ଥଣ୍ଡା, ଜ୍ୱର, କଫ, ଛିଙ୍କ, କାଶ ଦେଖାଦେଲେ ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ: Omicron Variant କବଳରୁ ଠାରୁ ବର୍ତ୍ତିବା ପାଇଁ ଡାକ୍ତରଙ୍କ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’କୁ ନେଇ ଚାରିଆଡ଼େ ଚିନ୍ତା ବଢ଼ିଯାଇଛି । ତେବେ ଦେଶରେ ୧୦୦ କୋଟିରୁ ଅଧିକ ଲୋକଙ୍କୁ ଏବେ ସୁଦ୍ଧା ଟିକା…

ଆସନ୍ତା ୧ ତାରିଖରୁ ବଦଳିଯିବ Aadhaar, UAN, Credit Card, Bank, LPG ନିୟମ: ଜାଣନ୍ତୁ କ’ଣ ରହିବ ଏହାର ପ୍ରଭାବ

ନୂଆଦିଲ୍ଲୀ: ଆଉ ଗୋଟିଏ ଦିନ ପରେ ଡିସେମ୍ବର ମାସ ଆରମ୍ଭ ହେବ । ତେବେ ଆସନ୍ତ ମାସ ପହିଲାରୁ ଅନେକ ଗୁଡ଼ିଏ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ସାଧାରଣ ଜନତାଙ୍କ ପାଇଁ ଏହି ବିଷୟରେ ଜାଣିବା ନିହାତି ଜରୁରୀ । କାରଣ ଏହା…

ଆଜିଠାରୁ MBBS ଓ BDS ନାମଲେଖା ପାଇଁ କାଉନସେଲିଂ ଆରମ୍ଭ

ନୂଆଦିଲ୍ଲୀ: ଆଜିଠାରୁ ଡାକ୍ତରୀ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ୨୦୨୧-୨୨ ବର୍ଷ ପାଇଁ ଏମବିବିଏସ ଓ ବିଡିଏସରେ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ କାଉନସେଲିଂ ହେବ । ସରକାରୀ ଓ ହାଇଟେକ୍ ମେଡିକାଲ କଲେଜରେ…

ତପସ୍ୱିନୀର ସିନ୍ଦୁର ଯୁଦ୍ଧରେ ମୁଁ ସାରଥୀ ସାଜିବି, ନ୍ୟାୟ ନିଶ୍ଚୟ ଦେବି: ପ୍ରମିଳା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରାୟ ଏକ ସପ୍ତାହ ଧରି ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସିଛନ୍ତି ତପସ୍ୱିନୀ ଦାଶ । ଆସ୍କା ନିକଟସ୍ଥ ବାଲିସିରା ଗ୍ରାମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ତାଙ୍କର ଡାକ୍ତର…

ଜିଲ୍ଲା ମେଡିକାଲରେ ୮୨ଟି ପଦବୀ ଖାଲି, ଡିସେମ୍ବର ୧୫ ପୂର୍ବରୁ କରନ୍ତୁ ଆବେଦନ

ସୁନ୍ଦରଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଚାକିରି ପାଇଁ ଏକ ବିଜ୍ଞାପନ ବାହାରିଛି । ଏନଏଚଏମ ଅଧୀନରେ କଣ୍ଟ୍ରାକଚୁଆଲ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଏଥିରେ ଆବଦନ କରିପାରିବେ । ତେବେ ମୋଟ ୮୨ ପୋଷ୍ଟ ପାଇଁ…

ଜଜଙ୍କ ନିଯୁକ୍ତି ପ୍ରକ୍ରିୟା ପରିବର୍ତ୍ତନ ସପକ୍ଷରେ ରାଷ୍ଟ୍ରପତି, ଏଣିକି ଅଲ୍ ଇଣ୍ଡିଆ ପରୀକ୍ଷା ମାଧ୍ୟମରେ ହୋଇପାରେ ଚୟନ

ନୂଆଦିଲ୍ଲୀ: ଦେଶରେ ପୂର୍ବରୁ ଚାଲିଆସିଥିବା ଜଜଙ୍କ ନିଯୁକ୍ତି ପ୍ରକ୍ରିୟା ଖୁବଶୀଘ୍ର ହୋଇପାରେ ପରିବର୍ତ୍ତନ । ବର୍ତ୍ତମାନ ଜଜଙ୍କ ନିଯୁକ୍ତି ପ୍ରକ୍ରିୟା ବଦଳିବା ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମତ ଦେଇଛନ୍ତି ।…

ଆଜି ରାଜ୍ୟରେ ୧୯୧ ପଜିଟିଭ୍ ଚିହ୍ନଟ, ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

କାହିଁକି ବାରମ୍ବାର ମତ ବଦଳାଉଛନ୍ତି ମମିତାଙ୍କ ବାପା, କେହି ତାଙ୍କ ଉପରେ ଚାପ ପକାଉଛି ନା ଆଉ କିଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନେଇ ବିବାଦ ଥମୁନାହିଁ । ଏହି ଘଟଣାର ପ୍ରତିକ୍ରିୟା ସ୍ୱରୂପ ବିଭିନ୍ନ ଅଞ୍ଚଳରେ ରାଜନେତାମାନଙ୍କୁ…

ଜୁନିୟର ହକି ବିଶ୍ୱପରେ ଦର୍ଶକଙ୍କୁ ମନା, କିନ୍ତୁ ବଡ଼ବଡ଼ିଆଙ୍କ ପରିବାର ଦେଖିପାରିବେ: ପାତରଅନ୍ତର ନୀତିକୁ ନେଇ ଓଡ଼ିଶା ନିନ୍ଦିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳିଙ୍ଗ ଷ୍ଟାଡିୟମରେ ବର୍ତ୍ତମାନ ଚାଲୁଥିବା ଜୁନିୟର ହକି ବିଶ୍ୱକପକୁ ନେଇ ଆସିଛି ଏକ ସାଙ୍ଘାତିକ ଅଭିଯୋଗ । କୋଭିଡ୍ ଦୃଷ୍ଟିରୁ ଷ୍ଟାଡିୟମ ଭିତରକୁ ଦର୍ଶକଙ୍କୁ ପ୍ରବେଶ ନିଷେଧ କରାଯାଇଥିବା…

Deltaରୁ ମିଳିଥିଲା ୧୫ଟି ମ୍ୟୁଟେସନ, Omicronରୁ ମିଳିସାରିଲାଣି ୩୦ରୁ ଅଧିକ ମ୍ୟୁଟେସନ: ଏଥିରୁ ଜାଣନ୍ତୁ ଏହା କେତେ ଭୟଙ୍କର, କ’ଣ କହୁଛନ୍ତି…

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ମିଳିଥିବା ନୂଆ ଭାରିଆଣ୍ଟ ଓମିକ୍ରନର ଡର ବର୍ତ୍ତମାନ ସମଗ୍ର ବିଶ୍ୱକୁ ଶନିଗ୍ରହ ପରି ମାଡ଼ିଗଲାଣି । ଭାରତରେ ମଧ୍ୟ ଏହାକୁ ନେଇ ଛନକା ଛାଇ ଗଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…