ମିଳିଲା ରାଜଶ୍ରୀଙ୍କ ମୃତଦେହ: ମହିଳା କ୍ରିକେଟରଙ୍କ ନିଖୋଜ ଘଟଣାରେ ନୂଆ ମୋଡ଼
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୧୧ ତାରିଖରୁ ନିଖୋଜ ରହିଥିବା ରାଜ୍ୟର ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କୁ ନେଇ ଆସିଛି ଏକ ଦୁଃଖଦ ଖବର । ରାଜଶ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଛି । ଗୁରୁଡ଼ିଝାଟିଆ…