Breaking News ରାଜ୍ୟରେ ପ୍ରଥମ: କରୋନାରେ ୧୦ ବର୍ଷର ବାଳକର ମୃତ୍ୟୁ Manas Pradhan May 11, 2021 ଭୁବନେଶ୍ୱର, ୧୧ା୫ (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ ମୃତ୍ୟୁ ଓ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ୧୦ ବର୍ଷୀୟ ବାଳକର କରୋନାରେ ମୃତ୍ୟୁ ଘଟିଛି । ବ୍ରହ୍ମପୁର ଏମକେସିଜି…
Breaking News କରୋନା ଲଢ଼େଇ ପାଇଁ ଭାରତକୁ ୧୧୦ କୋଟିର ସହାୟତାର ପ୍ରଦାନ କଲା ଟୁଇଟର Manas Pradhan May 11, 2021 ନୂଆଦିଲ୍ଲୀ, ୧୧ା୫: ଭାରତର କରୋନା ଲଢ଼େଇ ପାଇଁ ମାଇକ୍ରୋବ୍ଲଗିଂ କମ୍ପାନୀ ଟୁଇଟର ୧୧୦ କୋଟିର ସହାୟତା ପ୍ରଦାନ କରିଛି । ଟୁଇଟର ସିଇଓ ଜ୍ୟାକ୍ ଡୋର୍ସି କହିଛନ୍ତି ଯେ, କେୟାର, ଏଡ୍ ଇଣ୍ଡିଆ ଓ ସେୱା ଇଣ୍ଟରନ୍ୟାସନାଲ ୟୁଏସ…
Breaking News ଦେଶରେ ପୁଣି ବଢ଼ିଲା ମୃତ୍ୟୁ, କମିଲା ଆକ୍ରାନ୍ତଙ୍କ ସଂଖ୍ୟା Manas Pradhan May 11, 2021 ନୂଆଦିଲ୍ଲୀ, ୧୧ା୫ : ଦେଶରେ ଆଜି କରୋନା ମୃତ୍ୟୁସଂଖ୍ୟା ବଢ଼ିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୮୭୬ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା…
Breaking News ପିତାମାତାଙ୍କ ମୃତ୍ୟୁର ୪ ବର୍ଷ ପରେ ଜନ୍ମହେଲା ଛୁଆ! ଏହା ସମ୍ଭବ ହେଲା କେମିତି? ଆସନ୍ତୁ ଜାଣିବା Manas Pradhan May 11, 2021 ସାଧାରଣତଃ ଆମେ ଜାଣୁ ଯେ, ଛୁଆକୁ ମାଆ ନଅ ମାସ ଗର୍ଭରେ ଧରିବା ପରେ ଜନ୍ମ ଦେଇଥାଏ । କେବେକେବେବେ ସନ୍ତାନ ୧୨ ମାସରେ ମଧ୍ୟ ଜନ୍ମଗ୍ରହଣ କରିଥାଏ । ଯଦି ଆପଣଙ୍କୁ କୁହାଯିବ ଯେ, ପିତାମାତାଙ୍କ ମୃତ୍ୟୁର ୪ ବର୍ଷ ପରେ ଛୁଆ…
Breaking News ସାବଧାନ ହୋଇଯାଆନ୍ତୁ, ଟିକାକରଣ ପଞ୍ଜିକରଣ ନେଇ ଆସୁଛି ଫେକ୍ ମେସେଜ୍ Manas Pradhan May 11, 2021 ନୂଆଦିଲ୍ଲୀ, ୧୧ା୫: ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଠକମାନେ ଏହାର ଫାଇଦା ନେବାକୁ ବାଟ ଖୋଜୁଛନ୍ତି । ସାଇବର ଲୁଟେରାମାନେ ଲୋକଙ୍କୁ ଟିକା ପଞ୍ଜିକରଣ ପାଇଁ ନକଲି ମେସେଜ୍ ପଠାଉଛନ୍ତି ।…
Breaking News ଅନନ୍ତନାଗରେ ଏନକାଉଣ୍ଟର: ଧରାପଡ଼ିଲେ ୩ ଲସ୍କର-ଇ-ତୋଇବା ଆତଙ୍କବାଦୀ Manas Pradhan May 11, 2021 ଶ୍ରୀନଗର, ୧୧ା୫ (ଓଡିଶା ଭାସ୍କର): ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଯବାନଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ଧରାପଡ଼ିଛନ୍ତି । ବର୍ତ୍ତମାନ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ।…
Breaking News ଦୁଇଟି ଗାଁରେ କରୋନା କହର: ୨୦ ଦିନରେ ୬୪ ଜଣଙ୍କ ମୃତ୍ୟୁ Manas Pradhan May 11, 2021 ଆଗ୍ରା, ୧୧ା୫ (ଓଡିଶା ଭାସ୍କର): ଆଗ୍ରାରେ ଦୁଇଟି ଗ୍ରାମରେ କରୋନାର କହର ଦେଖିବାକୁ ମିଳିଛି । ଲକ୍ଷଣ ଦେଖାଯିବାର ୨୦ ଦିନ ମଧ୍ୟରେ ୬୪ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାକୁ ଲକ୍ଷ୍ୟ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ…
Breaking News ଗାଜା ଷ୍ଟ୍ରିପରେ ସଂଘର୍ଷ: ୨୦ ଜଣଙ୍କ ମୃତ୍ୟୁ Manas Pradhan May 11, 2021 ଜେରୁଜେଲମ୍, ୧୧ା୫ (ଓଡିଶା ଭାସ୍କର): ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଏକ ଭୟଙ୍କର ରକ୍ତପାତ ଘଟିଛି । ଗାଜା ଷ୍ଟ୍ରିପରେ ଘଟିଥିବା ଏହି ସଂଘର୍ଷରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି । ପାଲେଷ୍ଟାଇନର ସ୍ୱାସ୍ଥ୍ୟ ଅଧିକାରୀ ଏହି…
Breaking News ଅଲମ୍ପିକ୍ ଯୋଗ୍ୟତା ହାସଲ କଲେ ପ୍ରଥମ କିନ୍ନର, ପୁରୁଷରୁ ହୋଇଥିଲେ ମହିଳା Manas Pradhan May 10, 2021 ହାମିଲଟନ, ୧୦ା୫: ପ୍ରଥମ ଥର ପାଇଁ ଜଣେ କିନ୍ନର ଅଲମ୍ପିକରେ ଅଂଶଗ୍ରହଣ କରିବେ । ୪୩ ବର୍ଷୀୟା ଲୌରେଲ ହବାର୍ଡ ବୟୋଜ୍ୟେଷ୍ଠ ଭାରୋତ୍ତୋଳିକା ଭାବେ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ସେ ଜଣେ ପୁରୁଷ ହୋଇ ଜନ୍ମ…
Breaking News ବଦଳିଲା ୧ ନମ୍ବର ମାର୍କେଟ ନିୟମ, ରାତି ୩ଟାରୁ କିଣିବେ ହୋଲସେଲ୍ ବେପାରୀ Manas Pradhan May 10, 2021 ଭୁବନେଶ୍ୱର, ୧୦ା୫ (ଓଡିଶା ଭାସ୍କର): ରାଜ୍ୟ ରାଜଧାନୀ ଭୁବନେଶ୍ୱରର ୧ ନମ୍ବର ମାର୍କେଟର ହୋଲସେଲ ନିୟମ ପରିବର୍ତ୍ତନ କରାଯାଇଛି । ଏଣିକି ହୋଲସେଲ୍ ବେପାରୀମାନେ ରାତି ୩ଟାରୁ ସକାଳ ୬ଟା ୩୦ ପର୍ଯ୍ୟନ୍ତ ପରିବା କିଣିବେ ।…