AIDS-HIV ସଂକ୍ରମଣ କିପରି ହୋଇଥାଏ: କିସ୍ କଲେ, ଛୁଇଁଲେ ଓ ସେକ୍ସ କଲେ ଏହି ଘାତକ ବିମାରୀ ବ୍ୟାପେ କି, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ: ଆଜିର ସମୟରେ ଏଡସ ଏକ ଭୟଙ୍କର ବିମାରୀ । ଏହା ଏକ ଘାତକ ବିମାରୀ ହୋଇଥିବା ବେଳେ ଆଜି ବି ଅନେକ ଲୋକ ଏହା ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ ନାହାନ୍ତି । ଏହି ରୋଗକୁ ନେଇ ଲୋକଙ୍କ ମନରେ ବହୁ ଅନ୍ଧବିଶ୍ୱାସ…