ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଁ ଯଦି ଅମାନିଆ ଦାୟୀ, ତେବେ ପ୍ରଶାସନ କରୁଛି କ’ଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ହ୍ରାସ ପାଇଥିଲେ ବି ସମ୍ପୂର୍ଣ୍ଣ ଭାବେ ଆୟତ୍ତକୁ ଆସିପାରିନାହିଁ । ଗୋଟିଏ ଦିନ ସଂକ୍ରମଣ ବଢ଼ିଲେ ଆଉ ଦିନେ କମୁଥିବାର ଦେଖାଯାଉଥିଲା । ଅନ୍ୟପକ୍ଷରେ…

ପିତାମାତାଙ୍କ ଅତୀତର ବଳିଦାନକୁ ମନେପକାଇବାକୁ ଟ୍ୱିଟରର ସାହାରା ନେଲେ ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ: ଚଳିତ ଜୁନ୍ ମାସକୁ ଆମେରିକାରେ ଜାତୀୟ ପ୍ରବାସୀ ସ୍ମାରକୀ ମାସ ରୂପେ ପାଳନ କରାଯାଉଛି । ପ୍ରବାସୀଙ୍କ ବଳିଦାନକୁ ସମ୍ମାନ ଜଣାଇବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ଜୁନ୍ ମାସ ପହିଲାରେ ଆମେରିକା…

ପୂର୍ବ ପ୍ରେମିକକୁ ଉପହାର ଦେଇଥିବା ୨୩ ଲକ୍ଷ ଟଙ୍କିଆ ବାଇକକୁ ଜାଳିଦେଲେ ଯୁବତୀ

ନୂଆଦିଲ୍ଲୀ: କୁହାଯାଏ ପ୍ରେମ ପାଇଁ ଜଣେ କିଛି ବି ତ୍ୟାଗ କରିପାରେ । ମାତ୍ର ଯେତେବେଳେ ପ୍ରେମରେ ଧୋକ୍କାର କଥା ଉଠେ, ସେତେବେଳେ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇଥାଏ । ବ୍ୟାଙ୍କଙ୍କରେ ଜଣେ ମହିଳା ନିଜର ପୂର୍ବ…

ବନ୍ଧ୍ୟାତ୍ୱକୁ ଡାକି ଆଣିବ କରୋନା ଭ୍ୟାକ୍ସିନ୍: ପୁଣି ସନ୍ଦେହଘେରରେ ଟିକାକରଣ, ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନା ବିରୋଧରେ ଲଢ଼େଇ ଜାରି ରହିଛି । ତେବେ ଦେଶରେ ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ତୃତୀୟ ଲହରକୁ ଆଖି ଆଗରେ ରଖି ଟିକାକରଣକୁ ବଢ଼ାଇ ଦିଆଯାଇଛି । ଦେଶରେ କୋଟି କୋଟି ଲୋକ ଏବେ…

ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ: ଆଜି ୧୧୮୩ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…

ସନ୍ନି ଦେଓଲଙ୍କୁ ଚୋଟ ମାରିଲା ବିଷାକ୍ତ ସର୍ପ, ତେଣୁ ରାଗରେ ଜିଅନ୍ତା ଚୋବାଇଦେଲେ, ତା’ପରେ…

ନୂଆଦିଲ୍ଲୀ: ଛତିଶଗଡ଼ର ବନାଞ୍ଚଳ କ୍ଷେତ୍ର ରାଇଗଡ଼ରୁ ଏକ ଅଜବ ମାମଲା ସାମନାକୁ ଆସିଛି । ରାୟଗଡ଼ ଜିଲ୍ଲାର ଧରମଜୟଗଡ଼ ବନାଞ୍ଚଳ ଅଞ୍ଚଳରେ ଜଣେ ଯୁବକ ଏକ ବିଷାକ୍ତ ସର୍ପକୁ ଚୋବାଇ ଦେଇଛନ୍ତି । ଫଳରେ କମ ସମୟ ମଧ୍ୟରେ ଯୁବକଙ୍କ…

ଓଡ଼ିଶାରେ କଡ଼ ଲେଉଟାଇବ କି କରୋନା, ଡେଲଟା ପ୍ଲସ ଓ ୯ଟି ଜିଲ୍ଲାର ସଂକ୍ରମଣ ରାଜ୍ୟ ପାଇଁ ସାଜିବ କାଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଧୀରେଧୀରେ କମି ଆସୁଥିବା ବେଳେ ମୃତ୍ୟୁସଂଖ୍ୟାରେ ରୋକ୍ ଲାଗି ପାରିନଥିଲା । ତେବେ ଏଭଳି ସ୍ଥିତିରେ ସରକାର ଲକଡାଉନ କଟକଣାରେ ସାମାନ୍ୟ କୋହଳ କରିଦେଇଥିଲେ ।…

ରାଜ୍ୟରେ ୪୭ ଜଣଙ୍କର କରୋନାରେ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪…

ଦୋଛକିରେ ରାଜ୍ୟରେ କରୋନାର ସ୍ଥିତି: ଆଜି ୩୫୫୪ ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବର୍ତ୍ତମାନ ଦୋଛକିରେ ପହଞ୍ଚିଛି । ଗୋଟିଏ ଦିନ ସଂକ୍ରମଣ ହ୍ରାସ ପାଇବା ପରେ ପୁଣି ସଂକ୍ରମଣ ବଢ଼ୁଥିବାର ଦେଖାଯାଉଛି । କିଛି ଜିଲ୍ଲାରେ ଏବେ ସଂକ୍ରମଣ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୯.୨୪ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୨୪ ହଜାର ୯୭୨ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୧୧ ଲକ୍ଷ ୭୫…