UGCର ବଡ଼ ନିଷ୍ପତ୍ତି: ଏଣିକି ଓଡ଼ିଆ ଭାଷାରେ ବିଶ୍ୱବିଦ୍ୟାଳୟ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ, ସମସ୍ତ ୟୁନିଭରସିଟିକୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ସହିତ ୧୩ଟି ଆଞ୍ଚଳିକ ଭାଷାରେ ଷ୍ଟାଫ୍ ସିଲେକ୍ସନ ଆୟୋଗ (ଏସଏସସି) ମଲ୍ଟି ଟାସ୍କିଂ (ଏମଟିଏସ) ପରୀକ୍ଷା ଆୟୋଜନ ନେଇଗତ ୧୮ ତାରିଖରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା…

ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନରେ ଓଡ଼ିଆ ନାମଫଳକ ବାଧ୍ୟତାମୂଳକ: କଠୋର ହେବ ନିୟମ, ଶ୍ରମ ବିଭାଗର ଚେତାବନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆବର୍ଷରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ଓଡ଼ିଆ ନାମଫଳକ ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାରଙ୍କ ତରଫରୁ ନିୟମ ପ୍ରଣୟନ କରାଯାଇଥିଲା । ସେଥିପାଇଁ ଗତବର୍ଷ ଡିସେମ୍ବର ମାସରେ…

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ସରକାରଙ୍କ ତରଫରୁ ପୁଣି ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତରଫରୁ ଅନେକ ପଦ ପାଇଁ ନିଯୁକ୍ତି ବିଜ୍ଞାପନ…

RBI ୮ଟି ବ୍ୟାଙ୍କର ଲାଇସେନ୍ସ ବାତିଲ କଲା: ଆପଣଙ୍କର ଆକାଉଣ୍ଟ କେଉଁ ବ୍ୟାଙ୍କରେ ଅଛି

ନୂଆଦିଲ୍ଲୀ: ଗତ କିଛିବର୍ଷ ଧରି ନିୟମ ଉଲ୍ଲଂଘନ କ୍ଷେତ୍ରରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦେଖାଯାଉଛି । କିଛି ବ୍ୟାଙ୍କର ଲାଇସେନ୍ସ ବାତିଲ କରାଯିବା ସହିତ ଆଉ କିଛି…

ଦେଶର ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତି-ରାଜ୍ୟପାଳ କିପରି ଗିରଫ ହୋଇଥାନ୍ତି: ଭାରତରେ ଏ ବାବଦରେ କ’ଣ ରହିଛି ନିୟମ?

ନୂଆଦିଲ୍ଲୀ: ଗତ ୧୬ ତାରିଖ ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ) ପକ୍ଷରୁ ୯ ଘଣ୍ଟା ଧରି…

ପୁରୁଣା ଭାଇରସରୁ ତିଆରି ହେବ କ୍ୟାନସର ମେଡିସିନ: ମଣିଷର DNA ଓ ପୂର୍ବପୁରୁଷଙ୍କୁ ନେଇ ମିଳିଲା ନୂଆ ତଥ୍ୟ

ନୂଆଦିଲ୍ଲୀ: ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ସହିତ ମଣିଷର ଲାଇଫଷ୍ଟାଇଲ ମଧ୍ୟ ବଦଳିବାରେ ଲାଗିଛି । ମଣିଷର ଖାଦ୍ୟପେୟ, ବେଶ ପୋଷାକ, ଚିନ୍ତାଧାରା ସବୁକିଛି ବଦଳିବାରେ ଲାଗିଛି । ଫଳରେ ମଣିଷକୁ ନୂଆ ନୂଆ ବୀମାରୀ ଶିକାର…

ଝାରସୁଗୁଡ଼ା ଉପନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୦ ତାରିଖରେ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜର ନିଜର…

(Video) ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ: ଲୋକମାନେ ପ୍ରାଣ ବିକଳରେ ତଳକୁ ଡେଇଁଲେ, ୨୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଗ୍ରୀଷ୍ମ ସିଜିନ ଚାଲିଥିବା ବେଳେ ଜନସାଧାରଣ ତାତିରେ ଛଟପଟ ହେଉଛନ୍ତି । ଏଭଳି ସ୍ଥିତିରେ ଯଦି କୌଣସି ସ୍ଥାନରେ ଅଗ୍ନିକାଣ୍ଡ ଘଟେ, ତେବେ ପରିସ୍ଥିତି ଆହୁରି ବିଗିଡ଼ିଯିବାର ସମ୍ଭାବନା…

ଲୋକସଭା ଭବନରେ ଖୋଲିବ କ୍ରେଚ: ଆରମ୍ଭ ହେବ ରେଜିଷ୍ଟ୍ରେସନ, ମାନିବାକୁ ପଡ଼ିବ ଗାଇଡଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ରାଜଧାନୀ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ସରକାରୀ କର୍ମଚାରୀଙ୍କ ପାଇଁ ଏଣିକି ଲୋକସେବା ଭବନରେ ଖୋଲିବ କ୍ରେଚ । ୬…

ଓଡ଼ିଶାରେ ପ୍ରଥମ: ରାଜ୍ୟରେ ଗଠନ ହେବ ‘ବାଣିଜ୍ୟ ପରିଷଦ’: ୨୫ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ହେବେ ଉପକୃତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ସକାଶେ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, କୃଷିଠାରୁ…