ଟିମ୍ ଇଣ୍ଡିଆର ଏହି ୩ ଜଣ ଖେଳାଳିଙ୍କ T-20 କ୍ୟାରିଅର ହୋଇଗଲା ଖତମ, ପୁନର୍ବାର ଦଳକୁ ଫେରିବା ଅସମ୍ଭବ

ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ ଟିମରେ ସ୍ଥାନ ପାଇବା ଏକ ସ୍ୱପ୍ନ ପରି । ବର୍ତ୍ତମାନ ସମୟରେ ଅନେକ ଯୁବ ଖେଳାଳି ଆଇପିଏଲ ଓ ଘରୋଇ କ୍ରିକେଟରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଟିମ୍ ଇଣ୍ଡିଆରେ ନିଜର ସ୍ଥାନ ପକ୍କା…

ଏଲିଅନ୍ସଙ୍କ ତଲାସ କରିବ ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍, ଆସନ୍ତା ୨୪ ତାରିଖରୁ କାର୍ଯ୍ୟ ଆରମ୍ଭ କରିବ NASA

ନୂଆଦିଲ୍ଲୀ: ଆମେରିକାର ମହାକାଶ ସଂସ୍ଥା (ନାସା) ସମଗ୍ର ବିଶ୍ୱକୁ ଚକମା ଦେବାକୁ ଯାଉଛି । ଆସନ୍ତା ୨୪ ତାରିଖରେ ଲଞ୍ଚ ହେବ ଜେମ୍ସ ୱେବ ଟେଲିସ୍କୋପ । ଏହି ଟେଲିସ୍କୋପ୍ ସହାୟତାରେ ଏଲିଅନ୍ସଙ୍କର ସନ୍ଧାନ କରାଯିବ । ଏନେଇ…

ଗ୍ରାମୀଣ ମହିଳାଙ୍କୁ କେନ୍ଦ୍ର ସରକାରଙ୍କ ଗିଫ୍ଟ: DAY-NRLM ଯୋଜନା ମାଧ୍ୟମରେ ପ୍ରଦାନ କରାଯିବ ୫ ହଜାର ଟଙ୍କା

ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ ବସବାସ କରୁଥିବା ମହିଳାଙ୍କ ପାଇଁ କେନ୍ଦ୍ର ସରକାର ଆଜି ଏକ ନୂଆ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନା ମାଧ୍ୟମରେ ମହିଳାମାନେ ୫ ହଜାର ଟଙ୍କାର ଆର୍ଥିକ ସହାୟତା ରାଶିର ଲାଭ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୬୯ ପଜିଟିଭ୍, ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଆଜି ଆସିବ ଚିତ୍ତରଞ୍ଜନଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ: ଖୋଲିପାରେ ହତ୍ୟାକାରୀଙ୍କ ଗୁମର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚିତ୍ତରଞ୍ଜନ ପଲେଇଙ୍କ ପ୍ରକୃତ ହତ୍ୟାକାରୀ…

CDS ରାୱତଙ୍କ ହେଲିକପ୍ଟର କ୍ରାସ ପଛରେ ଚୀନର ଷଡ଼ଯନ୍ତ୍ର!

ନୂଆଦିଲ୍ଲୀ: ତାମିଲନାଡ଼ୁର କୁନ୍ନୁର ହେଲିକପ୍ଟର କ୍ରାସରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ବିପିନ ରାୱତଙ୍କ ଅଚାନକ ମୃତ୍ୟୁ କଦାପି ଏକ ସାଧାରଣ ମୃତ୍ୟୁ ନୁହେଁ । ସେ ଜଣେ ସାଧାରଣ ଲୋକ ନଥିଲେ । ଦେଶର ସ୍ଥଳ, ଆକାଶ…

କର୍ମଚାରୀଙ୍କ HRA ହ୍ରାସ କରିପାରେ କମ୍ପାନୀ, ଖୁବଶୀଘ୍ର ବେତନ ନିୟମ ସଂଶୋଧନ କରିବ ଶ୍ରମ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଆଗାମୀ ଦିନରେ କର୍ମଚାରୀମାନଙ୍କର ହାଉସ ରେଣ୍ଟ ଆଲାଉନ୍ସ (ଏଚଆରଏ) ହ୍ରାସ ପାଇପାରେ । ବିଶେଷ କରି ଯେଉଁ କର୍ମଚାରୀମାନେ ସ୍ଥାୟୀ ଭାବେ ୱାର୍କ ଫ୍ରମ୍ ହୋମ୍ କରୁଛନ୍ତି, ସେମାନେ ଏଥିରେ ପ୍ରଭାବିତ…

ପବ୍ଲିକ ସେକ୍ଟର ବ୍ୟାଙ୍କଗୁଡ଼ିକରୁ ଅଂଶଧନ ପ୍ରତ୍ୟାହାର କରିବେ କେନ୍ଦ୍ର ସରକାର, ଜାଣନ୍ତୁ କେତେ ପ୍ରତିଶତ ହ୍ରାସ ପାଇବ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପବ୍ଲିକ ସେକ୍ଟର ବ୍ୟାଙ୍କକୁ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ଗତ ୧୬ ଓ ୧୭ ତାରିଖ ଦୁଇଦିନ ଧରି ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିଥିଲେ । ତେବେ ଇତିମଧ୍ୟରେ ଏକ ରିପୋର୍ଟ…

(VIDEO) ତପସ୍ୱିନୀଙ୍କ ତପସ୍ୟାର ଦ୍ୱିତୀୟ ଅଧ୍ୟାୟ: ପୁଣି ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ବସିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ସଂଘର୍ଷ କରିବାକୁ ପଡ଼ିବ ନ୍ୟାୟ ପାଇଁ ଲଢ଼େଇ ଜାରି ରଖିଥିବା ତପସ୍ୱିନୀ ଦାଶଙ୍କୁ । ଗତକାଲି ବ୍ରହ୍ମପୁର ଏସଡିଜେଏମ କୋର୍ଟ ତାଙ୍କର ଶୁଣାଣି ୨୦ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ।…

(Video) ଆସିକା ଗେଷ୍ଟ ହାଉସକୁ ଅଲବିଦା ଜଣାଇଲେ ତପସ୍ୱିନୀ, ଏଣିକି ବ୍ରହ୍ମପୁରରେ ରହି ନ୍ୟାୟ ପାଇଁ ଲଢ଼େଇ କରିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ଦାମ୍ପତ୍ୟ କଳହ ଇତିମଧ୍ୟରେ ଦିନକୁ ଦିନ ଜଟିଳତର ହେବାରେ ଲାଗିଛି । ପୂର୍ବରୁ ସୁମିତଙ୍କ ପକ୍ଷରୁ ମଗାଯାଇଥିବା ୭ ଦିନିଆ ଟାଇମ୍ ପିରିଅଡ୍ ସମାପ୍ତ…