ପୁଣି ଓଲିଉଡ୍ ଆଣିଲା ଗୌରବ: ଓଡ଼ିଆ ଫିଲ୍ମ ‘ଫାଲଗୁନ୍ ଚୈତ୍ର’ ପ୍ରଥମ ଥର ପାଇଁ କାନାଡ଼ାରେ ରିଲିଜ୍ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବହୁମାତ୍ରାରେ କ୍ଷତି ପହଞ୍ଚାଇଥିଲା । ତେବେ କୋଭିଡ-୧୯ ସଂକ୍ରମଣ ହ୍ରାସ ପାଇବା ପରେ ପୁଣି ଥରେ ଓଲିଉଡ ଅଣ୍ଟା ସଳଖି ଚାଲିବାକୁ ପ୍ରୟାସ କରୁଛି…

(Video) ମହିଳା OAS ଅଧିକାରୀଙ୍କୁ ଧୋକ୍କା: ସ୍ୱାମୀ କମ୍ପାନୀ ମ୍ୟାନେଜର ଚାକିରି କରିନାହାନ୍ତି, ବିବାହ ପରେ ଥାନାର ଦ୍ୱାରସ୍ଥ ହେଲେ ପତ୍ନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ବିବାହକୁ ନେଇ ଅନେକ ଠକାମି ଦେଖିବାକୁ ମିଳିଛି । କେଉଁଠି ବିବାହିତ ପୁରୁଷ ମିଛ କହି ଆଉ ଜଣେ ଯୁବତୀଙ୍କୁ ବିବାହ କରୁଛି ତ ଆଉ କେଉଁଠି ବିବାହିତା ମହିଳା ଆଉ ଜଣେ ପୁରୁଷଙ୍କୁ…

ଆଜି ବି ବଞ୍ଚିଛି ଯଶୋଦାର ମମତା: ଶହ ଶହ ଶିଶୁଙ୍କୁ ନୂଆ ଜୀବନ ଦେଉଛନ୍ତି ମାଆ ନିବେଦିତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମାଜ ଏତେ କୁପଥ ଆଡ଼କୁ ଚାଲିଯାଇଛି ଯେ ଏଠି ଭଲ ଲୋକଙ୍କୁ ବି ବିଶ୍ୱାସ କରିହେଉନି । ଏପରି ସ୍ଥିତିରେ ମାତୃସମ ମମତା ଖୋଜିବା ସତେ ଯେମିତି ନର୍କରେ ଅମୃତ ଖୋଜିବା ସହିତ ସମାନ । ତେବେ…

(Video) ‘ପୁଷ୍ପା-୨’ରେ ଓଡ଼ିଆ ପୁଅ: ମିଥୁନଙ୍କ ଦମଦାର ଅଭିନୟ ଦେଖି ଅଲ୍ଲୁ ଅର୍ଜୁନ ଛାନିଆ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା’ ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍ ହେବା ପରେ ଏବେ ‘ପୁଷ୍ପା-୨’କୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ତେବେ ସବୁଠାରୁ ବଡ଼ କଥା ହେଉଛି…

କିଏ ହେବ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ: ସିଦ୍ଧରମୈୟା ନା ଶିବକୁମାର, କିଏ ଜନତାଙ୍କ ପ୍ରଥମ ପସନ୍ଦ

ନୂଆଦିଲ୍ଲୀ: ଘୋଷଣା ହୋଇଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ । ଶାସକ ବିଜେଡିର ଦୁର୍ଗକୁ ଧ୍ୱସ୍ତବିଧ୍ୱସ୍ତ କରି ସରକାର ଗଠନ କରିବାକୁ ଯାଉଛି କଂଗ୍ରେସ । ରାଜ୍ୟର ମୋଟ ୨୨୪ଟି ଆସନ ମଧ୍ୟରୁ କଂଗ୍ରେସ ୧୩୫ଟି,…

ରାଜଧାନୀରେ ଅଘଟଣ: RMRC କ୍ୟାମ୍ପସରେ ଅଗ୍ନିକାଣ୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏକ ବଡ଼ ଅଘଟଣ ଘଟିଛି । ରାଜଧାନୀ ସ୍ଥିତ ଆଞ୍ଚଳିକ ଚିକିତ୍ସା ଗବେଷଣା କେନ୍ଦ୍ର (ଆରଏମଆରସି) କ୍ୟାମ୍ପରେ ଏକ ଅଗ୍ନିକାଣ୍ଡ ଘଟିଛି । କ୍ୟାମ୍ପସର ଷ୍ଟୋର ରୁମରେ ଏହି…

ସମ୍ବଲପୁରରେ ଚାଞ୍ଚଲ୍ୟ: ମାଆ ଓ ଦୁଇ ଛୁଆଙ୍କୁ ଜଘନ୍ୟ ହତ୍ୟା, ୫ ଦିନ ପର୍ଯ୍ୟନ୍ତ ଘରକୁ ତାଲା ପକାଇଲା କିଏ, ସନ୍ଦେହ ଘେରରେ ଜଣେ ଯୁବକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଆମ ସମାଜରେ ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ଗୋଟିଏ ପରିବାରର ଏକାଧିକ ସଦସ୍ୟ ଗୋଟିଏ ଜୁଇରେ ଜଳିବା ସତରେ ଖୁବ୍ ଯନ୍ତ୍ରଣାଦାୟକ । ତେବେ ଏଭଳି ଏକ ବେଦନାଦାୟକ ଘଟଣା…

ବିଷାକ୍ତ ମଦ ସାଜିଲା କାଳ: ୩ ଜଣଙ୍କ ମୃତ୍ୟୁ, ୩୦ ଜଣ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଯେତେ ସଚେତନତା ସୃଷ୍ଟି କରାଗଲେ ମଧ୍ୟ ମଦ୍ୟପାନ ଉପରେ ରୋକ ଲାଗି ପାରୁନାହିଁ । ମଦ୍ୟପାନ କାରଣରୁ ଦୈନନ୍ଦିନ ଜୀବନରେ ଅନେକ ଦୁର୍ଘଟଣା ଘଟି ବହୁଲୋକ ମୃତାହତ ହେଉଛନ୍ତି । ମଦ କାରଣରୁ ଅନେକ ପରିବାର ବର୍ବାଦ…

ଦଶମ, ଦ୍ୱାଦଶଙ୍କ ପାଇଁ ଆସିଲା ନିଯୁକ୍ତି: ଓଡ଼ିଶା ସରକାରଙ୍କ ଅଧିନରେ କରନ୍ତୁ ସରକାରୀ ଚାକିରି

ସରକାରୀ ଚାକିରି ଖୋଜୁଥିବା ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ସରକାରଙ୍କ ତରଫରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ଦଶମ ଓ ଦ୍ୱାଦଶ ପାସ କରିଥିଲେ ପ୍ରାର୍ଥୀମାନେ ଏହି ଚାକିରି ପାଇପାରିବେ ।…

ବ୍ରିଟେନରୁ ଭାରତକୁ ଫେରିବ କୋହିନୂର: ମୋଦୀ ସରକାରଙ୍କ ଯୋଜନାର ନେତୃତ୍ୱ ନେଉଛି ASI- ରିପୋର୍ଟ

ନୂଆଦିଲ୍ଲୀ: ଭାରତର ବହୁ ମୂଲ୍ୟବାନ କୋହିନୂର ହୀରା ପୁନର୍ବାର ଦେଶକୁ ଫେରିବା ନେଇ ଅନେକ ଥର ଅନେକ ଚର୍ଚ୍ଚା ହୋଇଛି । ମାତ୍ର କୋହିନୂର ଭାରତ ଫେରିବା ସମ୍ଭବ ହୋଇନାହିଁ । ବହୁ ବର୍ଷ ପୂର୍ବେ ଇଂରେଜମାନେ କୋହିନୂରକୁ…