ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୩୯ କରୋନା ପଜିଟିଭ୍, ୨ ଜଣଙ୍କ ପ୍ରାଣଗଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

କୋଭିଡ୍ କାରଣରୁ ମହିଳାଙ୍କଠାରେ ପ୍ରସବଜନିତ ମୃତ୍ୟୁ ଦୁଇଗୁଣା ବୃଦ୍ଧି ପାଉଛି, ରିସର୍ଚ୍ଚରୁ ହେଲା ଖୁଲାସା

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ଭାଇରସକୁ ନେଇ ନୂଆ ତଥ୍ୟ ସାମନାକୁ ଆସୁଥିବା ବେଳେ ଏବେ ବି ଏନେଇ ଗବେଷଣା ଜାରି ରହିଛି । ତେବେ ନିକଟରେ ଏପରି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । କରୋନା ଭାଇରାସ୍ ମହିଳାଙ୍କ ଠାରେ…

ରାଜସ୍ଥାନରେ କ୍ୟାବିନେଟ ବିସ୍ତାର କାଉଣ୍ଟଡାଉନ୍ ଆରମ୍ଭ: ପାଇଲଟଙ୍କ ଗୋଷ୍ଠୀରୁ ୫ ଜଣଙ୍କୁ ମିଳିପାରେ ମନ୍ତ୍ରୀପଦ

ନୂଆଦିଲ୍ଲୀ: ରାଜସ୍ଥାନରେ ଅଶୋକ ଗେହଲଟଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଅର୍ଥାତ ୨୧ କିମ୍ବା ୨୨ରେ କ୍ୟାବିନେଟ ପୁନର୍ଗଠିତ ହୋଇପାରେ । ଏହି ଅବସରରେ…

ଡ୍ରାମା, ଯାତ୍ରା, ମେଲୋଡି ଓ ଅପେରାକୁ ମିଳିଲା ଅନୁମତି, ନୂଆ ଗାଇଡଲାଇନ୍ ଜାରି କଲେ SRC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନାର ସ୍ଥିତିରେ ଧିରେଧିରେ ସୁଧାର ଆସୁଥିବାରୁ ସରକାର ବିଭିନ୍ନ ଅନୁଷ୍ଠାନକୁ ଧୀରେଧୀରେ ଖୋଲିବାକୁ ଅନୁମତି ଦେଉଛନ୍ତି । ପୂର୍ବରୁ ସ୍କୁଲ ଖୋଲିବାକୁ ଅନୁମତି ମିଳିସାରିଥିବା…

TMCକୁ ଯାଇପାରନ୍ତି ବରୁଣ ଗାନ୍ଧି, ଖୁବଶୀଘ୍ର ଦିଦିଙ୍କ ସହିତ ସାକ୍ଷାତ

ନୂଆଦିଲ୍ଲୀ:ପଶ୍ଚିମବଙ୍ଗରେ ମମତା ବାନାର୍ଜୀ କ୍ଷମତା ଅକ୍ତିଆର କରିବା ପରେ ଜାତୀୟ ରାଜନୀତିରେ ନିଜର କାୟା ବିସ୍ତାର କରିଚାଲିଛନ୍ତି । ଇତିମଧ୍ୟରେ ସେ ତ୍ରିପୁରା, ୟୁପି ଓ ଗୋଆ ଗସ୍ତ କରି ସଂପୃକ୍ତ ରାଜ୍ୟର କିଛି…

ଶରାବ ପାର୍ଟିରୁ ଫେରୁଥିଲା ଯୁବକ: ଏହି ସମୟରେ ହାବୁଡ଼ରେ ପଡ଼ିଲା ଏକ ସାପ, ଏହାପରେ ସାପର ଅବସ୍ଥା ହେଲା ସାଙ୍ଘାତିକ

ନୂଆଦିଲ୍ଲୀ: ରାଜସ୍ଥାନର ଧୋଲପୁର ଜିଲ୍ଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । କିଛି ଯୁବକ ମଦନିଶାରେ ଚୁର ହୋଇ ଏକ ଜୀଅନ୍ତା ସାପକୁ ଖାଇ ଦେଇଛନ୍ତି । ଏହି ଘଟଣାଟି ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ବିଷୟ…

ମାତ୍ର ୨୦ ଟଙ୍କିଆ ଶେୟାର ବନାଇଦେଲା କୋଟିପତି, ରାତାରାତି ନିବେଶକ ହେଲେ ମାଲାମାଲ

ନୂଆଦିଲ୍ଲୀ: ଯଦି ଆପଣମାନେ ଶେୟାର ବଜାରରୁ ପ୍ରଫିଟ ପାଇବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ଧୈର୍ଯ୍ୟ ଧରିବାକୁ ପଡ଼ିବ । ଧୈର୍ଯ୍ୟ ବଳରେ ଆପଣ ସ୍ୱଳ୍ପ ଆମାଉଣ୍ଟର ଅର୍ଥ ନିବେଶ କରି ଶାନଦାର ରିଟର୍ଣ୍ଣ ପାଇପାରିବେ…

ଆଉ ଦେଖିବାକୁ ମିଳିବନି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି’ଭିଲିଅର୍ସଙ୍କ ୩୬୦ ସଟ୍, କ୍ରିକେଟର ସମସ୍ତ ଫର୍ମାଟରୁ ନେଲେ ସନ୍ନ୍ୟାସ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟ୍ସମ୍ୟାନ ଏବି ଡି’ଭିଲିଅର୍ସ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛିନ୍ତି । ଏବି ଗତ ୨୦୧୮ରେ ଇଣ୍ଟରନ୍ୟାସନାଲ କ୍ରିକେଟକୁ ଅଲବିଦା କହି ସାରିଥିବା ବେଳେ ଏବେ…

ମୋଦି ସରକାର ହଠାତ୍ କୃଷି ଆଇନ ପ୍ରତ୍ୟାହାର କଲେ କାହିଁକି, ଏହା ନିର୍ବାଚନ ପୂର୍ବର ଗୋଟିଚାଳନା ନା ଆଉ କିଛି

ନୂଆଦିଲ୍ଲୀ: ଆଜି ଦେଶର ପ୍ରତ୍ୟେକ କୃଷକଙ୍କ ପାଇଁ ଏକ ଶୁଭ ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି ୩ଟି କୃଷି ଆଇନକୁ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି । ତେବେ ଦେଶର କୋଟି କୋଟି…

‘The Big Picture’ ମଞ୍ଚରେ ଏକତାଙ୍କ ଜବରଦସ୍ତ ଡ୍ୟାନ୍ସ, କହିଲେ ଇଏ ମୋର କ୍ରଶ୍

ନୂଆଦିଲ୍ଲୀ: ଫିଲ୍ମ ନିର୍ମାତା ଏକତା କପୁରଙ୍କ କ୍ରଶ୍ କିଏ ଆପଣମାନେ ଜାଣନ୍ତି କି? ଦର୍ଶକମାନେ ସାଧାରଣତଃ ସେମାନଙ୍କର ପ୍ରିୟ କଳାକାରଙ୍କର କ୍ରଶ୍ ବିଷୟରେ ଜାଣିବାକୁ ବହୁତ ଇଚ୍ଛୁକ ଥାନ୍ତି? ତେବେ ନିକଟରେ ଏକ ଶୋରେ…