ଓଡ଼ିଶାର ଛାତ୍ରଛାତ୍ରୀ କେବଳ ପରୀକ୍ଷା ଦେଇ ଚାଲିଥିବେ, କିନ୍ତୁ ଚାକିରି ପାଇବେ ନାହିଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ରାଜ୍ୟରେ ନିଯୁକ୍ତିକୁ ନେଇ ଆସିଛି ସାଙ୍ଘାତିକ ଅଭିଯୋଗ । ପ୍ରତ୍ୟେକ ବର୍ଷ ସରକାରୀ ବିଜ୍ଞାପନ ବାହାରୁଛି, ହଜାର ହଜାର ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରୁଛନ୍ତି । ତେବେ ଅନୁଷ୍ଠିତ…

ବିଶ୍ୱର ବୃହତ୍ ରେଡିଓ ଟେଲିସ୍କୋପ କରିବ ଏଲିଏନଙ୍କ ସନ୍ଧାନ, ବୈଜ୍ଞାନିକଙ୍କ ଖୁଲାସା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିଜ୍ଞାନ ବହୁତ ଅଗ୍ରଗତି କରିଥିଲେ ହେଁ ଏଲିଅନଙ୍କୁ ନେଇ ବହୁ ପଛରେ ରହିଛି । ବିଭିନ୍ନ ସମୟରେ ଏଲିଅନଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଥିଲେ ହେଁ ସମ୍ପୂର୍ଣ୍ଣ ବିବରଣୀ ହସ୍ତଗତ…

Mission UP-2022: ଯୁବତୀଙ୍କୁ ମିଳିବ ସ୍ମାର୍ଟଫୋନ ଓ ସ୍କୁଟି, ବୟସ୍କ ଓ ବିଧବାଙ୍କୁ ପେନସନ୍

ନୂଆଦିଲ୍ଲୀ: ଆସନ୍ତା ୨୦୨୨ ଉତ୍ତରପ୍ରଦେଶ ନିର୍ବାଚନ ପାଇଁ କଂଗ୍ରେସ ସମସ୍ତ ରଣନୀତି ଆପଣାଇ ରଣାଙ୍ଗନକୁ ଓହ୍ଲାଇଛି । ଯୁବତୀମାନଙ୍କୁ ସ୍ମାର୍ଟଫୋନ ଓ ସ୍କୁଟି, ବୟସ୍କ ଓ ବିଧବାଙ୍କୁ ପ୍ରତ୍ୟେକ ମାସରେ ୧ ହଜାର ଟଙ୍କା…

ଏଣିକି ଅନଲାଇନ୍ ଜିନିଷ ଅର୍ଡର ପାଇଁ ଆଡ୍ରେସ ଦରକାର ନାହିଁ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ହେବ DAC

ନୂଆଦିଲ୍ଲୀ: ଏଣିକି ଆପଣମାନେ ବିନା ଆଡ୍ରେସ ଲେଖି ଅନଲାଇନ୍ ଜିନିଷ ଅର୍ଡର କରିପାରିବେ । ଏଥିସହ ପ୍ରପର୍ଟି ଟ୍ୟାକ୍ସ ଦେବା ପାଇଁ ମଧ୍ୟ ଆପଣଙ୍କର ଘରର ଠିକଣା ଆଉ ଜରୁରୀ ହେବ ନାହିଁ । କେନ୍ଦ୍ର ସରକାର ଏହା ଉପରେ…

ଆଜି ରାଜ୍ୟରେ ୩୧୬ ପଜିଟିଭ୍, ୩ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଟିମ୍ ଇଣ୍ଡିଆ T-20 ବିଶ୍ୱକପରେ ବାରମ୍ବାର ହାରୁଛି ଓ ଆଗକୁ ଜିତିବାର ସମ୍ଭାବନା ମଧ୍ୟ କମ୍: ଜାଣନ୍ତୁ ଏହା ପଛର ୮ଟି ମୁଖ୍ୟ କାରଣ

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପର ଅନ୍ୟତମ ଦାବିଦାର କୁହାଯାଉଥିବା ଭାରତର ବିଶ୍ୱକପ ଅଭିଯାନ ଏକପ୍ରକାର ସରିଯାଇଛି । ପ୍ରଥମ ଦୁଇଟି ମ୍ୟାଚରେ ପାକିସ୍ତାନ ଓ ନ୍ୟଜିଲାଣ୍ଡଠାରୁ ଏକତରଫା ଭାବେ ପରାଜୟ ପରେ ଟିମ୍ ଇଣ୍ଡିଆର…

ସାରା ରାଜ୍ୟରେ ବିକ୍ରି ହେଉଛି ହଜାର ହଜାର ନକଲି ଅଣ୍ଡା: ସତର୍କ ନହେଲେ ମରିବା ଥୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବର୍ତ୍ତମାନ ନକଲି ଅଣ୍ଡାକୁ ନେଇ ଚର୍ଚ୍ଚା ଜୋର ଧରିଛି । କଟକ ନଗର ନିଗମ (ସିଏମସି) ପକ୍ଷରୁ ଏକ ସପିଂ ମଲରୁ ଶହ ଶହ ନକଲି ଅଣ୍ଡା ଜବତ କରାଯାଇଛି । କଟକ ସହରର ବିଭିନ୍ନ ସ୍ଥାନରେ…

ଆଗାମୀ ବଜେଟରେ ସ୍ଥାନ ପାଇବ Cryptocurrency: ଅର୍ଥ ମନ୍ତ୍ରଣାଳୟ ଓ RBI ପକ୍ଷରୁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ଭାରତ ସରକାର କ୍ରିପ୍ଟୋକରେନ୍ସିକୁ ନିୟନ୍ତ୍ରଣ କରିବା ସପକ୍ଷରେ ରହିଛନ୍ତି । ତେଣୁ ଆସନ୍ତା ଫେବୃଆରୀରେ ଉପସ୍ଥାପିତ ହେବାକୁ ଥିବା ବଜେଟରେ ସରକାର କ୍ରିପ୍ଟୋକରେନ୍ସିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ…

ବାତିଲ୍ ହେଲା ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା, ରାଜ୍ୟର ୪୮ଟି କଲେଜ ପାଇଁ ହେବ ଲାଗୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୪୮ଟି କଲେଜରେ ସ୍ନାତକ ଓ ସ୍ନାତକୋତ୍ତର ସେମିଷ୍ଟର ପରୀକ୍ଷା ବାତିଲ୍ କରାଯାଇଛି । ଏନେଇ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଶ୍ୱବିଦ୍ୟାଳୟ…

ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ, କରାଯିବ ଏୟାରଲିଫ୍ଟିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପଞ୍ଚାୟତରାଜ, ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି । ଫୁଲବାଣୀ ଗସ୍ତରେ ଯାଇଥିବା ସମୟରେ ଲୋ ବ୍ଲଡ ପ୍ରେସର ଓ ନିଃଶ୍ୱାସ ନେବାରେ ସେ କଷ୍ଟ…