୨୦୨୨ ବିଧାନସଭା ନିର୍ବାଚନରେ ହରିଶ ରାୱତ ହେବେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଚେହେରା!

ନୂଆଦିଲ୍ଲୀ: ୨୦୨୨ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅଧିକାଂଶ ରାଜ୍ୟର ମୁଖ୍ୟମାନେ ବର୍ତ୍ତମାନ ବଦଳିବାରେ ଲାଗିଛନ୍ତି । ତେବେ ଏ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ଉତ୍ତରାଖଣ୍ଡ । ଏହି ରାଜ୍ୟରେ କମ୍ ସମୟ ମଧ୍ୟରେ…

ଆପଣଙ୍କ ଫୋନ୍ Pegasusର ଶିକାର ହୋଇନାହିଁ ତ? ଏହି ପଦ୍ଧତିରେ ଚେକ୍ କରିବାକୁ କହିଲା ଅନ୍ତର୍ଜାତୀୟ ସଂସ୍ଥା

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ ପେଗାସସ୍ ସ୍ପାଇୱେରକୁ ନେଇ ଖୁବ୍ ଜୋରରେ ଚର୍ଚ୍ଚା ଚାଲିଛି । ଏହି ସଫ୍ଟୱେର ଜଣେ ବ୍ୟକ୍ତିର ପ୍ରତ୍ୟେକ କାର୍ଯ୍ୟକଳାପକୁ ସହଜରେ ନିରୀକ୍ଷଣ କରିପାରେ । ଆପଣ କାହା ସହ…

ଓଡ଼ିଶାରେ ନିର୍ମାଣ ହେବ ପେଟ୍ରୋଲିୟମ ଭଣ୍ଡାର, ପ୍ରାଇଭେଟ୍ କମ୍ପାନୀ ହାତକୁ ଚାଲିଯିବ ତୈଳ ବଣ୍ଟନ କ୍ଷମତା

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ଚର୍ଚ୍ଚା ଜାରି ରହିଛି । ଏହାଫଳରେ ସାଧାରଣ ଜନତା ନାହିଁ ନଥିବା ସମସ୍ୟା ମଧ୍ୟରେ ରହିଥିବା ଦେଖାଯାଉଛି । ତେବେ ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ…

ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ଦୁଇ ହଜାର ତଳେ: ଆଜି ଚିହ୍ନଟ ହେଲେ ୧୮୬୪ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…

ଆପଣଙ୍କ ଚେହେରା କହିବ ଆପଣଙ୍କ ଶରୀରରେ ରୋଗ ଅଛି ନା ନାହିଁ, ଆପ୍ଲାଏ କରନ୍ତୁ ଏହି ୮ଟି ଫର୍ମୂଲା

କଥାରେ ଅଛି- ଶରୀର ଅଛି ମାନେ ରୋଗ ଅଛି । ତେବେ କିଛି ଲୋକଙ୍କ ଶରୀରରେ ଅନେକ ରୋଗ ରହିଥିବା ବେଳେ ସେମାନେ ନିଜକୁ ସୁସ୍ଥ ବୋଲି ଭାବିଥାନ୍ତି । ଆଉ କିଛି ଲୋକଙ୍କ ଠାରେ କୌଣସି ରୋଗ ନଥିବା ବେଳେ ସେମାନେ ଅଯଥାରେ…

ଦିଲ୍ଲୀରୁ ଓଡ଼ିଶାକୁ ଡେଇଁଲାଣି ପେଗାସସ୍ ଛୁଙ୍କ! ଛାନିଆ ହେଲେଣି ନେତା, ଅଫିସର

ନୂଆଦିଲ୍ଲୀ: ସଂପ୍ରତି ପେଗାସସକୁ ନେଇ ସଂସଦରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି । ବିଶ୍ୱର ୪୦ରୁ ଅଧିକ ଦେଶରେ ଏହି ସଫ୍ଟୱେର ଫୋନ୍ ହ୍ୟାକ କରି ତଥ୍ୟ ହାସଲ କରୁଥିବା ଚର୍ଚ୍ଚା ହେଉଛି । ତେବେ ଏହି ଘଟଣା ସାମନାକୁ…

ଏସିଏଫ୍ ଡେଥ୍ ମିଷ୍ଟ୍ରି: ବିଦ୍ୟାଭାରତୀଙ୍କ ପରେ ସାମନାକୁ ଆସିଲା ସୌମ୍ୟଙ୍କ ଚିଠି, ଖୋଲିଲା ଅନେକ ଗୁମର କଥା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସିବାରେ ଲାଗିଛି । ପୂର୍ବରୁ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଦୁଇଟି…

ଦେଶରେ କମିଲା କରୋନା, ଆଜି ୪୮୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଦେଖିବାକୁ ମିଳୁଛି । କିଛିଦିନ ଧରି ଦୈନିକ ମୃତ୍ୟୁସଂଖ୍ୟା ହଜାରେ ତଳେ ରହିବା ପରେ ପୁଣି ଗୋଟିଏ ଦିନ ୪ ହଜାର ପାଖାପାଖି…

ଆଜାଦ ହିନ୍ଦ୍ ଫୌଜର ଶେଷ ସୈନିକ ଲକ୍ଷ୍ମୀ ସେହଗଲଙ୍କୁ ଶ୍ରାଦ୍ଧ ଦିବସରେ କୋଟି କୋଟି ପ୍ରଣାମ

ଆଜି ହେଉଛି ମହାନ୍ କ୍ରାନ୍ତିକାରୀ ପୁରୁଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ ହିନ୍ଦ ଫୌଜର ଶେଷ ସୈନିକ ଲକ୍ଷ୍ମୀ ସେହଗଲଙ୍କ ଶ୍ରାଦ୍ଧ ଦିବସ । ଏହି ଅବସରରେ ଏହି ଚିର ବିପ୍ଲବୀଣି, ଅଗ୍ନିତେଜସ୍ୱିନୀ, ଭାରତ ନନ୍ଦିନୀ,…

ଆଜି ପୂର୍ବାହ୍ନ ୧୧ଟା ୩୦ରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପୂର୍ବାହ୍ନ ୧୧ଟା ୩୦ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ସମୀକ୍ଷା କରିବେ । ତେବେ ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗ…