ପୁଣି ଫେରିବ ଶୀତର ଲହରୀ! କେଉଁ ରାଜ୍ୟରେ, କେବେ ଓ କେତେ ଡିଗ୍ରୀ ତାପମାତ୍ରା ଖସିବ, IMD ଆଲର୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶର ଅଧିକାଂଶ ସ୍ଥାନରେ ଜନସାଧାରଣ ଭୀଷଣ ଶୀତରେ କଲବଲ ହେଉଛନ୍ତି । ଏହା ମଧ୍ୟରେ ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ଆଗକୁ…

SpiceJet ଫ୍ଲାଇଟରେ ବମ୍ ଆତଙ୍କ: ଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ, ସର୍ଚ୍ଚ ଅପରେସନ ଜାରି

ନୂଆଦିଲ୍ଲୀ: ଦିଲ୍ଲୀରୁ ପୁଣେ ଯାଉଥିବା ସ୍କାଇସଜେଟର ଏକ ବିମାନରେ ବମ୍ ଥିବା ନେଇ ସୂଚନା ମିଳିଛି । ଏହି ଘଟଣାକୁ ନେଇ ଯାତ୍ରୀମାନେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ଏୟାରପୋର୍ଟ ଅଧିକାରୀମାନେ ବିମାନକୁ ଉଡ଼ାଣ…

ଦିଲ୍ଲୀ ଯୁବତୀଙ୍କ ମୃତ୍ୟୁ ଘଟଣା: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ, PCR ପୋଲିସ ସସପେଣ୍ଡ, DCPଙ୍କୁ ରିପୋର୍ଟ ତଲବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତମାସ ୩୧ ତାରିଖ ବିଳମ୍ବିତ ରାତ୍ରିରେ ଦିଲ୍ଲୀରେ ଘଟିଥିବା ମର୍ମନ୍ତୁଦ ଘଟଣା ସାରା ଦେଶକୁ ଚହଲାଇ ଦେଇଥିଲା । ପ୍ରଥମେ ଏହି ଘଟଣା ଏକ ସାଧାରଣ ମୃତ୍ୟୁ ପରି ଜଣାପଡ଼ୁଥିଲା ବେଳେ ପରେ ଏହି…

ଯୁକ୍ତଦୁଇ ପରୀକ୍ଷା କେନ୍ଦ୍ରରେ CCTV ବାଧ୍ୟତାମୂଳକ: ନ ମାନିଲେ କାର୍ଯ୍ୟାନୁଷ୍ଠାନ, କଡ଼ା ପଦକ୍ଷେପ ନେଲା CHSE

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାର୍ଚ୍ଚ ମାସ ପହିଲାରୁ ରାଜ୍ୟରେ ଯୁକ୍ତଦୁଇ ଥିଓରି ପରୀକ୍ଷା ଆରମ୍ଭ ହେବ । ଏପ୍ରିଲ ମାସ ୫ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଅନ୍ୟପକ୍ଷରେ…

ସମ୍ବିଧାନ ନା ସଂସଦ କିଏ ବଡ଼: ଉପରାଷ୍ଟ୍ରପତିଙ୍କ ବୟାନକୁ ନେଇ ତେଜିଲା ବିବାଦ

ନୂଆଦିଲ୍ଲୀ: ଭାରତରେ ସମ୍ବିଧାନ ନା ସଂସଦ କିଏ ବଡ଼ । ଏହାକୁ ନେଇ ଅନେକ ସମୟରେ ବାଦବିବାଦ ଦେଖିବାକୁ ମିଳିଥାଏ । ତେବେ ଏହି ମାମଲାରେ ଏକ ବଡ଼ ବୟାନ ଦେଇଛନ୍ତି ଦେଶର ଉପରାଷ୍ଟ୍ରପତି ଜଗଦୀପ ଧନକର । ଉପରାଷ୍ଟ୍ରପତି ସଂସଦ…

ଓଡ଼ିଶା ରାଜନୀତିରେ ଏଣ୍ଟ୍ରି ମାରିବ AAP: ଆପ୍ଲାଏ ହେବ ଦିଲ୍ଲୀ-ପଞ୍ଜାବର ବିଜୟ ଫର୍ମୂଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ ବିଧାନସଭା ନିର୍ବାଚନରେ ଓଡ଼ିଶାରେ ଦେଖିବାକୁ ମିଳିବ ହେଭି ଟକ୍କର । ଶାସକ ବିଜେଡି ଏଥିପାଇଁ ପୂର୍ବରୁ ରଣନୀତି ପ୍ରସ୍ତୁତି ଆରମ୍ଭ କରିସାରିଥିବା ବେଳେ ନବୀନ ପଟ୍ଟନାୟକଙ୍କ…

ସୋସିଆଲ ମିଡ଼ିଆ ପାଇଁ ଶିଶୁଙ୍କ ମସ୍ତିଷ୍କର ଆକାର ଛୋଟ ହୋଇ ଯାଉଛି: ବ୍ରେନର ବିକାଶ ହେଉନି, ବଢ଼ୁଛି ଚାପ ସମସ୍ୟା, ନୂଆ ରିସର୍ଚ୍ଚ ରିପୋର୍ଟ

ନୂଆଦିଲ୍ଲୀ: ଦିନକୁ ଦିନ ସୋସିଆଲ ମିଡ଼ିଆର ପ୍ରାଧାନ୍ୟ ଆମ ସମାଜରେ ବଢ଼ିବାରେ ଲାଗିଛି । ଫଳରେ ଛୋଟପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିମାନେ ଏହି ମାୟାରେ ବାୟା ହେବାରେ ଲାଗିଛନ୍ତି । ସୋସିଆଲ ମିଡ଼ିଆର ନକାରାତ୍ମକ…

HPCL ପକ୍ଷରୁ ବାହାରିଲା ୧୦୦ଟି ପଦବୀ: ଆସନ୍ତା ୧୪ ତାରିଖ ସୁଦ୍ଧା ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ହିନ୍ତୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚପିସିଏଲ) ପକ୍ଷରୁ ୧୦୦ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଗ୍ରାଜୁଏଟ ଆପ୍ରେଣ୍ଟାଇସ୍…

ଆସନ୍ତା ୧୬ ତାରିଖରେ ଓଡ଼ିଶାରେ ପହଞ୍ଚିବ ବିଜୁଙ୍କ ଡାକୋଟା! ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ଡାକୋଟା ଖୁବଶୀଘ୍ର ଓଡ଼ିଶା ଫେରିବ । ପୂର୍ବରୁ ଏନେଇ ରାଜ୍ୟ ସରକାରଙ୍କ ତରଫରୁ ପ୍ରକ୍ରିୟା ଆରମ୍ଭ…

ଖୁଚୁରା କଏନ ନନେଲେ ଜେଲ୍! ବ୍ୟାଙ୍କ, ଜନସାଧାରଣ, ବ୍ୟବସାୟୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ, ସ୍ପଷ୍ଟୀକରଣ ଦେଲା RBI

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ କଏନ୍ ବଜାରରେ ସନ୍ତୁଳନା ରକ୍ଷା କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ୧ ଟଙ୍କିଆ, ୨ ଟଙ୍କିଆ, ୫ ଟଙ୍କିଆ ଓ ୧୦ ଟଙ୍କିଆ କଏନ୍ ପ୍ରଚଳନ କରିଛନ୍ତି । ମାତ୍ର ଅନେକ ସମୟରେ…