୧୦ ଲକ୍ଷ ବେକାରିଙ୍କୁ ମିଳିବ ଚାକିରି: ଦେଶର ୪୫ଟି ସ୍ଥାନରେ ବଣ୍ଟନ ହେବ ନିଯୁକ୍ତି ପତ୍ର, କେଉଁ ରାଜ୍ୟରୁ କିଏ ଦାୟିତ୍ୱ ପାଇଲେ
ନୂଆଦିଲ୍ଲୀ: ଆସନ୍ତା ୨୦୨୩ ସୁଦ୍ଧା କେନ୍ଦ୍ର ସରକାର ଦେଶର ୧୦ ଲକ୍ଷ ଯୁବକ, ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରିବେ । ଏଥିପାଇଁ ସରକାରଙ୍କ ତରଫରୁ ୩୮ଟି ମନ୍ତ୍ରଣାଳୟ ଓ ବିଭାଗଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ…