(Video) ୧୨ ବର୍ଷୀୟ ବାଳିକା ସମେତ ୭ ଜଣଙ୍କୁ ଗୁଳିକରି ହତ୍ୟା: ଗେମରେ ହାରିବା ପରେ ଖେଳାଳିଙ୍କୁ ପରିହାସ କରିବା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଅନେକ ସମୟରେ ସାମାନ୍ୟ କଥାରୁ ବଡ଼ ଅଘଟଣ ଦେଖିବାକୁ ମିଳିଥାଏ । ଏପରିକି କିଛି ଲୋକ ଛୋଟ ପରିହାସକୁ ସହ୍ୟ କରି ନପାରି ହତ୍ୟା କରିବାକୁ ପଛାଇ ନଥାନ୍ତି । ନିକଟରେ ବ୍ରାଜିଲରେ ଏଭଳି ଏକ ଘଟଣା ଦେଖିବାକୁ…

ଟ୍ରକ-ପିକଅପ୍ ଭୟଙ୍କର ଦୁର୍ଘଟଣା: ଚାଲିଗଲା ୧୧ ଜଣଙ୍କ ଜୀବନ, ୨୦ ଜଣ ଆହତ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସଡ଼କ ଦୁର୍ଘଟଣା ଏକ ବଡ଼ ସମସ୍ୟା ପାଲଟିଛି । କେତେବେଳେ କାହାର ଜୀବନ ଚାଲିଯାଉଛି ତାହା କହିହେଉ ନାହିଁ । ଏପରିକି ଅନେକ ସମୟରେ ଗୋଟିଏ ପରିବାରର ସମସ୍ତ ସଦସ୍ୟ ଅକାଳରେ ଆରପାରିକୁ…

ଯାଞ୍ଚ ହେବ ସରକାରୀ ଓ ଘରୋଇ ସଂସ୍ଥାର ଡାକ୍ତରଙ୍କ ପ୍ରମାଣପତ୍ର: DMET ଓ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଭିନ୍ନ ସମୟରେ ରାଜ୍ୟରୁ ନକଲି ଡାକ୍ତର ଚିହ୍ନଟ ହେଉଛନ୍ତି । ନକଲି ଡାକ୍ତରଙ୍କ ଦ୍ୱାରା ଚିକିତ୍ସିତ ହେବା ପରେ ରୋଗୀଙ୍କ ଅବସ୍ଥା ବିଗୁଡ଼ୁଥିବା ବେଳେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ…

ରାଜ୍ୟରେ ଗଠନ ହେବ ୧୨୦୦ ନୂଆ PACS: କାର୍ଯ୍ୟକ୍ଷମ ହେବ ରାଜ୍ୟର ସମସ୍ତ ମାଇକ୍ରୋ ଏଟିଏମ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସରତ ରହିଛନ୍ତି । ତେବେ ଚାଷ କାର୍ଯ୍ୟ ପାଇଁ ଋଣ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ । କୃଷକଙ୍କ ସୁବିଧା ପାଇଁ…

ଗୋପାଳପୁର ଆସନରୁ ବିଧାୟକ ଭାବେ ଲଢ଼ିବେ ସିଦ୍ଧାନ୍ତ! ଆସୁଛି ୨୦୨୪ ନିର୍ବାଚନ, ପ୍ରଦୀପଙ୍କ ପାଇଁ ସତର୍କ ଘଣ୍ଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନ । ସେଥିପାଇଁ ରାଜ୍ୟରେ ପୁଣି ଥରେ କ୍ଷମତା ହାସଲ କରି ସରକାର ଗଠନ ଲକ୍ଷ୍ୟରେ ରହିଛି ବିଜେଡି । ତେଣୁ ନିର୍ବାଚନ ପୂର୍ବରୁ ନିଜର ସଂଗଠନକୁ…

ପ୍ରକାଶ ପାଇଲା ଅର୍ଥନୈତିକ ସର୍ଭେ ରିପୋର୍ଟ: ୨୦୨୨-୨୩ ବର୍ଷରେ ଅଭିବୃଦ୍ଧି ହାର, ମୁଣ୍ଡପିଛା ଆୟ କେତେ ରହିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବିଧାନସଭାର ବଜେଟ ଅଧିବେଶନରେ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଅଭିବୃଦ୍ଧି ୭.୮ ପ୍ରତିଶତ ରହିବା ନେଇ ଆକଳନ କରଯାଇଛି । ଜାତୀୟ ଅଭିବୃଦ୍ଧି…

‘ମୁଁ ସିଙ୍ଗଲ ଅଛି ମୋ ବୟଫ୍ରେଣ୍ଡ କିଏ ହେବ’: ୧୦୦ ଜଣଙ୍କୁ ଗୋଲାପ ଦେଇ ପ୍ରପୋଜ୍ କଲେ ରାଜଧାନୀର ସୁନ୍ଦରୀ ଯୁବତୀ

ନୂଆଦିଲ୍ଲୀ: ନିକଟରେ ଭାଲେଣ୍ଟାଇନ୍ସ ସପ୍ତାହ ସମାପ୍ତ ହୋଇଥିବା ବେଳେ ପ୍ରେମୀଯୁଗଳଙ୍କ ମଧ୍ୟରେ ନୂଆ ନୂଆ ଷ୍ଟାଇଲର ଲଭ୍, ରୋମାନସ ଦେଖିବାକୁ ମିଳିଥିଲା । ତେବେ ଏବେ ବି ଦେଶର ବିଭିନ୍ନ ଜାଗାରେ ଲଭର ଫିଭର ଦେଖିବାକୁ…

ମହାକାଶ ଯାତ୍ରା ୨ ଘଣ୍ଟାରେ! ଆପଣଙ୍କ ସ୍ୱପ୍ନ ପୂରଣ କରିବ ବେଲୁନ୍, ଆସୁଛି ଏକ ମଜାଦାର ଯୋଜନା

ନୂଆଦିଲ୍ଲୀ: ଦିନକୁ ଦିନ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଆଗକୁ ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଆପଣମାନେ ଯଦି ମହାକାଶ ଯାତ୍ରା କରିବାକୁ ଚାହୁଁଥାନ୍ତି, ତେବେ ଆପଣଙ୍କର ଏହି ସ୍ୱପ୍ନ ଖୁବଶୀଘ୍ର ପୂରଣ ହେବ ।…

କଂଗ୍ରେସରୁ ଇସ୍ତଫା ଦେଲେ ସି. ରାଜଗୋପାଳଚାରୀଙ୍କ ନାତି ସି.ଆର କେସବନ

ନୂଆଦିଲ୍ଲୀ: ଆଗକୁ ୨୦୨୪ ଲୋକସଭା ଓ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ କଂଗ୍ରେସରୁ ଜଣେ ବଡ଼ ନେତା ଇସ୍ତଫା ଦେଇଛନ୍ତି । ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ସି.…

(Video) ‘Zombie Drug’କୁ ନେଇ ଆମେରିକାରେ ବଢ଼ିଲା ନୂଆ ବିପଦ: ବ୍ୟବହାରକାରୀଙ୍କ ଶରୀରରେ ଛିଦ୍ର ସୃଷ୍ଟି କରୁଛି ଡ୍ରଗ

ନୂଆଦିଲ୍ଲୀ: ଜମ୍ବି ଭାଇରସକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଜମ୍ବି ଡ୍ରଗସ ସେବନ କରିବା ପରେ ଲୋକଙ୍କର ଶରୀରରେ ଛିଦ୍ର ସୃଷ୍ଟି ହେଉଥିବା ଜଣାପଡ଼ିଛି । ଗତବର୍ଷ ଏ ବାବଦରେ କିଛି ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ।…