ଇତିହାସ ରଚିଲେ ନୀତିଶ, ମୁଖ୍ୟମନ୍ତ୍ରୀ ଭାବେ ୧୫ ଥର ଉଡ଼ାଇଲେ ତ୍ରିରଙ୍ଗା

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୭୫ତମ ସ୍ୱାଧୀନତା ଦିବସ ଅବସରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଏହି ମାଇଲଖୁଣ୍ଟ ଅତିକ୍ରମ କରିବାରେ ନୀତିଶ ହେଉଛନ୍ତି ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ । ଏଥିସହିତ…

Aadhaar Cardରେ ଆଉ ପୂର୍ବ ପରି ଆଡ୍ରେସ୍ ଅପଡେଟ୍ କରିପାରିବେ ନାହିଁ, UIDAI ଜାରିକଲା ନୂଆ ନିୟମ

ନୂଆଦିଲ୍ଲୀ: ଯଦି ଆପଣ ନିଜର ଆଧାର କାର୍ଡରେ ଆଡ୍ରେସ୍ ଅପଡେଟ୍ କରିବାକୁ ଚାହାନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର ଆସିଛି । ୟୁଆଇଡିଏଆଇ ପକ୍ଷରୁ ଆଧାର କାର୍ଡରେ ଆଡ୍ରେସ୍ ପରିବର୍ତ୍ତନ ପାଇଁ ନୂଆ ନିୟମ ଜାରି…

ତାଲିବାନ୍ କବଜାରେ ଆଫଗାନିସ୍ତାନ: ଭାରତ ପାଇଁ କି ସଙ୍କେତ ଦେଉଛି ଆଉ କ’ଣ ଘଟିପାରେ ଆଗକୁ, ଜାଣନ୍ତୁ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବର୍ତ୍ତମାନ ତାଲିବାନ କବଜାକୁ ଚାଲିଯାଇଛି । ୨୦ ବର୍ଷ ପୁଣି ଥରେ ଦେଶକୁ ତାଲିବାନ ଯୁଗ ଫେରିଛି । ଦେଶର ରାଷ୍ଟ୍ରପତି ଅଶରଫ ଘନି ଓ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଦେଶ ଛାଡ଼ିଛନ୍ତି ।…

ମୁଲ୍ଲା ଅବଦୁଲ୍ ଘନୀ ବରାଦର ହେବେ ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି!

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ନୂଆ ଇତିହାସ ଲେଖା ହେବାକୁ ଯାଉଛି । ଦେଶର ରାଜଧାନୀ ଓ ରାଷ୍ଟ୍ରପତି ଭବନ ତାଲିବାନଙ୍କ କବଜାକୁ ଚାଲିଯିବା ପରେ ରାଷ୍ଟ୍ରପତି ଅସରଫ ଘନି ଦେଶଛାଡ଼ି ପଳାୟନ କରିଥିବା କୁହାଯାଉଛି । ତେବେ…

ଛଅଦିନ ପରେ ରାଜ୍ୟରେ ହଜାରେ ତଳକୁ ଖସିଲା କରୋନା: ଆଜି ୮୬୮ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ପ୍ରାୟ ୧୨ ଦିନ ଧରି ରାଜ୍ୟରେ କରୋନା ଉପର ତଳ ହେଉଛି । କେତେବେଳେ ଦୈନିକ ସଂକ୍ରମଣ ହଜାରେ ଟପିଯାଉଛି ତ କେତେବେଳେ ହଜାରେ ତଳକୁ ଖସି ଆସୁଛି । ସଂକ୍ରମଣର ଭୟାବହତା ଏ ପର୍ଯ୍ୟନ୍ତ…

ପୱନଦୀପ ରାଜନ Indian Idol-12 ସିଜିନର ୱିନର

ନୂଆଦିଲ୍ଲୀ: ଦେଶର ସବୁଠାରୁ ପପୁଲାର ସିଙ୍ଗିଙ୍ଗ ରିୟଲିଟି ଶୋ ଇଣ୍ଡିଆନ୍ ଆଇଡଲ୍-୧୨ ସିଜିନର ପରିସମାପ୍ତି ଘଟିଛି । ବହୁ ସମୟ ଧରି ଏହି ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନୋରଞ୍ଜନ କରିଆସୁଥିଲା । ତେବେ ଚଳିତ…

ଏଣିକି ପାଣିରେ ଚାଲିବ ଆପଣଙ୍କ କାର, ପେଟ୍ରୋଲ-ଡିଜେଲକୁ କରନ୍ତୁ Bye Bye, ପ୍ରଧାନମନ୍ତ୍ରୀ କଲେ ଘୋଷଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗଣତନ୍ତ୍ର ଦିବସ ଅବସରରେ ଦେଶବାସୀଙ୍କୁ ଉପହାର ଦେଇଛନ୍ତି । ମୋଦି ଆଜି ରାଷ୍ଟ୍ରୀୟ ହାଇଡ୍ରୋଜେନ ମିଶନର ଘୋଷଣା କରିଛନ୍ତି । ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି…

ଏକ ବର୍ଷ ପାଇଁ ଦେଶବାସୀଙ୍କୁ ମିଳିବ ୨୩୯୯ ଟଙ୍କାର ଫ୍ରି ମୋବାଇଲ୍ ରିଚାର୍ଜ! ଟୋକିଓ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ସରକାର କଲେ…

ଭୁବନେଶ୍ୱର: ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଖବର ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଦେଶବାସୀଙ୍କୁ ଏକ ବର୍ଷ ପାଇଁ ୨୩୯୯ ଟଙ୍କାର ଫ୍ରି ମୋବାଇଲ ରିଚାର୍ଜ ମିଳିବ । ଟୋକିଓରେ ଭାରତ ସ୍ୱର୍ଣ୍ଣ ପଦକ ଜିତିବା ପରେ ସରକାର…

Google ଆଣୁଛି ଏକ ନୂଆ ଫିଚର୍, ହଜିଥିବା Android ସ୍ମାର୍ଟଫୋନ୍ ଓ କାର୍ ମିଳିଯିବ ୨ ମିନିଟରେ

ନୂଆଦିଲ୍ଲୀ: ଗୁଗଲ ଖୁବଶୀଘ୍ର ଆଣିବାକୁ ଯାଉଛି ଏକ ନୂଆ ଫିଚର । ଏହି ନୂଆ ଫିଚର ଦ୍ୱାରା ୟୁଜର୍ସ ଅନ୍ୟ ସ୍ମାର୍ଟଫୋନ ଦ୍ୱାରା ହଜିଥିବା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଓ କାର୍ ଖୋଜି ପାରିବେ । ଗୁଗଲ ‘ଫାଇଣ୍ଡ୍ ମାଇ ଡିଭାଇସ୍’…

Bharat Petroleum ଓଡ଼ିଶାରେ ଆରମ୍ଭ କଲା ଡିଜେଲ ହୋମ୍ ଡେଲିଭରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆରମ୍ଭ ହୋଇଛି ଡିଜେଲ ହୋମ୍ ଡେଲିଭରି । ସରକାରୀ ତୈଳ କମ୍ପାନୀ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ୍) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଡିଜେଲ ଚାହିଦା ପୂରଣ…