OAVS ନିଯୁକ୍ତି: ଖାଲି ଅଛି ଏକ ହଜାର ପୋଷ୍ଟ, ୧୦ ତାରିଖ ପରେ ଆବେଦନ ବନ୍ଦ
ଓଡ଼ିଶାର ଚାକିରି ଆଶାୟୀଙ୍କ ଏକ ବଡ଼ ସୁଯୋଗ । ଏକ ହଜାରରୁ ଅଧିକ ପଦ ପାଇଁ ନିଯୁକ୍ତି ବାହାରିଛି । ମାତ୍ର ଦୁଇ ଦିନ ପାଇଁ ଏହି ସୁଯୋଗ ରହିଛି । ଆସନ୍ତା ୧୦ ତାରିଖ ଅପରାହ୍ଣ ୫ଟା ପରେ ଆପଣମାନେ ଆଉ ଆବେଦନ କରିବାକୁ ସୁଯୋଗ…