରେ ଯାଇଛନ୍ତି । ଏହି ଅବସରରେ ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ହେଲଥ୍ କାର୍ଡର ଶୁଭାରମ୍ଭ କରିଛନ୍ତି । ତେଣୁ ଆଜି କଟକର…

ଭାରତ ହେଉଛି ବିଶ୍ୱର ସର୍ବବୃହତ୍ ଭ୍ୟାକ୍ସିନ୍ ସମର୍ଥକ ଦେଶ, ସର୍ଭେ ରିପୋର୍ଟରୁ ହେଲା ଖୁଲାସା

ନୂଆଦିଲ୍ଲୀ: ଭାରତ ବିଶ୍ୱର ସର୍ବବୃହତ୍ ଭ୍ୟାକ୍ସିନ ସମର୍ଥକ ଦେଶର ମାନ୍ୟତା ଲାଭ କରିଛି । ଦେଶର ମୋଟ ଜନସଂଖ୍ୟାର ୯୮ ପ୍ରତିଶତ ନାଗରିକ ଟିକାକରଣ ନେଇ ଆଗ୍ରହ ପ୍ରକାଶ କରିଛନ୍ତି । ମାତ୍ର ୧.୫ କୋଟି ଲୋକ ଏ କ୍ଷେତ୍ରରେ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୭୮ ପଜିଟିଭ୍, ୨ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଭାରତର ହରନାଜ୍ କୌରଙ୍କୁ Miss Universe ଟାଇଟଲ୍

ନୂଆଦିଲ୍ଲୀ: ଭାରତର ହରନାଜ୍ କୌର ୨୦୨୧ ପାଇଁ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି । ଫଳରେ ଦୀର୍ଘ ୨୧ ବର୍ଷର ପ୍ରତୀକ୍ଷା ପରେ ଭାରତକୁ ଏହି ଟାଇଟଲ ମିଳିଛି । ପୂର୍ବରୁ ଗତ ୨୦୦୦ ମସିହାରେ ଲାରା ଦତ୍ତା ମିସ୍ ୟୁନିଭର୍ସ…

ଓଡ଼ିଶାର ଗୋଟିଏ ଶିକ୍ଷାନୁଷ୍ଠାନର ୪୦ରୁ ଅଧିକ ଛାତ୍ରୀ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମଗ୍ର ବିଶ୍ୱରେ ଧୀରେଧୀରେ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ ମାଡ଼ି ଚାଲିଛି । ପୂର୍ବରୁ ରାଜ୍ୟର ଭିମସାରରୁ ଓ ସୁନ୍ଦରଗଡ଼ ଜିଲ୍ଲାର ଏକ ବିଦ୍ୟାଳୟରୁ ଏକାଧିକ ଛାତ୍ରଛାତ୍ରୀ…

ଓଡ଼ିଶାକୁ ଘାରିଲା ଓମିକ୍ରନ୍ ଭୟ: ଏବେ ବି ୪୦ ଲକ୍ଷରୁ ଅଧିକ ଲୋକ ଟିକା ନେଇନାହାନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମଗ୍ର ବିଶ୍ୱରେ ଓମିକ୍ରନକୁ ନେଇ ଭୟର ବାତାବରଣ ଛାଇ ରହିଛି । ଏଭଳି ସ୍ଥିତିରେ ଆନ୍ଧ୍ରପ୍ରଦେଶ ଓ କେରଳ ପରି କିଛି ରାଜ୍ୟରେ ଓମିକ୍ରନ ପଶିବା ପରେ ଅନ୍ୟ ରାଜ୍ୟଗୁଡ଼ିକର ଚିନ୍ତା…

ଏଣିକି ବିଶ୍ୱବିଦ୍ୟାଳୟ ଓ କଲେଜରେ ଅଫଲାଇନରେ ହେବ ସେମିଷ୍ଟର ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ ସ୍ଥିତିରେ ସୁଧାର ଆସିଥିବାରୁ ଏଣିକି ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସେମିଷ୍ଟର ପରୀକ୍ଷା ଅଫଲାଇନରେ କରାଯିବ । ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)…

ଯଦି ସୁମିତଙ୍କ ଦେହ ଖରାପ ଅଛି, ତେବେ ସେ ହସ୍ପିଟାଲ ନଯାଇ ସାଙ୍ଗ ଘରେ କ’ଣ ପାଇଁ ରହିଛନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ମାମଲାରେ ଇତିମଧ୍ୟରେ ଏକ ନୂଆ ମୋଡ଼ ଆସିଛି । ଗତକାଲି ସୁମିତ ଅଚାନକ ଫେରାର୍ ହୋଇଯାଇଥିଲେ । ପରେ ତପସ୍ୱିନୀ ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଫୋନ୍…

ହସ୍ପିଟାଲରେ ଭର୍ତ୍ତିହେଲେ MLA ବଦ୍ରି ନାରାୟଣ ପାତ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି । ତେଣୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…