ଭିଜିଲାନ୍ସର ଅତିରିକ୍ତ ଏସପି ସ୍ତରରେ ଅଦଳବଦଳ, ବାଲେଶ୍ୱର ଡିଭିଜନକୁ ଗଲେ ନରହରି ନାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ବିଭାଗରେ କାର୍ଯ୍ୟରତ ୭ ଅତିରିକ୍ତ ଏସପିଙ୍କ ବଦଳି କରାଯାଇଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ କଟକ, ବ୍ରହ୍ମପୁର, ରାଉରକେଲା ଓ ବାଲେଶ୍ୱର ଭିଜିଲାନ୍ସ ଡିଭିଜନ ସହ ଭିଜିଲାନ୍ସ…

ପରଲୋକରେ ଟେଲିଭିଜନ ଧାରାବାହିକ ‘ରାମାୟଣ’ର ରାବଣ

ନୂଆଦିଲ୍ଲୀ: ରାମାନନ୍ଦ ସାଗରଙ୍କ ପ୍ରିୟ ଧାରାବାହିକ ‘ରାମାୟଣ’ର ରାବଣ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଅରବିନ୍ଦ ତ୍ରିବେଦୀ ଆଉ ନାହାନ୍ତି । ଗତକାଲି ରାତିରେ ୮୨ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ଦୀର୍ଘଦିନ ଧରି…

ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣାରେ ଇଞ୍ଜିନିୟରିଂ ଓ ମେଡିକାଲ କୋଚିଂ: ରାଜ୍ୟ ସରକାର ଆରମ୍ଭ କଲେ ନୂଆ ଯୋଜନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଇଞ୍ଜିନିୟରିଂ ଓ ମେଡିକାଲ ଛାତ୍ରଛାତ୍ରୀମାନେ ପାଇବେ ମାଗଣାରେ କୋଚିଂ ସୁବିଧା । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ପକ୍ଷରୁ ଏଥିପାଇଁ ଆରମ୍ଭ କରାଯାଇଛି ‘ଛାତ୍ର ପ୍ରୋତ୍ସାହନ…

ଭ୍ୟାକ୍ସିନ୍ ନନେଲେ ଚାକିରି ନାହିଁ: ୧୪00 କର୍ମଚାରୀଙ୍କୁ ଛଟେଇ କଲା କମ୍ପାନୀ

ନୂଆଦିଲ୍ଲୀ: କରୋନା ମହାମାରୀକୁ ହରାଇବାକୁ କରୋନା ଟିକା ହେଉଛି ସବୁଠାରୁ ବଡ଼ ଅସ୍ତ୍ର । ସେଥିପାଇଁ ବିଶ୍ୱର ସମସ୍ତ ଦେଶରେ କରୋନା ଭ୍ୟାକ୍ସିନେସନ ପ୍ରକ୍ରିୟା ଜାରି ରହିଛି । ମାତ୍ର ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ…

ପୁଣି ଆସୁଛି ୨ଟି ଲଘୁଚାପ, ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କିଛିଦିନ ପୂର୍ବରୁ ବାତ୍ୟା ‘ଗୁଲାବ’କୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । ମାତ୍ର ତାହା ସହଜରେ ଟଳି ଯାଇଥିବାରୁ ଜନସାଧାରଣ ଆଶ୍ୱସ୍ତି ଲାଭ କରିଥିଲେ । ପୁଣି ଆସନ୍ତା…

ଦେଶୀ ଘିଅରେ ରହିଛି ଏହିସବୁ ଔଷଧୀୟ ଗୁଣ, ଆଜି ହିଁ ଖାଇବା ଆରମ୍ଭ କରିଦିଅନ୍ତୁ

ଦେଶୀ ଘିଅ ହେଉଛି ଏକ ଶକ୍ତିଶାଳୀ ଜିନିଷ । ଏହାକୁ ସେବନ କରିବା ଦ୍ୱାରା ଆମକୁ ବହୁ ରୋଗରୁ ରକ୍ଷା ମିଳିଥାଏ । ତେଣୁ ଘିଅକୁ ଆରୋଗ୍ୟକାରୀ ଖାଦ୍ୟ ବୋଲି କୁହାଯାଇଥାଏ । ଆମ ଶରୀର ପାଇଁ ଘିଅ ଅତ୍ୟନ୍ତ ଲାଭଦାୟକ ହୋଇଥାଏ…

୩ ଦିନିଆ ଦକ୍ଷିଣା ଓଡ଼ିଶା ଗସ୍ତରେ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ୩ ଦିନିଆ ଦକ୍ଷିଣ ଓଡ଼ିଶା ଗସ୍ତରେ ଯାଇଥିଲେ । କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅନୁଷ୍ଠାନର ଅନୁରୋଧକ୍ରମେ…

ଦେଶ ଭିତରେ ସେ ଦେବାଳିଆ କିନ୍ତୁ ବିଦେଶରେ ଖୋଲିଛନ୍ତି ୧୮ଟି କମ୍ପାନୀ, Pandora Papers ଖୋଲିଲା ଅନିଲ ଅମ୍ବାନିଙ୍କ ସିକ୍ରେଟ୍ ରାଜ୍

ନୂଆଦିଲ୍ଲୀ: ପାଣ୍ଡୋରା ପେପର୍ସ ଖୋଲିଦେଇଛି ଅନିଲ ଅମ୍ବାନୀଙ୍କର ଅସଲ ମୁଖା । ଯେଉଁ ଅନିଲ ବ୍ରିଟେନ କୋର୍ଟରେ ନିଜକୁ ଦେବାଳିକା ବୋଲି ଘୋଷଣା କରିଥିଲେ, ତାଙ୍କ ପାଖରେ ୧୮ଟି ବିଦେଶୀ କମ୍ପାନୀ ଥିବା ରିପୋର୍ଟରୁ ସ୍ପଷ୍ଟ…

ଆସନ୍ତା ଫେବୃଆରୀ ୧୨ରୁ ପଞ୍ଚାୟତ ଭୋଟ୍! ସଂରକ୍ଷଣକୁ ନେଇ ଆଶଙ୍କାରେ ଆଶାୟୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଫେବୃଆରୀ ମାସ ୧୨ ତାରିଖରୁ ପଞ୍ଚାୟତ ଭୋଟ ଆରମ୍ଭ ହେବ । ଏହି ନିର୍ବାଚନ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବା ସହ ଏନେଇ ସରକାରୀ ଭାବେ ଏକ ତାଲିକା ପ୍ରସ୍ତୁତ ହୋଇଥିବା ଏକ ସୂତ୍ରରୁ…

ACF ସୌମ୍ୟ ରଞ୍ଜନଙ୍କ ମୃତ୍ୟୁର ତଦନ୍ତ କରିବ CBI ନା SIT! ହାଇକୋର୍ଟରେ ଦାୟର ହେଲା ମାମଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ଇତିମଧ୍ୟରେ ଅଢ଼େଇ ମାସ ପୂରି ଗଲାଣି । ଏହି ମାମଲାର ତଦନ୍ତ ପୋଲିସ ଓ କ୍ରାଇମବ୍ରାଞ୍ଚ ଦ୍ୱାରା…