ମିଠା ଖାଇବା ପରେ ପାଣି ପିଇବା ଏତେ ଭୟଙ୍କର: ପେଟରେ ବିଷକ୍ରିୟା ସୃଷ୍ଟି ହେବ, ବ୍ଲଡ ଶୁଗର ସ୍ତର ବୃଦ୍ଧି ପାଇବ-ରିସର୍ଚ୍ଚ

ନୂଆଦିଲ୍ଲୀ: ଆମେ ଦୈନନ୍ଦିନ ଜୀବନରେ ଖାଦ୍ୟପେୟକୁ ନେଇ ଏପରି ଅନେକ ଭୁଲ୍ କରିଥାଉ । ମାତ୍ର ଏହି ଭୁଲର ପରିଣାମ ଯେ କେତେ ଭୟଙ୍କର ହୋଇଥାଏ, ତାହା ଆମକୁ ଜଣାନଥାଏ । କିଛି ଲୋକ ମିଠା ଖାଇବା ପରେ ଢକଢକ କରି ପାଣି ପିଇ…

UGC ଜାରି କଲା ନୂଆ ଗାଇଡଲାଇନ୍ସ: ଗୋଟିଏ ଶିକ୍ଷାନୁଷ୍ଠାନର ଶିକ୍ଷକ ଅନ୍ୟ ଶିକ୍ଷାନୁଷ୍ଠାନକୁ ଯାଇ କିମ୍ବା ଅନଲାଇନରେ ପଢ଼ାଇ ପାରିବେ

ନୂଆଦିଲ୍ଲୀ: ଦେଶରେ ଶିକ୍ଷାର ବିକାଶ ପାଇଁ ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ତରଫରୁ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଇଥାଏ । ତେବେ ନିକଟରେ ୟୁଜିସି ପକ୍ଷରୁ ଏକ ନୂଆ ଗାଇଡଲାଇନ୍ସ ଜାରି କରାଯାଇଛି । ଏଣିକି…

ପୁଣି ନବୀନ ନମ୍ବର-୧: ମୁଡ୍ ଅଫ୍ ନେସନ ସର୍ଭେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦେଶର ପ୍ରିୟ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ଜାତୀୟ ସ୍ତରରେ ଚମକିଛନ୍ତି ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଡ୍ ଅଫ୍ ନେସନ ସର୍ଭେରେ ନବୀନ ଏକ ନମ୍ବର ଆସନ ଅଳଙ୍କୃତ କରିଛନ୍ତି । ଇଣ୍ଡିଆ ଟୁଡେର ମୁଡ୍ ଅଫ୍…

ମଦ୍ୟପାନ ଓ ଇଣ୍ଟରନେଟ୍ ମଣିଷର ଦୁଇଟି ବଡ଼ ଶତ୍ରୁ, ଏହି କୁଅଭ୍ୟାସ ପାଇଁ ଦାୟୀ କିଏ? ରିସର୍ଚ୍ଚରୁ ମିଳିଲା ବଡ଼ ତଥ୍ୟ

ନୂଆଦିଲ୍ଲୀ: ଦିନକୁ ଦିନ ମଣିଷର ଖାଦ୍ୟପେୟ, ଲାଇଫଷ୍ଟାଇଲ ବଦଳିବାରେ ଲାଗିଛି । ମଣିଷ ବିଜ୍ଞାନ କ୍ଷେତ୍ରରେ ଯେତିକି ଆଗକୁ ଯାଉଛି, ସ୍ୱାସ୍ଥ୍ୟ ଓ ରୋଗ ସମସ୍ୟା କ୍ଷେତ୍ରରେ ସେତିକି ପଛକୁ ଯାଉଛି । ତେବେ ଆଜିର ସମୟରେ…

ଟେନିସରୁ ଅବସର ନେଲେ ସାନିଆ: ବିଦାୟୀ ମ୍ୟାଚରେ ରୋକିପାରିଲେନି ଆଖିର ଲୁହ

ନୂଆଦିଲ୍ଲୀ: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଆଜି ଗ୍ରାଣ୍ଡସ୍ଲାମ ଟେନିସରୁ ଅବସର ନେଇଛନ୍ତି । ତେବେ ବିଦାୟୀ ମ୍ୟାଚରେ ସାନିଆଙ୍କ ଆଖିରୁ ଝରି ପଡ଼ିଥିଲା କେଇ ଟୋପା ଲୁହ, ଯାହାକୁ ସେ ରୋକି ପାରିନଥିଲେ । ଆଜି…

ଆପେଆପେ ଜଳିବ, ଆପେଆପେ ଲିଭିବ: କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ, ବିଜୁଳି ବିଲ୍ ଆସିବ ଶୂନ, ବ୍ୟବହାର କରନ୍ତୁ ଖାସ୍ ଲାଇଟ

ନୂଆଦିଲ୍ଲୀ: ଆଜିର ସମୟରେ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ସାଙ୍ଗକୁ ବିଜୁଳି ବିଲ୍ ବୃଦ୍ଧି ଏକ ବଡ଼ ସମସ୍ୟା । ଏଥିରୁ ମୁକ୍ତି ପାଇବା ପାଇଁ ସମସ୍ତେ ଦିନରାତି ଚିନ୍ତିତ ରହିଥାନ୍ତି । ତେବେ ଏହି ସମସ୍ୟାରୁ ମୁକ୍ତି…

ହକି ବିଶ୍ୱକପ୍ ମହାଲଢ଼େଇ: ଜର୍ମାନୀ-ବେଲଜିୟମ ମଧ୍ୟରେ ହେବ ଫାଇନାଲ ମୁକାବିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ହକି ବିଶ୍ୱକପ ୨୦୨୩ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଆଜି ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ମାତ୍ ଦେଇ ଫାଇନାଲରେ ପହଞ୍ଚିଥିଲା ଜର୍ମାନୀ । ଏହା ମଧ୍ୟରେ…

ମୁମ୍ବାଇ BJP ପ୍ରଦେଶ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ମୁମ୍ବାଇ ବିଜେପି ପ୍ରଦେଶ ଅଧ୍ୟକ୍ଷ ଆଶିଷ ଶେଲାରଙ୍କୁ ହତ୍ୟା ଧମକ ମିଳିଛି । ଆଶିଷଙ୍କ ବାନ୍ଦ୍ରା ସ୍ଥିତ ଅଫିସକୁ ଏକ ଧମକଭରା ଚିଠି ଆସିଛି । ତେବେ ଶେଲାରଙ୍କୁ ଟୁକଡ଼େ ଟୁକଡ଼େ କରି ଦିଆଯିବ ବୋଲି ଅଭିଯୁକ୍ତ…

Reliance Jioର ୯୧ ଟଙ୍କିଆ ପ୍ଲାନ: ଡାଟା ସାଙ୍ଗକୁ ମିଳୁଛି କଲିଂ ଓ ଏସଏମଏସ୍ ବେନିଫିଟ୍

ନୂଆଦିଲ୍ଲୀ: ଦିନକୁ ଦିନ ଇଣ୍ଟରନେଟର ଚାହିଦା ବଢ଼ୁଥିବା ଥିବା ବେଳେ ଟେଲିକମ କମ୍ପାନୀମାନେ ମଧ୍ୟ ନୂଆ ନୂଆ ପ୍ଲାନ୍ ଆଣିବାରେ ବ୍ୟସ୍ତ । ତେବେ ଏହା ମଧ୍ୟରେ ଦେଶର ସର୍ବବୃହତ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଏକ ଶସ୍ତା…

ହକି ବିଶ୍ୱକପ୍ ସେମି ମୁକାବିଲା: ଫାଇନାଲରେ ଜର୍ମାନୀ, ହାରିଲା ଅଷ୍ଟ୍ରେଲିଆ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ହକି ବିଶ୍ୱକପ ୨୦୨୩ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଆଜି ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ମାତ୍ ଦେଇ ଫାଇନାଲରେ ପହଞ୍ଚିଛି ଜର୍ମାନୀ । ଆଜି ଦ୍ୱିତୀୟ ସେମି…