ରାଜ୍ୟରୁ ଚିହ୍ନଟ ହେଲେ ୪୪୪ କରୋନା ପଜିଟିଭ୍: ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛି ଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ପ୍ରଫେସର ଶୂନ୍ୟ ହୋଇଯିବ ଉତ୍କଳ ବିଶ୍ୱବିଦ୍ୟାଳୟ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସର୍ବପୂରାତନ ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ ଏବେ ସଙ୍କଟଜନକ ପରିସ୍ଥିତିରେ ରହିଛି । ଆସନ୍ତା ବର୍ଷ ଜୁନ ମଧ୍ୟରେ ୭ ଜଣ ପ୍ରଫେସର ଅବସର ଗ୍ରହଣ କରିବେ । ବିଶ୍ୱବିଦ୍ୟାଳୟର…

ଚାଲିଗଲା ‘ଗୁଲାବ୍’ ବର୍ତ୍ତିଗଲା ଓଡ଼ିଶା: ଏବେ ଅସଲ ରୂପ ଦେଖାଇପାରେ ଛତିଶଗଡ଼ରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ୍’କୁ ନେଇ ଆଶ୍ୱସ୍ତି ମିଳିଛି । ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ୟ କ୍ଷତି ହୋଇଛି । କିଛି ସ୍ଥାନରେ ପାହାଡ଼…

ଭିଜିଲାନ୍ସ ଜାଲରେ ପୋଲିସ ASI

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ ପୋଲିସ ଏଏସଆଇ । ଜାମିନ ପାଇଁ ସହଯୋଗ କରିବାକୁ ୨ ହଜାର ଟଙ୍କା ଲାଞ୍ଚ ମାଗି ଗୋପ ଥାନା ଏଏସଆଇ ରାଧାଶ୍ୟାମ ନାୟକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।…

ମୋବାଇଲ୍ ଇୟରଫୋନ୍ ୟୁଜ୍ କରୁଥିଲେ ହୋଇଯାଆନ୍ତୁ ସାବଧାନ: ଏତିକି ଘଣ୍ଟା ପାଇଁ ଗୀତ ଶୁଣିଲେ ଡେଡ୍ ହୋଇଯିବ କାନ

ନୂଆଦିଲ୍ଲୀ: ଆପଣ ଇୟରଫୋନ ୟୁଜ୍ କରୁଛନ୍ତି କି? ଆଜିକାଲି ଅଧିକାଂଶ ଯୁବପୀଢ଼ି ଲଗାତର କାନରେ ଇୟରଫୋନ ଲଗାଇ ଗୀତ ଶୁଣିବା ସହ ମୁଭି ଦେଖିଥାନ୍ତି । ଯଦିଓ ଇୟରଫୋନ ୟୁଜ୍ କରିବା ଖରାପ ନୁହେଁ, ତେବେ ଅଧିକ ମାତ୍ରାରେ ଏହାକୁ…

୨୫୦୦ ଲୋକଙ୍କୁ ରୋଜଗାର ଦେବ ଏଚଡିଏଫସି, ୨ ଲକ୍ଷ ଗ୍ରାମରେ ଖୋଲିବ ନୂଆ ବ୍ରାଞ୍ଚ

ନୂଆଦିଲ୍ଲୀ: କରୋନାରେ ଚାକିରି ହରାଇ ଦୁର୍ଦ୍ଦିନରେ ଗତି କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଦେଶର ବୃହତ ପ୍ରାଇଭେଟ୍ ବ୍ୟାଙ୍କ ଏଚଡିଏଫସି ୨୫୦୦ ଲୋକଙ୍କୁ ରୋଜଗାର ଯୋଗାଇ ଦେବାକୁ ଘୋଷଣା କରିଛି । ଏଥିପାଇଁ ୨…

ଯୁକ୍ତ ୩ ଆଡମିଶନ ଅବଧି ବଢ଼ିଲା, ଜାଣନ୍ତୁ କେତେଦିନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର । ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ପାଇଁ ଆଡମିଶନ ଅବଧି ଆଉ ୨ ଦିନ ବୃଦ୍ଧି କରାଯାଇଛି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଆଡମିଶନ ଅବଧି ବୃଦ୍ଧି ହୋଇଥିବା…

ଶ୍ରୀକାକୁଲମରେ ଲ୍ୟାଣ୍ଡଫଲ୍ କରିବ ‘ଗୁଲାବ୍’: ଏସଆରସି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଗୁଲାବ’ ମାଡ଼ି ଆସୁଛି । ସମୟ ଯେତିକି ପାଖେଇ ଆସୁଛି, ଲୋକଙ୍କ ମନରେ ସେତିକି ଆଶଙ୍କା ଜାଗ୍ରତ ହେଉଛି । ତେବେ ବାତ୍ୟା ଆନ୍ଧ୍ରର…

‘ଗୁଲାବ’ ତାଣ୍ଡବ: ୫ଟି ଜିଲ୍ଲାରେ ପରିସ୍ଥିତି ଭୟଙ୍କର ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଗୁଲାବ’ ବେଳକୁ ବେଳ ସ୍ଥଳଭାଗର ନିକଟତର ହେବାରେ ଲାଗିଛି । ତେବେ ଝଡ଼ର ମୁକାବିଲା ପାଇଁ ପ୍ରଶାସନ ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ…

ଇଣ୍ଡିଆ ଟୁଡେ ମାଗାଜିନର କଭର ପେଜରେ ସ୍ଥାନ ପାଇଲେ ଗୋଲ୍ଡେନ ବୟ ନୀରଜ ଚୋପା, ଇନଷ୍ଟାଗ୍ରାମରେ ଶେୟାର କଲେ ପୋଷ୍ଟ

ନୂଆଦିଲ୍ଲୀ: ସଦ୍ୟସମାପ୍ତ ଟୋକିଓ ଅଲିମ୍ପିରେ ସ୍ୱର୍ଣ୍ଣ ପଦକ ହାସଲ କରି ଦେଶକୁ ଗୌରବାନ୍ୱିତ କରିଥିବା ଆଥଲେଟ୍ ନୀରଜ ଚୋପ୍ରା ଆଉ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି । ନୀରଜ ଇଣ୍ଡିଆ ଟୁଡେ ସ୍ପାଇସ୍ ମାଗାଜିନର କଭର ପେଜରେ…