ଏଲନ ମସ୍କଙ୍କ ବଡ଼ ଘୋଷଣା: ଆସନ୍ତା ସପ୍ତାହରେ Twitterରେ ଆସିବ ଏକ ନୂଆ ଫିଚର
ନୂଆଦିଲ୍ଲୀ: ମାଓକ୍ରୋ ବ୍ଲଗିଂ ସେବା ପ୍ରଦାନକାରୀ ସଂସ୍ଥା ଟ୍ୱିଟରକୁ କିଣିବା ପରେ ଏଲନ ମସ୍କ ଅନେକ କିଛି ପରିବର୍ତ୍ତନ କରିଛନ୍ତି । ତେବେ ଟ୍ୱିଟରର ସିଇଓ ଏଲନ ମସ୍କ ଏକ ବଡ଼ ଘୋଷଣା କରିଛନ୍ତି । ଏହି ସୋସିଆଲ ମିଡ଼ିଆ…