Breaking News ଆଜିଠାରୁ ୨ ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ Manas Pradhan Nov 14, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଓ ଆସନ୍ତାକାଲି ଦୁଇଦିନ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । କୋଭିଡ୍ ଗାଇଡଲାଇନ ଅନୁଯାୟୀ, ମହାପ୍ରଭୁଙ୍କ ଶ୍ରୀମନ୍ଦିରକୁ ବିଶୋଧନ କରାଯାଉଥିବାରୁ ଭକ୍ତମାନେ ଦର୍ଶନରୁ ବଞ୍ଚିତ ହେବେ ।…
Breaking News ରୋହିତ ଶର୍ମା ଅଧିନାୟକ ହେବା ପରେ ଏହି ୪ ଜଣ ଖେଳାଳିଙ୍କ କ୍ୟାରିୟର ହୋଇଯିବ ସମାପ୍ତ Manas Pradhan Nov 14, 2021 ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଭାରତ ସେମିଫାଇନାଲ ପୂର୍ବରୁ ସୁପର-୧୨ ପର୍ଯ୍ୟାୟରୁ ବିଦାୟ ନେଇଛି । ତେବେ ଆଇପିଏଲଠାରୁ ଆରମ୍ଭ କରି ବିଶ୍ୱକପ୍ ପର୍ଯ୍ୟନ୍ତ ଭାରତର ଅଧିନାୟକ ଓ କୋଚ ବଦଳିବାକୁ ନେଇ ବହୁତ ଚର୍ଚ୍ଚା…
Breaking News ଖାଲି ପେଟରେ ଏହି ଜିନିଷ କେବେ ବି ସେବନ କରନ୍ତୁ ନାହିଁ Manas Pradhan Nov 13, 2021 ଖାଲିପେଟରେ କିଛି ବି ଖାଦ୍ୟ ସେବନ କରିବା ଅଧିକାଂଶ ଲୋକଙ୍କ ଅଭ୍ୟାସ ଥାଏ । କିନ୍ତୁ ଆପଣମାନେ କଣ ଜାଣନ୍ତି କି ଖାଲି ପେଟରେ ଏପରି କିଛି ଜିନିଷ ଖାଇବା ତାହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଆସନ୍ତୁ ଜାଣିବା କେଉଁ…
Breaking News ସମୁଦ୍ର ଗର୍ଭରୁ ମିଳିଲା ନୂଆ କୋଭିଡ-୧୯ ମେଡିସିନ୍, ମହାମାରୀର ବଂଶ ନିପାତ କରିବା ନେଇ ବୈଜ୍ଞାନିକଙ୍କ ଦୃଢ଼ୋକ୍ତି Manas Pradhan Nov 13, 2021 ନୂଆଦିଲ୍ଲୀ: କରୋନା ମହାହାରୀ ଦୁଇବର୍ଷ ମଧ୍ୟରେ ସମଗ୍ର ବିଶ୍ୱକୁ ଏକ ପ୍ରକାର ଭୟଭୀତ କରି ରଖିଛି । ଏହାମଧ୍ୟରେ ଏହାର ମୁକାବିଲା ପାଇଁ ବିଭିନ୍ନ ପ୍ରକାର ଔଷଧ ବାହାରିଲାଣି । କୋଭାକ୍ସିନ, କୋଭିସିଲ୍ଡ, ଫାଇଜର,…
Breaking News ମମିତା ହତ୍ୟାକାଣ୍ଡ ପଛରେ ଲୁଚିଛି ପୋଲିସର ଚକ୍ରାନ୍ତ: ଏତଲାରେ ଏପଟ ସେପଟ କରାଯାଇଥିବା ନେଇ ଉଠିଲା ଅଭିଯୋଗ Manas Pradhan Nov 13, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ତାତି ଥମିବାର ନାଁ ଧରୁନାହିଁ । ଗୋଟିଏ ପଟେ କଂଗ୍ରେସ, ବିଜେପି ସହ ଅନ୍ୟ ସଂଗଠନମାନେ…
Breaking News ଦରଦାମ୍ ଯେତେ ବଢ଼ିଲେ ବି ଦଳ ହାରିବନି: ୟୁପି, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଓ ମଣିପୁରରେ ପୁଣି ଫୁଟିବ ପଦ୍ମ (ଦେଖନ୍ତୁ ବିସ୍ତୃତ ସର୍ଭେ… Manas Pradhan Nov 13, 2021 ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ପେଟ୍ରୋଲ, ଡିଜେଲ, ଖାଇବା ତେଲ, ରନ୍ଧନ ଗ୍ୟାସର ମୂଲ୍ୟ ବଢ଼ିବାରେ ଲାଗିଥିଲେ ହେଁ ଏହାର ଫରକ କେନ୍ଦ୍ରରେ ଶାସନାଧୀନ ବିଜେପି ସରକାର ଉପରେ ପଡ଼ିବ ନାହିଁ । ଆଗକୁ ଆସୁଥିବା ୟୁପି, ପଞ୍ଜାବ,…
Breaking News ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୪୭ ପଜିଟିଭ୍, ପ୍ରାଣ ହରାଇଲେ ୨ ଜଣ Manas Pradhan Nov 13, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…
Breaking News ସେକ୍ସ ସ୍କାଣ୍ଡାଲରେ ଟିମ୍ ଇଣ୍ଡିଆର ଆଉ କେତେଜଣ ଖେଳାଳି ସମ୍ପୃକ୍ତ ଅଛନ୍ତି: T-20 World Cupରେ ଦଳ ଏଇଥିପାଇଁ ହାରିଲା କି? Manas Pradhan Nov 13, 2021 ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଜଗତରେ ପଶିଛି ସେକ୍ସ ସ୍କାଣ୍ଡାଲ୍ । ହାର୍ଦ୍ଦିକ ପାଣ୍ଡ୍ୟା, ମୁନାଫ ପଟେଲ ଓ ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ରାଜୀବ ଶୁକ୍ଲା ଏହି ଦୁଷ୍କର୍ମରେ ସାମିଲ ରହିଥିବା ଆସିଛି ଅଭିଯୋଗ । କୁଖ୍ୟାତ…
Breaking News OAS ସ୍ତରରେ ଅଦଳବଦଳ, ଲକ୍ଷ୍ମୀପ୍ରସାଦ ସାହୁ ହେଲେ କାଶୀନଗର BDO Manas Pradhan Nov 13, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ରାଜ୍ୟର ୪ଟି ବ୍ଲକରେ ବିଡିଓ ଓ ୪ଟି ତହସିଲରେ ତହସିଲଦାରଙ୍କୁ ପରିବର୍ତ୍ତନ କରାଯାଇଛି । କାଶୀନଗର…
Breaking News ସାଇବର ଠକ ଯଦି ରାଜ୍ୟର ଆଇଟି ସଚିବଙ୍କ WhatsApp Hack କରିପାରୁଛି, ତେବେ ସାଧାରଣ ଜନତାଙ୍କ ଅବସ୍ଥା କ’ଣ ହେବ? Manas Pradhan Nov 13, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହ୍ୱାଟସଆପରେ ଚାଟି, ଫଟୋ ଓ ଭିଡିଓ ଶେୟାର କରିବା ସମ୍ପୂର୍ଣ୍ଣ ନିରାପଦ ବୋଲି କମ୍ପାନୀ ପକ୍ଷରୁ ପୂର୍ବରୁ ବହୁବାର କୁହାଯାଇ ଆସୁଛି । କିନ୍ତୁ ନିକଟରେ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ,…