ଦଶହରା ପୂର୍ବରୁ ବଢ଼ିବ DA! କର୍ମଚାରୀଙ୍କୁ କେନ୍ଦ୍ର ସରକାର ଦେବେ ବଡ଼ ଉପହାର

ନୂଆଦିଲ୍ଲୀ: ନିକଟରେ ଦେଶର କିଛି ରାଜ୍ୟର ସରକାର ପର୍ବପର୍ବାଣି ପୂର୍ବରୁ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରି ଉପହାର ପ୍ରଦାନ କରିସାରିଛନ୍ତି । ତେବେ ଏହା ମଧ୍ୟରେ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ସେମାନଙ୍କର ଡିଏ…

Teachers Dayରେ PM ମୋଦୀଙ୍କ ବଡ଼ ଘୋଷଣା: PM-SHRI ଯୋଜନାରେ ଅପଗ୍ରେଡ୍ ହେବ ସମଗ୍ର ଦେଶର ୧୪,୫୦୦ ସ୍କୁଲ

ନୂଆଦିଲ୍ଲୀ: ଆଜି ଶିକ୍ଷକ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ସ୍କୁଲସ୍ ଫର ରାଇଜିଂ ଇଣ୍ଡିଆ (ପିଏମ ଶ୍ରୀ) ଯୋଜନା ଅଧୀନରେ ସମଗ୍ର ଦେଶର…

Atal Pension Yojana ବନ୍ଦ ହୋଇଯିବ! କେନ୍ଦ୍ର ସରକାର ନେବାକୁ ଯାଉଛନ୍ତି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆସନ୍ତା ମାସରୁ ସରକାରୀ ସ୍କିମରେ କିଛି ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଆପଣମାନେ ଯଦି ଏପରି କିଛି ସରକାରୀ ସ୍କିମର ଫାଇଦା ନେଉଛନ୍ତି, ତେବେ ଏନେଇ ଅପଡେଟ୍ ରହିବା ଜରୁରୀ ।…

BCCIର ନୂଆ ଟାଇଟଲ ସ୍ପନସର Mastercard, ହଟିଲା Paytm

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂଆ ଟାଇଟଲ ସ୍ପନସର ହୋଇଛି ମାଷ୍ଟରକାର୍ଡ । ପୂର୍ବରୁ ଟାଇଟଲ ସ୍ପନସର ଥିବା ପେଟିଏମ ଏହି ଦାୟିତ୍ୱରୁ ହଟିଯାଇଛି । ଆଗକୁ ଭାରତରେ ବିସିସିଆଇ ଦ୍ୱାରା…

ସରକାରୀ ଓ ପ୍ରାଇଭେଟ୍ ସେକ୍ଟର କର୍ମଚାରୀଙ୍କ ବଢ଼ିବ ରିଟାୟାରମେଣ୍ଟ ବୟସ! EPFO ପକ୍ଷରୁ ଦିଆଗଲା ପ୍ରସ୍ତାବ

ନୂଆଦିଲ୍ଲୀ: କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ପ୍ରାଇଭେଟ ଓ ସରକାରୀ କର୍ମଚାରୀଙ୍କ ଅବସରକାଳୀନ ବୟସ ବୃଦ୍ଧି ନେଇ ପ୍ରସ୍ତାବ ଦିଆଯାଇଛି । କର୍ମଚାରୀଙ୍କ ରିଟାୟାରମେଣ୍ଟ ବୟସ ବଢ଼ିବା ନେଇ କିଛିଦିନ…

CBSE ପକ୍ଷରୁ ଜାରି ହେଲା Central Scholarship Scheme, ସମସ୍ତ କଲେଜ ଓ ୟୁନିଭରସିଟି ଛାତ୍ରଛାତ୍ରୀ କରିପାରିବେ ଆବେଦନ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ସେଣ୍ଟ୍ରାଲ ସେକ୍ଟର ସ୍କିମ୍ ଅଫ୍ ସ୍କଲାରସିପ୍ (ସିଏସଏସସ) ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।  କଲେଜ ଓ ୟୁନିଭରସିଟି ଛାତ୍ରଛାତ୍ରୀମାନେ…

ଚୀନରେ ଭୟଙ୍କର ଭୂକମ୍ପ ଝଟକା: ୨୧ ଜଣଙ୍କର ମୃତ୍ୟୁ, ଅନେକ ଆହତ

ନୂଆଦିଲ୍ଲୀ: ଚୀନରେ ଏକ ଭୟଙ୍କର ଭୂକମ୍ପ ଝଟକା ଦେଖିବାକୁ ମିଳିଛି । ଏଥିରେ ୨୧ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ସିଚୁଆନ ପ୍ରାନ୍ତରେ ୬.୮ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିଲା ।…

ସପ୍ତାହରେ ପ୍ରଥମ ଥର ଶେୟାର ବଜାରରେ ଦ୍ରୁତ ବୃଦ୍ଧି, Sensex ଛୁଇଁଲା ୪୪୨ ଅଙ୍କ

ନୂଆଦିଲ୍ଲୀ: ନୂଆ ସପ୍ତାହରେ ପ୍ରଥମ ଥର ଭାରତୀୟ ଶେୟାର ବଜାରରେ ଶାନଦାର ବୃଦ୍ଧି ଦେଖିବାକୁ ମିଳିଛି । ସେନସେକ୍ସ ୫୯,୦୦୦ ଅଙ୍କ ପାର କରିଛି । ଆଜିର କାରବାର ସମାପ୍ତ ହେବା ସମୟରେ ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ…

Highway Driving ସମୟରେ ଏହି ୧୦ଟି ରୁଲ୍ ନିଶ୍ଚିତ ଫଲୋ କରନ୍ତୁ, ଭାରତରେ ପ୍ରତି ୪ ମିନିଟରେ ଜଣେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛି

ନୂଆଦିଲ୍ଲୀ: ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କର ଗତକାଲି ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ତେବେ ଭାରତରେ ପ୍ରତ୍ୟେକ ଦିନ ସଡ଼କ ଦୁର୍ଘଟଣାରେ ୪୨୬ରୁ ଅଧିକ ଲୋକ ମୃତ୍ୟୁବରଣ କରୁଛନ୍ତି । ବିଶ୍ୱ…

Teachers Dayରେ ୪୬ ଜଣ ଶିକ୍ଷକଙ୍କୁ National Award ପ୍ରଦାନ କରିବେ ରାଷ୍ଟ୍ରପତି, ଦେଖନ୍ତୁ ଲିଷ୍ଟରେ ଓଡ଼ିଶାରୁ କେତେଜଣ

ନୂଆଦିଲ୍ଲୀ: ସେପ୍ଟେମ୍ବର ୫ ତାରିଖ ଶିକ୍ଷକ ଦିବସ ଅବସରରେ ଜାତୀୟ ପୁରସ୍କାର ପାଇବେ ଦେଶର ୪୬ ଜଣ ଶିକ୍ଷକ । ଏହି ଶିକ୍ଷକମାନଙ୍କୁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ ପୁରସ୍କାର ପ୍ରଦାନ କରିଥିଲେ । ସେହିପରି…