ସମସ୍ତ ଛାତ୍ରୀଙ୍କୁ ମିଳିବ ୬ ମାସର ମାତୃତ୍ୱ ଛୁଟି: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବିଶ୍ୱବିଦ୍ୟାଳୟର ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କୁ କେରଳ ୟୁନିଭରସିଟି ପକ୍ଷରୁ ପିରିଅଡସ ଲିଭ ପରେ ଏବେ ମାତୃତ୍ୱ ଛୁଟି ଉପହାର ଦିଆଯାଇଛି । ବିଶ୍ୱବିଦ୍ୟାଳୟର ପକ୍ଷରୁ ଏ ବାବଦରେ ନିୟମ ଜାରି ମଧ୍ୟ କରାଯାଇଛି । ଏହି ପଦକ୍ଷେପ ଫଳରେ…